ବମ୍ପର ଅଫର ଲୁଟ୍‌ ! ମାତ୍ର ୫୪୯ ଟଙ୍କାରେ 32 GB RAM ସ୍ମାର୍ଟଫୋନ୍‌ ଦେଉଛି ଫ୍ଲିପକାର୍ଟ, ଜଲଦି କିଣନ୍ତୁ

ଫ୍ଲିପକାର୍ଟରେ ସ୍ମାର୍ଟଫୋନକୁ ନେଇ ଭାରି ଡିସକାଉଣ୍ଟ ମିଳୁଛି। ଯଦି ଆପଣଙ୍କ ଫୋନ୍‌ ଖରାପ ହୋଇଯାଇଛି କିମ୍ବା ଭାଙ୍ଗି ଯାଇଛି ଅବା ଚୋରି ହୋଇଯାଇଛି ଆଉ ଯଦି ଆପଣ ନୂଆ ଫୋନ୍‌ କିଣିବାକୁ ଭାବୁଛନ୍ତି ତାହେଲେ ଆପଣଙ୍କ ପାଇଁ ବଢ଼ିଆ ଖବର। ଫ୍ଲିପକାଟରେ ସ୍ମାର୍ଟଫୋନ୍‌ କ୍ରୟ ଉପରେ ବମ୍ପର ଡିସକାଉଣ୍ଟ ଦିଆଯାଉଛି। ଆଉ ୟୁଜରଙ୍କୁ ଏହାର ଭରପୂର ମିଳିବ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଅଫରରେ ଅନେକ ସ୍ମାର୍ଟଫୋନ୍‌ ସାମିଲ ରହିଛି କିନ୍ତୁ ଯଦି ଆପଣଙ୍କ କମ୍‌ ଅଛି ଏବଂ ଆପଣ ଚାହୁଁଛନ୍ତି ଏକ ଏଣ୍ଟ୍ରି ଲେବଲ ସ୍ମାର୍ଟଫୋନକୁ ନେଇ ଡିସକାଉଣ୍ଟ ଚାହୁଁଛନ୍ତି ତାହେଲେ ଆମେ ଆପଣଙ୍କ ପାଇଁ ଭାରି ଡିସକାଉଣ୍ଟର ଅପ୍ସନ ନେଇ ଆସିଛୁ।

ଯେଉଁ ସ୍ମାର୍ଟଫୋନ୍‌ ବିଷୟରେ ଆମେ ଆପଣଙ୍କୁ କହୁଛୁ ତାର ନାମ ହେଉଛି Realme C30। ଏହାର ଖାସିୟତ୍‌ ଏୟା ଯେ ଏଥିରେ ଆପଣଙ୍କୁ ୬.୫ ଇଞ୍ଚର HD+ Display ମିଳିଥାଏ। ଯେଉଁଥିରେ ଗ୍ରାହକଙ୍କୁ 60Hzର ରିଫ୍ରେସ ରେଟ୍‌ ଦିଆଯାଇଥାଏ। ଏଥିରେ ୪୦୦ ନିଟ୍ସର ପିକ୍‌ ବ୍ରାଇଟନେସ ଦେଖିବାକୁ ମିଳିଯିବ। Realme C30 ରେ 8MP Rear Camera ମିଳିଥାଏ ତାସହିତ ଏଥିରେ 5MPର ଫ୍ରଣ୍ଟ କ୍ୟାମେରା ମିଳିଥାଏ। Realme C30ରେ 8MP Rear Camera ଦିଆଯାଇଛି। ଏଥିସହିତ ଏହି ସ୍ମାର୍ଟଫୋନରେ 5000 mAh Lithium Ion Battery ରହିଛି, ଯାହା ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିଥାଏ। ଏହି ସ୍ମାର୍ଟଫୋନ୍‌ ଦେଖିବାରେ ବହୁତ ଷ୍ଟାଇଲିସ ନଜର ଆସିଥାଏ। ଏଣ୍ଟ୍ରି ଲେବଲ ସ୍ମାର୍ଟଫୋନ୍‌ ହେବା ପରେ ବି ଆପଣଙ୍କୁ ଏହାର ଷ୍ଟାଇଲରେ କୌଣସି କମି ନଜର ଆସିବନି। ଏଥିରେ ବେସିକ ଫିଚର୍ସ ଏବଂ ସ୍ପେସିଫିକେସନ୍ସ ଅଫର କରାଯାଏ। ଯଦିଓ ଏଣ୍ଟ୍ରି ଲେବଲ ରେଞ୍ଜ ହିସାବରେ ଏହି ସ୍ପେସିଫିକେସନ୍ସ ଆପଣଙ୍କୁ ପସନ୍ଦ ଆସିବ।

କଣ ଅଫର ରହିଛି ଜାଣନ୍ତୁ

ଯଦି ଅଫର ବିଷୟରେ କହିବା ତ ଏହି ସ୍ମାର୍ଟଫୋନର ଦାମ୍‌ ୫,୧୪୯ ଟଙ୍କା ରହିଛି କିନ୍ତୁ ଗ୍ରାହକଙ୍କୁ ଏହାର ଦାମ୍‌ ଉପରେ ଏକ ଭାରି ଏକ୍ସଚେଞ୍ଜ ଅଫ୍‌ କରାଯାଉଛି, ଯାହା ୪,୬୦୦ ଟଙ୍କାର ରହିଛି। ଏହି ଏକ୍ସଚେଞ୍ଜ ଅଫର ଲାଗୁ ହେବା ପରେ ଗ୍ରାହକଙ୍କୁ କେବଳ ୫୪୯ ଟଙ୍କା ହିଁ ଦେବାକୁ ପଡିବ ଏହି ଫୋନକୁ କିଣିବା ପାଇଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.