Browsing Tag

Zoom app

Zoom ରେ ଆସିଲା ଇମରସିଭ ଭ୍ୟୁ ଫିଚର, ମିଟିଂରେ ଗୋଟିଏ ସ୍ଥାନରେ ବସିଥିବା ଭଳି ଦିଶିବେ ଲୋକମାନେ

ଯେବେଠୁ କରୋନା ଆସିଛି ସେବେଠୁ ଭିଡିଓ କଲିଂ ପ୍ଲାଟଫର୍ମ ଲଗାତାର ଉନ୍ନତି କରୁଛି। Zoom ହେଉଛି ଏହାର ସବୁଠୁ ବଡ଼ ଉଦାହରଣ। Zoom ଭିଡିଓ କଲିଂ ପ୍ଲାଟଫର୍ମରେ ଲଗାତାର ନୂଆ ନୂଆ ଫିଚର ଆସୁଛି। ନିକଟରେ କମ୍ପାନୀ ଇମରସିଭ ଭ୍ୟୁ ଫିଚର ଲଞ୍ଚ କରିଛି, ଯାହା ଭିଡିଓ କଲିଂର ଅନୁଭବକୁ ଆହୁରି…

Zoom ନେଇ ଆସିଲା ନୂଆ ଫିଚର, ମିଟିଙ୍ଗରେ ବାଧା ଉପୁଜାଉଥିବା ବ୍ୟକ୍ତିଙ୍କୁ କରିପାରିବେ ଆଉଟ

କରୋନା କାରଣରୁ ଲକଡାଉନ ଜାରି ହେବା ପରେ ଅଧିକାଂଶ ଲୋକ ଅନଲାଇନ ଆପ୍‌ zoom ମାଧ୍ୟମରେ ପାଠ ପଢିବା ସହିତ ଅଫିସ୍‌ କାମ ମଧ୍ୟ କରୁଛନ୍ତି। କିନ୍ତୁ ଆପରେ ଜରୁରୀ କାମ କରୁଥିବା ବେଳେ କିଛଇ ଲୋକ ଅଯଥାରେ ବାଧା ଉପୂଜାନ୍ତି। ଯାହାଦ୍ୱାରା ମିଟିଙ୍ଗରେ ବାଧା ମଧ୍ୟ ଉପୁଜିଥାଏ। ଏମିତି କିଛି…

ମାତ୍ର କେଇ ଘଣ୍ଟାରେ ଜୁମ୍‌ କଲା ରେକର୍ଡ, ଏରିକ ୟୁଆନଙ୍କ ସମ୍ପତ୍ତିରେ ହେଲା ୪୨୦ କୋଟି ଟଙ୍କା ଲାଭ

ବ୍ୟବସାୟରେ ଲାଭ କ୍ଷତି ଲାଗି ରହିଥାଏ , କିନ୍ତୁ ବେଳେ ବେଳେ ହଠାତ୍‌ ବ୍ୟବସାୟୀଙ୍କୁ ପ୍ରଚୁର ପରିମାଣର ଲାଭ ମିଳିଥାଏ । ସେହିପରି କେବଳ କିଛି ଘଣ୍ଟା ସମୟ ମଧ୍ୟରେ zoom ଆପ୍‌ର ସିଇଓ ଏରିକ ୟୁଆନଙ୍କୁ ସମ୍ପତ୍ତିରେ ୪.୨ ଅରବ ଡଲାର ଅର୍ଥାତ ୪୨୦ କୋଟି ଟଙ୍କାର ଲାଭ ହୋଇଛି । ତେବେ ଭର୍ଚୁଆଲ…

Zoom କୁ ଟକ୍କର ଦେବ Say Namaste ଆପ୍‌, ରହିଛି ଏସବୁ ଖାସ୍‌ ଫିଚର

ଲକ୍‌ଡାଉନ୍‌ ମଧ୍ୟରେ ସୋସିଆଲ ଡିସ୍‌ଟାନ୍ସିଂ ବା ସାମାଜିକ ଦୂରତ୍ୱ ବଜାୟ ରଖି ଘରୁ କାମ କରିବା ବେଳେ ମିଟିଂ ଓ ଭିଡିଓ କନ୍‌ଫରେନ୍ସିଂ ପାଇଁ ଜୁମ୍‌ ଆପ୍‌ ଲୋକଙ୍କୁ ବେଶ୍‌ ସାହାଯ୍ୟ କରୁଛି। ଏଥିସହ ବେଳେବେଳେ ହ୍ୟାକ୍‌ ହେଉଥିବାରୁ ମଧ୍ୟ ଚର୍ଚ୍ଚାରେ ରହିଛି ଜୁମ୍‌। ତେବେ ବର୍ତ୍ତମାନ ଜୁମ୍‌କୁ…

ଭିଡିଓ କଲ୍‌ ମାଧ୍ୟମରେ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ ଜଜ୍‌, ଦେଶରେ ପ୍ରଥମ

