ଦୀପାବଳୀରେ ଘର ସଜେଇବା ପାଇଁ କିଣନ୍ତୁ ବେଷ୍ଟ ଲାଇଟ୍‌ ଉପକରଣ, Amazon ଦେଉଛି ୮୩% ରିହାତି

ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳୀ। ତେବେ ଅନେକ ଲୋକ ଏହି ଦିନ ନିଜ ଘର ସଜାଇଥାନ୍ତି। ସେଥିପାଇଁ ସେମାନେ ଅନେକ ପ୍ରକାରର ଲାଇଟ୍ ମଧ୍ୟ କିଣି ଥାଆନ୍ତି। ନିଜର ଘରକୁ ସଜେଇବା ପାଇଁ ସମସ୍ତେ ଚାହାଁନ୍ତି। ହେଲେ ଆର୍ଥିକ ସମସ୍ୟା କାରଣରୁ ଆମେ ସମୟେ ସମୟେ ତାହା କରି ପାରି ନଥାଆନ୍ତି।

ଏଥର କିନ୍ତୁ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଅଛି, Amazon ଆପଣଙ୍କ ପାଇଁ ଆଣି ଦେଇଛି ସୁନ୍ଦର ଉପକରଣରେ ୮୩% ପର୍ଯ୍ୟନ୍ତ ରିହାତି। ଆମେ ଆପଣଙ୍କୁ ୫ଟି ଉପଯୋଗୀ ଉପକରଣ ବିଷୟରେ କହିବୁ ଯାହା ଆପଣଙ୍କ ପାଇଁ ଲାଭଦାୟକ ହେବ।

Iron Hanging Lantern Tealight Holder:

ଏହି Iron Hanging Lantern Tealight Holder ସହିତ ଆସୁଛି। ଏଥିରେ କ୍ୟାଣ୍ଡଲର ସୁବିଧା ମଧ୍ୟ ଅଛି। ଏହି ହେଙ୍ଗିଙ୍ଗ୍‌ ଲଣ୍ଠନ ଟି ଏହି ଦୀପାବଳିରେ ଆପଣଙ୍କ ଘରକୁ ସୁନ୍ଦର କରି ସଜେଇବାରେ ସହାୟକ ହେବ। ଏହି ଲଣ୍ଠନର ଦାମ୍‌ ୮୯୯ ଟଙ୍କା । ଯଦି ଆପଣ ଏହାକୁ Amazon ସେଲ୍‌ରେ ରେ କିଣୁଛନ୍ତି ତେବେ ୬୧ ପ୍ରତିଶତ ରିହାତିରେ ମାତ୍ର ୩୪୯ ଟଙ୍କାରେ କିଣି ପାରିବେ।ଅପଣଙ୍କର ୫୫୦ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ।

Lexton 20 LED Cork Light:

ଏହି ଦୀପାବଳିରେ ଆପଣ ଆପଣଙ୍କ ଘରର ଛାତ କିମ୍ବା ଘର ଅଗଣାକୁ ସୁନ୍ଦର ଆଲୋକ ମାଳାରେ ସଜେଇ ପାରିବେ। Amazon ରେ ଏହି LED ଲାଇଟ୍‌ସ ଆକର୍ଷଣୀୟ ରିହାତିରେ ମିଳୁଛି। ୫୯୯ ଟଙ୍କାର ଏହି ପ୍ରଡକ୍ଟ ୮୩ ପ୍ରତିଶତ ଛାଡ଼ରେ ମାତ୍ର ୯୯ ଟଙ୍କାରେ କିଣି ପାରିବେ।

The Purple Tree Glass Mosaic Tealight Candle Holder:

ଏହି କ୍ୟାଣ୍ଡଲ୍‌ ହୋଲ୍ଡର ରେ ସୁନ୍ଦର ଡିଜାଇନ ହେଇଛି।ଏଥିରେ ୧୦୦ କ୍ୟାଣ୍ଡଲର ଏକ ସେଟ୍‌ ମିଳୁଛି। ଏହାର ପ୍ରକୃତ ମୂଲ୍ୟ ୬୯୯ ଟଙ୍କା ଥିବା ବେଳେ Amazon Sale ରେ ୫୭ ପ୍ରତିଶତ ରିହାତିରେ କେବଳ ୨୯୯ ଟଙ୍କାରେ କିଣି ପାରିବେ। ଏଥିରେ ଆପଣ ୪୦୦ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରି ପାରିବେ।
VR Creatives Cute Romantic Glass Jelly Gel Candles:
ଏହି କ୍ୟାଣ୍ଡଲ୍‌ ଆପଣଙ୍କ ଘର ପାଇଁ ବହୁତ ଉପଯୋଗୀ ହେବ। ଏହି କ୍ୟାଣ୍ଡଲଟି ବହୁତ ସୁନ୍ଦର ଏବଂ ଏହାର ଆଲୋକ ମଧ୍ୟ ।ଏହା Amazon Sale ରେ ୧୧୧ ଟଙ୍କାରେ ମିଳୁଛି, ଯଦିଓ ଏହାର ପକୃତ ମୂଲ୍ୟ ୨୦୦ ଟଙ୍କା। ଏହାକୁ ଇ-କମର୍ସ ପ୍ଲାଟଫର୍ମରେ ୪୫% ରିହାତିରେ ୮୯ ଟଙ୍କା ବଞ୍ଚାଇ ପାରିବେ।
Artificial Plants:
ଯଦି ଆପଣ ଏହି ପାର୍ବଣ ଋତୁରେ ନିଜର ରୁମକୁ ସଜାଇବାକୁ ଚାହୁଁଛନ୍ତି, ତେବେ ଘରକୁ ନେଇଯାଆନ୍ତୁ Litleoର Mini Decorative Artificial Plants । ଏହା ଆପଣଙ୍କୁ Amazon ରେ ୨୮୪ ଟଙ୍କାରେ ମିଳୁଛି। ଏହାର ବଜାର ଦର ୪୪୯ ଟଙ୍କା ହୋଇଥିବା ବେଳେ ୪୩ ପ୍ରତିଶତ ରିହାତିରେ ୨୧୫ ଟଙ୍କା ବଞ୍ଚାଇ ପାରିବେ। ତେବେ ଆପଣ ଏହି ସବୁ ଲାଇଟ୍ ଖୁବ୍ କମ୍ ଟଙ୍କାରେ କିଣି ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.