ଓଡ଼ିଶାରେ କେଉଁଠି କେତେବେଳେ ଭୋଟ୍ ସମୟ, ପ୍ରଥମ ପର୍ଯ୍ୟାୟରେ ୪ ଲୋକସଭା ଓ ୨୮ ବିଧାନସଭା
ଭୁବନେଶ୍ୱର : କେଉଁଠି କେତେବେଳେ ଭୋଟ୍ ସମୟ। ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ନିର୍ଘଣ୍ଟ ହୋଇଛି ସମୟ। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୪ ଲୋକସଭା ଓ ୨୮ ବିଧାନସଭା ଆସନରେ ହେବ ମତଦାନ। କଳାହାଣ୍ଡି,ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଆସନ ପାଇଁ ହେବ ମତଦାନ।
ନୂଆପଡ଼ା ନିର୍ବାଚନମଣ୍ଡଳୀର ୩୯ଟି ପୋଲିଂ ଷ୍ଟେସନରେ ୭ଟାରୁ ୪ଟା ଯାଏ ଭୋଟ ଗ୍ରହଣ ହେବ। ନୂଆପଡ଼ା ନିର୍ବାଚନମଣ୍ଡଳୀର ଅନ୍ୟ ପୋଲିଂ ଷ୍ଟେସନରେ ୭ଟାରୁ ୫ଟା ମଧ୍ୟରେ ନିଆଯିବ…
Read More...