Air Cooler ଅଫର, ଏହି କୁଲରଗୁଡିକ ମଧ୍ୟ AC କୁ ଦେବ କଡ଼ା ଟକ୍କର

ଚାଲିଛି ଗ୍ରୀଷ୍ମ ଋତୁ । ଏହି ଋତୁରେ ପ୍ରାୟ ସମସ୍ତେ ଥଣ୍ଡା ରହିବାକୁ ଚାହିଁଥାନ୍ତି । ଯଦି ଆପଣ ପ୍ରବଳ ଗରମରୁ ରକ୍ଷା ପାଇବା ପାଇଁ ଏକ ମହଙ୍ଗା ଏୟାର କଣ୍ଡିସନ କିଣିପାରୁନାହାଁନ୍ତି, ତେବେ ଆପଣଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ବଜାରରେ ଏପରି ଅନେକ କୁଲର ଅଛି ଯାହା ବହୁତ ଭଲ ଥଣ୍ଡା ପବନ ପ୍ରଦାନ କରିଥାଏ । ଏପରି ଅନେକ କୁଲର ଅଛି ଯାହା ଶୀତଳତା କ୍ଷେତ୍ରରେ AC କୁ କଡ଼ା ଟକ୍କର ଦିଏ । ଏହି କୁଲରକୁ କିଣି ଆପଣ ଗରମକୁ ବାଏ-ବାଏ କହିପାରିବେ ।
ଆଗକୁ ଆହୁରି ଅଧିକ ଗରମ ବଢ଼ିବ । ତେଣୁ ଯଦି ଆପଣ ଏକ ନୂଆ କୁଲର କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଗୁଡ୍ ନ୍ୟୁଜ୍ । ବର୍ତ୍ତମାନ ବଜାରରେ ଅନେକ ପ୍ରକାରର କୁଲର ଉପଲବ୍ଧ । ଆପଣଙ୍କୁ ଶସ୍ତା କୁଲର ସହିତ ମହଙ୍ଗା କୁଲର ମଧ୍ୟ ମିଳିବ । ଯଦି ଆପଣ ଗରମରୁ ରକ୍ଷା ପାଇବା ପାଇଁ ଚାହୁଁଛନ୍ତି, ତେବେ ଏହାକୁ ଏବେ କିଣିବା ଲାଭଦାୟକ ହୋଇପାରେ । ବର୍ତ୍ତମାନ୍ ଫ୍ଲିପକାର୍ଟ ନିଜର ୟୁଜର୍ସମାନଙ୍କୁ ପ୍ରିମିୟମ୍ କୁଲର ଉପରେ ଭାରୀ ଡିସକାଉଣ୍ଡ ଦେଉଛି ।
ଯଦି ଆପଣଙ୍କର ବଜେଟ୍ କମ୍ ତେବେ ଆପଣଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଫ୍ଲିପକାଟ୍ ଏୟାରର କୁଲର ଉପରେ ଡିଲ୍ ପ୍ରଦାନ କରୁଛି । ଫ୍ଲିପକାର୍ଟ ତାର ୟୁଜର୍ସମାନଙ୍କୁ ଏୟାର କୁଲର ଉପରେ ୬୩% ପର୍ଯ୍ୟନ୍ତ ଡିସକାଉଣ୍ଟ ଦେଉଛି । ଏହି ଅଫର ସହିତ ଆପଣ ପ୍ରାୟ ୧୦,୦୦୦ ଟଙ୍କାରେ AC ଭଳି ପବନ ପ୍ରଦାନ କରୁଥିବା କୁଲର କିଣିପାରିବେ । ଆସନ୍ତୁ ଆପଣଙ୍କୁ କିଛି ଭଲ କୁଲର ବିଷୟରେ କହିବୁ, ଯାହା ଆପଣଙ୍କୁ ଗ୍ରାଷ୍ମ ଋତୁରେ ବହୁତ ରିଲାକ୍ସ ଦେବ ।
Hindware Smart Air Cooler :
Hindware Smart Air Cooler ୪୫ ଲିଟର ପାଣି ପାୱାର ସହିତ ଆସିଥାଏ । ଯଦି ଆପଣ ଏହାକୁ କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ କହିରଖୁଛୁ ଯେ ଏହାର କୂଲ୍ୟ ୧୩,୯୯୦ ଟଙ୍କା କିନ୍ତୁ ଏଥିରେ ୫୭% ଡିସମାଉଣ୍ଟ ମଧ୍ୟ ଦିଆଯାଉଛି । ଏହି ଅଫର ପରେ ଆପଣ ଏହାକୁ ମାତ୍ର ୫,୯୯୯ ଟଙ୍କାରେ କିଣି ଘରକୁ ଆଣିପାରିବେ । କମ୍ପାନୀ ଫ୍ଲିପକାର୍ଟ ଅକ୍ସିସ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡରେ ଗ୍ରାହକମାନଙ୍କୁ ୫% ଡିସକାଉଣ୍ଟ ମଧ୍ୟ ଦେଉଛି ।
