ରାସ୍ତାରେ ଠିଆ ହୋଇ କାନ୍ଦିଲେ ଜମାଟୋ ଡେଲିଭରୀ ବଏ, ସୋସିଆଲ ମିଡିଆରେ ଭାଇରାଲ
ଜମାଟୋର ଜଣେ ଡେଲିଭରୀ ବଏ ରାସ୍ତାରେ ଠିଆ ହୋଇ କାନ୍ଦୁଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସ୍ଥାନଟି ଉତ୍ତର ଦିଲ୍ଲୀର ଜିଟିବି ନଗର ବୋଲି ଜଣାପଡ଼ିଛି । ସୋହମ୍ ଭଟ୍ଟାଚାର୍ଯ୍ୟ ନାମକ ବ୍ୟକ୍ତି ଏହି ଡେଲିଭରୀ ବଏଙ୍କ ଫଟୋ ସହିତ ଏକ ଭାବପୂର୍ଣ୍ଣ ବାକ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
ସୋହମ୍ କହିଛନ୍ତି, ‘ଏହି ଯୁବକ ଦାବି କରିଛନ୍ତି ଯେ କିଛି ଦିନ ଭିତରେ ତାଙ୍କ ଭଉଣୀର ବାହାଘର । ହେଲେ ଜମାଟୋ ତାଙ୍କ…
Read More...