Airtel 5G Plus ଚାଲିବ କେବଳ ଏହି ସ୍ମାର୍ଟଫୋନରେ , କିଣିବା ପୂର୍ବରୁ ପ୍ରଥମେ ଲିଷ୍ଟ ଜାଣିନିଅନ୍ତୁ..

ଏୟାରଟେଲ ନିଜ େଓ୍ଵବସାଇଟରେ ସବୁ ସ୍ମାର୍ଟଫୋନକୁ ଲିଷ୍ଟ କରିଛି ଯେଉଁଥିରେ ଏୟାରଟେଲ 5G Plus ସପୋର୍ଟ କରିବ । ଆସନ୍ତୁ ଜାଣିବା ସେହି ଫୋନ ସମ୍ପର୍କରେ..

ଏୟାରଟେଲ ଏବେ ଏୟାରଟେଲ 5G Plusର ଘୋଷଣା କରିଛି। ଏହା ଦେଶର ପ୍ରଥମ ୮ଟି ସହର ଯେମିତିକି ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋର, ଚେନ୍ନାଇ, ସିଲିଗୁଡ଼ି, ହାଇଦ୍ରାବାଦ , ନାଗପୁର ଓ ବରଣାସୀ ରେ ଉପଲବ୍ଧ ହେବ। ଏୟାରଟେଲ ର କହିବା ଅନୁସାରେ ଚଳିତ ବର୍ଷର ଶେଷ ସୁଦ୍ଧା ସମସ୍ତ ପ୍ରମୁଖ ମେଟ୍ରୋ ସହରରେ ଏୟାରଟେଲ ୫ଜି ପ୍ଲସ ଲଞ୍ଚ କରିବ। ଆସନ୍ତା ବର୍ଷ ଶେଷ ରେ ଟେଲକୋ ଦେଶର ସମସ୍ତ ପ୍ରମୁଖ ସହରରେ ୫ଜି କଭରେଜ କରିବ। ଏୟାରଟେଲ ୫ଜି ସ୍ପିଡ ୟୁଜର୍ସଙ୍କୁ ୪ଜି ନେଟଓ୍ଵାର୍କ ତୁଳନାରେ ପାଖାପାଖି ୨୦ ରୁ ୩୦ ଗୁଣା ଅଧିକ ସ୍ପିଡରେ ନେଟଓ୍ଵାର୍କ ମିଳିବ। ମାନେ ହାଇସ୍ପିଡ ନେଟଓ୍ଵାର୍କ କନେକ୍ଟିଭିଟି ପାଇଁ ଏହା ସବୁଠୁ ଭଲ ରହିବ।

ଅନେକ ୟୁଜର୍ସ ଯେଉଁମାନେ ଏବେ ବି ଦ୍ୱନ୍ଦର୍ରେ ଅଛନ୍ତି ଯେ ସେମାନେ ନିଜ ସ୍ମାର୍ଟଫୋନରେ ଏୟାରଟେଲ ୫ଜି ନେଟଓ୍ଵାର୍କ ର ଉପଯୋଗ କରିପାରିବେ ନା ନାହିଁ? ଆଜି ଆମେ ଆପଣଙ୍କୁ ତାହାର ଏକ ଲିଷ୍ଟ ସମ୍ପର୍କରେ କହିବୁ। ଯେଉଁଥିରେ ସେହି ଫୋନକୁ ଲିଷ୍ଟ କରାଯାଇଛି ଯେଉଁଥିରେ Airtel 5G Plus ଚାଲିବ। A

Apple:
Apple iPhone 12 series (iPhone 12, iPhone 12 mini, iPhone 12 pro, iPhoone 12 pro max) , Apple iPhone 13 series( iPhone 13, iPhone 13 mini, iPhone 13 pro, iPhone 13 pro max) Apple iPhine 14 Sereis (iPhone 14, iPhone 14 Plus, iPhone 14 Pro, iPhone 14 Pro Max) ଓ iPhone SE 2022. ରେ ଏୟାରଟେଲ ୫ଜି ସପୋର୍ଟ କରିବ।