Crompton 88 L Desert Air Cooler :
Crompton ର ଏହି କୁଲରଟି ବହୁତ ପପୁଲାର୍ । ଏଥିରେ କମ୍ପାନୀ Honeycomb ର ପ୍ୟାଡିଂ ଯୋଇଛି । ଏହା ସହିତ ଏହି ଏୟାର କୁଲରରେ ଏକ ବରଫ ଚାଭ୍ବର ମଧ୍ୟ ରହିଛି । ଅର୍ଥାତ୍ ଅତ୍ୟଧିକ ଗରମ ସମୟରେ ଆପଣ ଏଥିରେ ବରଫ ବ୍ୟବହାର କରି AC ଭଳି ଥଣ୍ଡା ପବନ ପାଇପାରିବେ । ଏହା ସହିତ ଏହି କୁଲରରେ 4 Way Air Deflection ଫିଚର୍ସ ରହିଛି । ଏହି ଏୟାର କୁଲରରେ ଅଟୋ ୱାଟର ଫିଲ୍ ଫିଚର୍ସ ମଧ୍ୟ ଉପଲବ୍ଧ ।
Crompton 75 L Desert Air Cooler :
କୁଲର ପାଇଁ Crompton ଏକ ପପୁଲାର ବ୍ରାଣ୍ଡ । Crompton Desert Air Cooler ୭୫ ଲିଟର ପାଣି କ୍ଷମତା ସହିତ ଆସିଥାଏ । ଏହି ଏୟାର କୁଲରରେ ମୂଲ୍ୟ ୧୭,୨୦୦ ଟଙ୍କା କିନ୍ତୁ ବର୍ତ୍ତମାନ ଏଥିରେ ୪୧% ଡିସକାଉଣ୍ଟ ଦିଆଯାଉଛି । ଅଫର ପରେ ଏହାର ମୂଲ୍ୟ ୯,୯୯୯ ଟଙ୍କା ହୋଇଯାଇଛି । ଏହା ଏକ ପାୱାରଫୁଲ୍ ଏୟାର କୁଲର ଏବଂ ଏହା ୪୫ ଫୁଟ୍ ପର୍ଯ୍ୟନ୍ତ ପବନ ଦେଇଥାଏ । ଏହି ଏୟାର କୁଲର ଆପଣଙ୍କୁ ପ୍ରବଳ ଗରମରୁ ମୁକ୍ତି ଦେବ ।
Symphony Desert Air Cooler :
Symphony ଲକ୍ଷ ଲକ୍ଷ ୟୁଜର୍ସଙ୍କ ପାଇଁ ବଭିନ୍ନ ପ୍ରକାରର ପାୱାରଫୁଲ୍ ଏୟାର କୁଲର ରହିଛି । ୭୫ ଲିଟର ପାଣି ପାୱାର ବିଶିଷ୍ଟ ଏହି Symphony ଏୟାର କୁଲରର ମୂଲ୍ୟ ୧୧,୨୯୯ ଟଙ୍କା । ଏଥିରେ ୧୬% ଡିସକାଉଣ୍ଟ ଦିଆଯାଉଛି, ଯାହା ପରେ ଆପଣ ଏହାକୁ ମାତ୍ର ୯୧,୪୯୧ ଟଙ୍କାରେ କିଣିପାରିବେ ।
Power Guard 70 L Desert Air Cooler :
Power Guard Desert Air Cooler ରେ ଆପଣ ଏକାଥରେ ୭୦ ଲିଟର ପାଣି ଫୁଲ୍ କରିପାରିବେ । ଅର୍ଥାତ୍, ଥରେ ଫୁଲ୍ ହୋଇଗଲେ, ଆପଣ ଦିନରାତି ଥଣ୍ଡା ପବନ ପାଇପରିବେ । ଏହି ଏୟାର କୁଲରରେ ଏକ ବରଫ ଚାମ୍ବର ମଧ୍ୟ ଦିଆଯାଉଛି । Power Guard ଏହି ଏୟାର କୁଲରର ମୂଲ୍ୟ ୨୦,୯୯୯ ଟଙ୍କା କିନ୍ତୁ ଏବେ ଆପଣ ଏହାକୁ ୬୩% ଡିସକାଉଣ୍ଟ ଅଫର ସହିତ ୧୦ ହଜାର ଟଙ୍କାରୁ କମ୍ ମୂଲ୍ୟରେ କିଣିପାରିବେ । ଫ୍ଲିପକାର୍ଟ ବର୍ତ୍ତମାନ ଏହାକୁ ମାତ୍ର ୭,୬୯୯ ଟଙ୍କାରେ କିଣିବାର ଏକ ଭଲ ସୁଯୋଗ ପ୍ରଦାନ କରୁଛି ।