୨୬ ରୁ ୨୯ ତାରିଖ ନଭେମ୍ବର ପର୍ଯ୍ୟନ୍ତ ଆମାଜନରେ ଚାଲିବ ସବୁଠୁ ବଡ଼ ଫୋନ ଫେଷ୍ଟ, ଏହି ସ୍ମାର୍ଟ ଫୋନରେ ମିଳିବ ଶସ୍ତାରେ

ନୂଆଦିଲ୍ଲୀ : ଆମାଜନ ଫୋନ ଫେଷ୍ଟରେ ଟେକ୍‌ନୋ ଛଡା ରେଡମୀ, ସାମସଙ୍ଗ ଓ ରେୟଲମୀ ର ସସ୍ତା ଫୋନ ଉପରେ ସେଲ ଆସୁଛି । ଫୋନ୍‌ ଉପରେ ୪୦ % ଯାଏ ଡିସକାଉଣ୍ଟ ଛଡା କ୍ୟାସବ୍ୟାକ୍‌ ଅଫର ଏବଂ ୭ ହଜାର ଟଙ୍କା ଯାଏ ଏକ୍ସଚେଞ୍ଜ ଅଫର ବି ମିଳିବ । ୫ ହଜାର ଟଙ୍କାର ରେଞ୍ଜ ବାଲା ଏହି ଫୋନ୍‌ ର ବ୍ୟାଟେରୀ ବହୁତ ସମୟ ଧରି ଚାଲିଥାଏ । ଏଥିସହିତ ୧୩ ଏମପି କ୍ୟାମେରା ୨ ଜିବି ର‍୍ୟାମ ଓ ୬୪ ଜିବି ଷ୍ଟୋରେଜ ବି ମିଳିଥାଏ ।

୧. Tecno POP 6 Pro ( Blue,2GB RAM,32GB ଷ୍ଟୋରେଜ ) | 6.56″ HD+Dot Notch ଡିସପ୍ଲେ , 5000mAh ବ୍ୟାଟେରୀ , 8MP Dual Rear Camera, Front Flash | 120Hz Touch Sampling Rate

୧୦ ହଜାର ଟଙ୍କାର କମ ବଜେଟରେ ଭଲ ଫୋନ କିଣିବେ ତ ଟେକନୋ ର କିଛି ଭଲ ଅପସନ ରହିଛି । ଟେକନୋ ପୋଭା , ଟେକନୋ ସ୍ପାର୍କ 8, ଟେକନୋ ସ୍ପାର୍କ 9T, ଟେକନୋ ପପ୍‌ 6 ପ୍ରୋ ଆଦି ଫୋନ୍‌ 10 ହଜାର ଟଙ୍କାରୁ କମ ରେଞ୍ଜରେ ମିଳୁଛି । ୫ ହଜାର ଟଙ୍କାରେ ଟେକନୋର ନୂଆ ଲଞ୍ଚ ଫୋନ Tecno POP 6 Pro ଯାହର ମୂଲ୍ୟ 7,999 ଟଙ୍କା ହେଲେ ଅଫରରେ ମାତ୍ର 5, 999 ଟଙ୍କାରରେ ମିଳୁଛି । ସେହିପରି 6.56″ HD+ Dot Notch ଡିସପ୍ଲେ ଫୋନ୍‌ 5000mAh ର ବ୍ୟାଟେରୀ ଯାହା ୪୨ ଦିନ ଯାଏ ଚାର୍ଜ ରହିବ । ଫୋନରେ 8MP ଡୁଆଲ କ୍ୟାମେରା HDR, AI ପୋଟ୍ରେଟ ମୋଡ ବି ଦେଇଛି । ଫୋନରେ 2GB RAM ସହିତ 32GB ଷ୍ଟୋରେଜ ଓ ଡୁଆଲ ସିମ୍‌ ରହିଛି ।

୨.  2-Redmi A1, 2GB RAM, 32GB Storage | Helio A22 | 5000 mAh Battery | 8MP AI Dual Cam | Leather Texture Design | Android 12

ରେଡମୀର କୌଣସି ବି ଫୋନ ୧୦ ହଜାର ଟଙ୍କାରୁ କମରେ ମିଳି ପାରିବ । . Redmi Activ 9 ସିରିଜରେ Redmi A1 ଲଞ୍ଚ ହୋଇଛି ଯାହା ଅଫର ଲଗାଇ ମାତ୍ର ୫ ହଜାର ଟଙ୍କାରେ ମିଳୁଛି । Redmi A1 ର ଦାମ୍‌ 8,999 ଟଙ୍କା ରହିଛି । ହେଲେ ଡିଲରେ 5,999 ଟଙ୍କାରେ ମିଳୁଛି । ଫୋନରେ 2GB RAM ସହିତ 32GB ଷ୍ଟୋରେଜ ରହିଛି । ଫୋନରେ 6.52 ଇଞ୍ଚର HD ଡିସେପ୍ଲେ ସହ 5000mAh ର ବ୍ୟାଟେରୀ ରହିଛି । ଫୋନ୍‌ ରେ ଡୁଆଲ AI କ୍ୟାମେରା ରହିଛି ଯେଉଁଥିରେ ମେନ କ୍ୟାମେରା 8MP ଓ ସେଲଫି କ୍ୟାମେରା 8MP ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.