ସବୁଠୁ ବିପଦପୂର୍ଣ୍ଣ ପାସଓ୍ଵାଡର୍ହ, ଭୁଲରେ ବି କରନ୍ତୁ ନାହିଁ ଏହି ୫୦ ପାସଓ୍ଵାର୍ଡର ବ୍ୟବହାର, ଗୋଟିଏ ସେକେଣ୍ଡରେ ଆକାଉଣ୍ଟ ହେବ ହ୍ୟାକ୍‌

ଅନ୍‌ଲାଇନ ସିକ୍ୟୁରିଟି ଆଜିର ଦିନରେ ବହୁତ ଜରୁରୀ । ଆମର ଫେସ, ଫଟୋ ଓ ସବୁ ଜରୁରୀ ଡାଟା ଏବେ ଅନଲାଇନରେ । ତେଣୁ ଜରୁରୀ ଯେ ଆମର ଆକାଉଣ୍ଟ ପାସଓ୍ଵାର୍ଡ ମଜବୁତ ବନାଇବା । ଅନଲାଇନ ସିକ୍ୟୁରିଟି ପାଇଁ ପାସଓ୍ଵାର୍ଡ ସବୁଠୁ ଜରୁରୀ ହୋଇଥାଏ । ଯେବେ କେହି ଆମର କମ୍ପ୍ୟୁଟର, ସ୍ମାର୍ଟଫୋନ ଓ ଅନଲାଇନ ଆକାଉଣ୍ଟକୁ ହ୍ୟାକ୍‌ କରିବାକୁ ଚାହିଁବେ ତେବେ ଏଥିରୁ ଆମକୁ ପାସଓ୍ଵାର୍ଡ ବଞ୍ଚାଇଥାଏ । ଯଦି ପାସଓ୍ଵାର୍ଡ ମଜବୁତ ହୋଇଥାଏ, ତେବେ ଆକାଉଣ୍ଟ ସୁରକ୍ଷିତ ରହିଥାଏ ।

ଯଦି ଆପଣଙ୍କ ଆକାଉଣ୍ଟ ପାସଓ୍ଵାର୍ଡ ମଜବୁତ ନଥାଏ,ତେବେ ଏହାକୁ କେହିବି ସହଜରେ ହ୍ୟାକ୍‌ କରିପାରିବେ । ତେଣୁ କେବେ ବି କମନ ପାସଓ୍ଵାର୍ଡ ରଖନ୍ତୁ ନାହିଁ,ଯାହାକୁ ସହଜରେ ହ୍ୟାକ୍‌ କରିହେବ । କେବେ ବି ଏହି ୫୦ ପାସଓ୍ଵାର୍ଡ ରଖନ୍ତୁ ନାହିଁ, ଯାହାକୁ ସହଜରେ ହ୍ୟାକ୍‌ କରିହେବ । ୨୦୨୧ ରେ ରିସର୍ଚ୍ଚରମାନେ ବିଭିନ୍ନ ଦେଶର ପାସ୍‌ଓ୍ଵାର୍ଡର ଏକ ଷ୍ଟାଟିଷ୍ଟକାଲ ରିଭ୍ୟୁ କରିଥିଲେ ଯେଉଁଥିରେ ନିମ୍ନରେ ଦିଆଯାଇଥିବା ଏହି ୫୦ ପାସ୍‌ଓ୍ଵାର୍ଡ ଅସୁରକ୍ଷିତ ଥିବାଜଣାପଡ଼ିଥିଲା ।

ନିମ୍ନରେ ଦିଆଯାଇଥିବା ଏହି ୫୦ ପାସ୍‌ଓ୍ଵାର୍ଡ କେବେ ବି ରଖନ୍ତୁ ନାହିଁ

1- Password
2- 123456789
3- 12345678
4- 123456
5- 1234567890
6- 1234567
7- qwerty
8- abc123
9- xxx
10- iloveyou
11- krishna
12- 123123
13- abcd1234
14- 1qaz
15- 1234
16- password1
17- welcome
18- 654321
19- computer
20- 123
21- qwerty123
22- qwertyuiop
23- 111111
24- passw0rd
25- 987654321
26- dragon
27- asdfghjkl
28- monkey
29- abcdef
30- mother
31- password123
32- zxcvbnm
33- sweety
34- samsung
35- iloveu
36- asdfgh
37- qwe123
38- p@ssw0rd
39- hello123
40- 666666
41- asdf1234
42- lovely
43- creative
44- engineer
45- success
46- abcdefgh
47- srinivas
48- prince
49- goodluck
50- master

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.