୪୦ ଜଣିଆ ବିଜେପିର ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ
ଓଡ଼ିଶା ବିଜେପିର ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ। ୪୦ ଜଣିଆ ପ୍ରଚାରକ ତାଲିକାରେ ଷ୍ଟାର କ୍ୟାମ୍ପେନର ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦ୍ବିତୀୟରେ ବିଜେପି ଜାତୀୟ ସଭାପତି ଜଗତ ପ୍ରକାଶ ନଡ୍ଡା ଥିବା ବେଳେ ତାଙ୍କ ପଛକୁ ରାଜନାଥ ସିଂ ରହିଛନ୍ତି। ୪ନଂ ସ୍ଥାନରେ ଅମିତ ଶାହା, ୫ ନଂ ସ୍ଥାନରେ ନୀତିନ ଗଡ଼କରୀ ରହିଛନ୍ତି।
ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବାକୁ ଓଡ଼ିଶା ଆସିବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ…
Read More...