ଟେକ୍

Amazon Alexa ଆପ୍‌ରେ ଆସିଲା ହିନ୍ଦୀ ସପୋର୍ଟ, ଏବେ ସାଧାରଣ ଭାଷାରେ ପଚାରିପାରିବେ ପ୍ରଶ୍ନ

Amazon Alexa ରେ ଭଏସ ଆସିଷ୍ଟାଣ୍ଟ ପାଇଁ ହିନ୍ଦୀ ଭାଷାର ସପୋର୍ଟ, ଆଣ୍ଡ୍ରଏଡ ଏବଂ ଆଇଓଏସ୍‌ ଡିଭାଇସ ସପୋର୍ଟ ଦେଇଛି। ଗତବର୍ଷ କମ୍ପାନୀ ଆଲେକ୍ସାରେ ହିନ୍ଦୀ ଭାଷାର ଆରମ୍ଭ କରିଥିଲା । ଆମାଜନ ବର୍ଷେ ପୂର୍ବରୁ ଆଲେକ୍ସାରେ ହିନ୍ଦୀର ଆରମ୍ଭ କରିଥିଲା। ସେବେ ଠାରୁ ଏଥିରେ ୬୦ଟି ନୂଆ ଫିଚର୍ସ ଦିଆଯାଇସାରିଲାଣି। ଗତବର୍ଷ କମ୍ପାନୀEcho ଡିଭାଇସରେ ହିନ୍ଦୀର ସପୋର୍ଟ ମଧ୍ୟ ଦେଇଥିଲା।

କମ୍ପାନୀ କହିବା ମୁତାବକ, ଏପର୍ଯ୍ୟନ୍ତ ହିନ୍ଦୀରେ ଛଅ ନୂଆ ଆଲେକ୍ସା ଓରିଜିନାଲ ଗୀତ ଏବଂ ପୋଏମ ମଧ୍ୟ ଆଲେକ୍ସାର ଭଏସ ଆସିଷ୍ଟାଣ୍ଟ ଡାଟାବେସରେ ଆଡ କରାଯାଇଛି। ଆମାଜନ ଆଲେକ୍ସାରେ ଏବେ ଆଣ୍ଡ୍ରଏଡ ଏବଂ ଆଇଫୋନରେ ମଧ୍ୟ ଆପଣ କହିପାରିବେ। ଆଲେକ୍ସା କ୍ରିକେଟ ଷ୍ଟୋରୀ ସୁନାଓ, ଆଲେକ୍ସା କୁଛ ଗୁନଗୁନାଓ, ଆଲେକ୍ସା ଦୋସ୍ତିକି କାହାନୀ ସୁନାଓ।

ଆମାଜନ ମୁତାବକ, ଆଲେକ୍ସା ସ୍ପିଚ ସାଇନ୍ସର ଡେଭଲପ କରାଯାଇଛି। ଏବେ ଆଲେକ୍ସା ୫୦ଟି ଅଲଗା ଅଲଗା ପ୍ରକାର ହିନ୍ଦୀ ଗୀତ ପ୍ଲେ କରିବା ବିଷୟରେ ବୁଝିପାରିବ। ଆଲେକ୍ସା କିପରି ସାଧାରଣ ଭାଷା ବୁଝି କମାଣ୍ଡ ନେଇ ରିପ୍ଲାଇ କରିପାରିବ କମ୍ପାନୀ ତାହା ଚେଷ୍ଟା କରୁଛି। ଏହାଛଡା ଆଣ୍ଡ୍ରଏଡ ଏବଂ ଆଇଓଏସ୍‌ ସ୍ମାର୍ଟଫୋନକୁ ଯାଇ ଆଲେକ୍ସା ଆପ୍‌ର ସେଟିଂକୁ ଯାଇ ଭାଷା ଚେଞ୍ଜ କରିପାରିବେ।

Swagatika

Recent Posts

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

1 min ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

10 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

25 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

35 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

43 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

60 mins ago