OnePlus:
The OnePlus Nord, Nord CE, Nord CE 2, Nord CE 2 Lite, Nord 2T 5G, along with the OnePlus 9, OnePlus 9 Pro, OnePlus 10 Pro 5G, OnePlus 10R and OnePlus 10T will directly support Airtel 5G. The OnePlus 8, OnePlus 8 Pro, OnePlus 8T, OnePlus 9R, OnePlus 9RT ଓ OnePlus Nord 2 5G ରେ ଏୟାରଟେଲ ୫ଜି ସପୋର୍ଟ କରିବ। କିନ୍ତୁ ଏହାପୂର୍ବରୁ ଏକ ସଫ୍ଟେଓ୍ଵୟାର ଅପଡେଟ କରିବାକୁ ହେବ।

Samsung:
Galaxy A53 5G, Galaxy A33 5G, Galaxy Fold 4 और Galaxy Flip 4, Samsung Galaxy S22 series (S22, S22 Plus, S22 Ultra), Samsung Galaxy S21 ଡାଇରେକ୍ଟ ସପୋର୍ଟ କରିବ। ଯେବେ କି Samsung Galaxy Note 20 Ultra, S21 Plus, S21 Ultra, S21, Galaxy Z Fold 2, Galaxy Z Fold 3, Galaxy Flip 3 ପାଇଁ ଏକ ଅପଡେଟ ଜରୁରୀ ହୋଇଥାଏ। ଫୋନରେ ମାନେ M-series ଓ A-series A52s, M52, A22, M32, A73, A73, M42, M53, M13 ,Galaxy F23 ରେ ମଧ୍ୟ ଅପଡେଟ ର ଆବଶ୍ୟକତା ଅଛି।

Xiaomi, Redmi and Poco:
Xiaomi Mi 10, Mi 10i, Mi 10T, Mi 10T Pro, Xiaomi 12 Pro, Mi 11 Ultra, Mi 11X Pro, Mi 11X, Mi 11 Lite NE, Xiaomi 11i, Xiaomi 11T Pro, and Xiaomi 11i HyperCharge ରେ ଏୟାରଟେଲ ୫ଜି ସପୋର୍ଟ କରିବ। Redmi Note 11T 5G, Redmi Note 10T, Redmi Note 11 Pro Plus, Redmi 11 Prime, and Redmi K50i 5Gମଧ୍ୟ ୫ଜି କୁ ସପୋର୍ଟ କରିବ। . Poco smartphonesକଥା କହିଲେ .the Poco M3 Pro 5G, Poco F3 GT, Poco M4 5G, Poco M4 Pro 5G, Poco F4 5G and Poco X4 Pro ରେ ଏୟାରଟେଲ ୫ଜି କାମ କରିବ।

Oppo:
Oppo Reno 5G Pro, Reno 6, Reno 6 Pro, Reno 7, Reno 7 Pro, Reno 8, Reno 8 Pro and Oppo Find X2 ରେ ୫ଜି ସପୋର୍ଟ କରିବ। କିନ୍ତୁ ପୁରୁଣାFind X2 ର ସଫ୍ଟେଓ୍ଵୟାର ଅପଡେଟ କରିବାକୁ ହେବ। ଏହାବ୍ୟତିତ Oppo F19 Pro Plus, Oppo A53s, Oppo A74, Oppo F21 Pro, Oppo K10 5G और Oppo F21s Pro 5G ରେ ୫ଜି ସାମିଲ ରହିବ ।

Vivo:
Vivo X50 Pro, V20 Pro, X60 Pro+, X60, X60 Pro+, X70 Pro, X70 Pro+, X80 and X80 Pro ଫ୍ଲାଗସିପ୍‌ ଫୋନରେ ଏୟାରଟେଲ ୫ଜି କୁ ସପୋର୍ଟ କରିବ। ଏହାବ୍ୟତିତ V20 Pro, V21 5G, V21e, Y72 5G, V23 5G, V23 Pro 5G, V23e 5G, T1 5G, T1 Pro 5G, Y75 5G, V25, V25 Pro, Y55 ରେ ସପୋଟଁ କରିବ। ଅନ୍ୟ ପକ୍ଷରେ ଦେଖିଲେ iQOO 9T, iQOO Z6, iQOO 9 SE, iQOO 9 Pro, iQOO 9, iQOO Z5 5G , iQOO Z3 ରେ ଏୟାରଟେଲ ସପୋର୍ଟ କରିବ।

Leave A Reply

Your email address will not be published.