ବର୍ତ୍ତମାନ କରୋନା ସ୍ଥିତି ଯୋଗୁ ସମସ୍ତ ଅଫିସ୍‌, କୋର୍ଟ, ସ୍କୁଲ, କଲେଜ ବନ୍ଦ ରହିଛି। ଏଣୁ ଲୋକମାନେ ଘରୁ କାମ କରୁଛନ୍ତି। ଜରୁରୀକାଳୀନ ସ୍ଥିତିରେ ଭିଡିଓ କଲ୍‌ ମାଧ୍ୟମରେ ମିଟିଂ ଓ ଅନ୍ୟାନ୍ୟ କାମ କରାଯାଉଛି। କେବଳ ମିଟିଂ ନୁହେଁ ଭିଡିଓ କଲିଂ ମାଧ୍ୟମରେ କେସ୍‌ର ଶୁଣାଣି ମଧ୍ୟ ହେଉଛି।…

Zoom ରେ ଅନ୍‌ଲାଇନ୍‌ କ୍ଲାସ୍‌ ମଝିରେ ଅଚାନକ ଚାଲିଲା ଅଶ୍ଳୀଳ ଭିଡିଓ, ଛାତ୍ରଛାତ୍ରୀ ସ୍ତବ୍ଧ

କରୋନା ଭାଇରସ୍‌ ଯୋଗୁ ଏବେ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏଣୁ Zoom ଆପ୍‌ ମାଧ୍ୟମରେ ପିଲାଙ୍କୁ ଶିକ୍ଷା ଦିଆଯିବା, ଓ୍ଵାର୍କ ଫ୍ରମ୍‌ ହୋମ୍‌ର ମିଟିଂ ଆଦିର ପ୍ରଚଳନ ଦ୍ରୁତ ଗତିରେ ବଢ଼ିଛି। ତେବେ ଇତି ମଧ୍ୟରେ ଆମେରିକାରୁ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି।…

ଭାରତ ସରକାରଙ୍କ ଚେତାବନୀ ପରେ ମଧ୍ୟ ୧୩ କୋଟିରୁ ଉର୍ଦ୍ଧ୍ୱ ଭାରତୀୟ ଡାଉନଲୋଡ କରିଛନ୍ତି Zoom App

ଭିଡିଓ କନଫରେନ୍ସିଂ ଆପ ଜୁମ୍‌ ଲକଡାଉନ ସମୟରେ ସବୁଠାରୁ ଅଧିକ ବ୍ୟବହାର ହେଉଥିବା ଆପ୍‌। ଦୁନିଆର ସମସ୍ତ ଦେଶର ସ୍କୁଲର କ୍ଲାସ ଜୁମ୍‌ ଆପ୍‌ ଜରିଆରେ କରାଯାଉଛି। କିନ୍ତୁ ଭାରତରେ ସବୁଠାରୁ ଅଧିକ ବ୍ୟବହାର ହେଉଛି। ଜୁମ୍‌ ଭିଡିଓ କଲିଂ ଆପକୁ ଭାରତରେ ସବୁଠାରୁ ଅଧିକ ଡାଉନଲୋଡ କରାଯାଇଛି। ଜୁମ…

ଜୁମ୍‍କୁ ଟକ୍କର ଦେବା ଫେସବୁକ ଆଣିଲା “ମେସେଞ୍ଜର ରୁମ’, ଏହାସାଙ୍ଗରେ ୫୦ ଜଣଙ୍କୁ କରିପାରିବେ ଭିଡିଓ…

ଜୁମ ଆପର ଲୋକପ୍ରିୟତା ଏବଂ ପ୍ରାଇଭେସିକୁ ନେଇ ଉଠୁଥିବା ପ୍ରଶ୍ନ ମଧ୍ୟରେ ଫେସବୁକ ନିଜର ମେସେଞ୍ଜରକୁ ଅପଡେଟ କରିଛି । ଫେସବକୁ ମେସେଞ୍ଜରରେ ରୁମ ଫିଚର ଜାରି କରିଛି । ଯାହା ପରେ ଫେସବୁକ ମେସେଞ୍ଜର ସାହାଯ୍ୟରେ ଏକାସାଥିରେ ୫୦ ଜଣ ଲୋକଙ୍କ ସହିତ ଭିଡିଓ କଲିଂ କରିବାର ସୁବିଧା ପାଇପାରିବେ ।…

କ’ଣ ପାଇଁ Zoom ଆପ୍‍କୁ ବ୍ୟବହାର କରିବା ପାଇଁ ମନା କଲା ନାସା ଏବଂ ସ୍ପେସ ଏକ୍ସ

କରୋନା ଭାଇରସ ଯୋଗୁଁ ସମଗ୍ର ଭାରତରେ ଲକ୍‍ଡାଉନ ଘୋଷଣା କରାଯାଇଛି । ସମସ୍ତେ ନିଜ ନିଜ ଘରେ ରହି ୱାର୍କ ଫ୍ରମ ହୋମ କରୁଛନ୍ତି । ଏମିତିରେ ଅଫିସରେ ହେଉଥିବା ମିଟିଂ ମଧ୍ୟ ଘରୁ ହେଉଛି । ଅନଲାଇନ ମିଟିଂସ୍‍ ପାଇଁ ବ୍ୟବହାର ହେଉଥିବା ସ୍କାଇପେ ଏବଂ ଜୁମ ଭଳି ଆପ୍‍ର ବ୍ୟବହାର କରୁଛନ୍ତି । କିନ୍ତୁ…