ଜିଓର ଶସ୍ତା ପ୍ଲାନ, ୭୫ ଜିବି ଇଣ୍ଟରନେଟ ସହିତ Netflix-Amazon Primeର ମିଳୁଛି ଫ୍ରି ସବସ୍କ୍ରିପସନ

ଜିଓ ନିଜ ୟୁଜର୍ସଙ୍କୁ ଆକର୍ଷିତ କରିବା ପାଇଁ ପୂଆ ପ୍ଲାନ ଆଣୁଛି। ଶସ୍ତାରେ ଅଧିକ ବେନିଫିଟ ଦେଉଛି ଜିଓ। ଜିଓ ପାଖରେ ପ୍ରିପେଡ ବ୍ଯତୀତ ପୋଷ୍ଟପେଡ ପାଇଁ ମଧ୍ୟ ଗଜବ ପ୍ଲାନ୍ସ ରହିଛି। ଜିଓର ଶସ୍ତା ପ୍ଲାନରେ ୭୫ ଜିବି ଡାଟା ସହିତ ନେଟଫ୍ଲିକ୍ସ ଏବଂ ଆମାଜନ ପ୍ରାଇମର ଫ୍ରି ସବସ୍କ୍ରିପସନ ମିଳୁଛି। ତେବେ ଜାଣନ୍ତୁ ଏହି ପ୍ଲାନ ବିଷୟରେ….

ଜିଓର ୩୯୯ ଟଙ୍କିଆ ପୋଷ୍ଟପେଡ ପ୍ଲାନରେ ମାସେ ପର୍ଯ୍ଯନ୍ତ ୭୫ ଜିବି ଡାଟା ଦେଉଛି। ଯାହାକୁ ଆପଣ ମାସେ ପର୍ଯ୍ଯନ୍ତ ବ୍ଯବହାର କରିପାରିବେ। ଯଦି ଡାଟା ବଳିପଡେ, ତେବେ ଜିଓ ପ୍ଲାର ୨୦୦ ଜିବି ଡାଟା ରୋଲଓଭର ସୁବିଧା ମିଳୁଛି। ଡାଟା ଯଦି ସରିଯାଏ, ତେବେ କମ୍ପାନୀ ୧ ଜିବି ଡାଟାକୁ ୧୦ ଟଙ୍କାରେ ରିଚାର୍ଜ କରିପାରିବେ।

ଏହି ପ୍ଲାନରେ ଅନଲମିଟେଡ କଲିଂ ସହିତ ପ୍ରତିଦିନ ୧୦୦ଟି ଏସଏମଏସ ସୁବିଧା ରହିଛି। ଯଦି OTT କଣ୍ଟେଣ୍ଟ ଚାହୁଁଚନ୍ତି, ତେବେ ଏହି ପ୍ଲାନ ସହିତ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ଏବଂ ଡିଜନୀ ପ୍ଲସ ହଟଷ୍ଟାରର ଫ୍ରି ସବସ୍କ୍ରିପସନ ମିଳୁଛି। ଏହାଛଡା ଜିଓ ଆପ୍ସରେ ଫ୍ରି ସବସ୍କ୍ରିପସନ ମିଳିବ।

ଜିଓ ପାଖରେ ୩୯୯ ଟଙ୍କା ପ୍ରିପେଡ ପ୍ଲାନ ରହିଛି। ଯାହାର ଭାଲିଡିଟି ୫୬ ଦିନ ରହିଛି। ଯେଉଁଥିରେ ୧.୫ ଜିବି ଡାଟା ରହିଛି। ପ୍ଲାନରେ ଅନଲିମିଟେଡ କଲିଂ ସହିତ ପ୍ରତିଦିନ ୧୦୦ଟି ଏସଏମଏସର ସୁବିଧା ଦିଆଯାଇଛି। ଏହାଛଡା ଜିଓ ଆପ୍ସରେ ଫ୍ରି ସବସ୍କ୍ରିପସନ ମଧ୍ୟ ମିଳୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.