Amazon Sale ରେ ୬ହଜାରୁ କମ ଦାମରେ କିଣନ୍ତୁ ଏହିସବୁ5G Smartphone, ରହିଛି ବଢ଼ିଆ ଅଫର୍ସ

ଲୋକପ୍ରିୟ ଅନଲାଇନ ସପିଂ ପ୍ଲାଟଫର୍ମ ଆମାଜନ ରେ ୧୫ ଅପ୍ରେଲରୁ ସ୍ମାର୍ଟଫୋନ ଅପଗ୍ରେଡ ଡେଜ୍‌ ଆରମ୍ଭ ହୋଇଛି। ଯେଉଁଥିରେ ଆପଣଙ୍କୁ ସବୁପ୍ରକାର ବ୍ରାଣ୍ଡେଡ଼ ଫୋନ ସେଟ ଉପରେ ଭାରି ଡିସକାଉଣ୍ଟ ଦିଆଯାଇଛି। ଏହି ଅଫର ଆସନ୍ତା ୨୦ ଅପ୍ରେଲ ପର୍ଯ୍ୟନ୍ତ ଚାଲିବ। ଏମିତିରେ ସୁଯୋଗର ଫାଇଦା ଉଠାଇବା ପାଇଁ ଆଉ ବେଶି ବିଳମ୍ବ କରନ୍ତୁ ନାହିଁ।

ଆମାଜନର ଏହି ସେଲରେ ଆପଣଙ୍କୁ ୬ ହଜାର ଟଙ୍କାରୁ ବି କମ ଦାମରେ ବଢ଼ିଆ ସ୍ମାର୍ଟଫୋନ ମିଳିବ। ସେ ବି ୫ଜି ସ୍ମାର୍ଟଫୋନ। ଜାଣନ୍ତୁ ଏବେ ସେହି ମଡେଲ ସମ୍ପର୍କରେ..

Redmi Note11T 5G:
୬ଜିବି ରାମ୍‌ ସହ ୧୨୮ ଜିବି ଇଣ୍ଟରନାଲ ଷ୍ଟୋରେଜ ଥିବା ରେଡମିର ଏହି ୫ଜି ଫୋନର ପ୍ରକୃତ ଦାମ ହେଉଛି ୨୦,୯୯୯ ଟଙ୍କା। ଯାହାକୁ ୧୬,୯୯୯ ଟଙ୍କାରେ ବିକାଯାଉଛି। ଏକ୍ସଚେଞ୍ଜ ଅଫର ମିଶାଇଲେ ୧୨,୧୦୦ ଟଙ୍କା ଆପଣ ବଞ୍ଚାଇପାରିବେ। ଆଉ ଏହି ଫୋନକୁ ମାତ୍ର ୪,୮୯୯ ଟଙ୍କାରେ କିଣିପାରିବେ।

Lava Agni 5G:
କ୍ୱାଡ କ୍ୟାମେରା ସେଟଅପ୍‌ ସହ ଦମଦାର ବ୍ୟାଟେରୀ ଥିବା ୫ଜି ସ୍ମାର୍ଟଫୋନକୁ ୧୭,୯୯୦ ଟଙ୍କାରେ ବିକାଯାଉଛି। ଏହାର ପ୍ରକୃତ ଦାମ ହେଉଛି ୨୩,୯୯୯ ଟଙ୍କା। ଯଦି ଆପଣ ଏହି ଡିଲରେ ଏକ୍ସଚେଞ୍ଜ ଅଫରକୁ ମିଶାଉଛନ୍ତି ତେବେ ଆପଣ ୧୨,୧୦୦ ଟଙ୍କା ବଞ୍ଚାଇପାରିବେ। ଏମିତିେ;ର ଆପଣ ମାତ୍ର ୫,୮୯୦ ଟଙ୍କାରେ ଏହି ଫୋନକୁ କିଣିପାରିବେ।

Samsung Galaxy M32 5G:
ସାମସଙ୍ଗର ଏହି ମଡେଲରେ 5000 mAH ବ୍ୟାଟେରୀ ସହିତ 15Wର ଫାଷ୍ଟ ଚାର୍ଜିଂ ସପୋର୍ଟ ସିଷ୍ଟମ ରହିଛି। ଏହାକୁ ସେଲରେ ୧୬,୯୯୯ ଟଙ୍କାରେ ବିକାଯାଉଛି। ଯାହାର ବଜାରରେ ପ୍ରକୃତ ଦାମ ହେଉଛି ୨୩,୯୯୯ ଟଙ୍କା। ଏକ୍ସଚେଞ୍ଜ ଅଫର ମିଶିବା ପରେ ଏହାର ଦାମ ହେବ ୪,୮୯୯ ଟଙ୍କା।

Realme Narzo 30 5G:
ଘଣ୍ଟା ଘଣ୍ଟା ଧରି ଚାଲୁଥିବା ବ୍ୟାଟେରୀଠୁ ଲେସ୍‌ Realme Narzo 30 5G ର ମୂଲ୍ୟ ହେଉଛି ୧୭,୯୯୯ ଟଙ୍କା। ଯାହା ୧୬,୯୯୯ ଟଙ୍କାରେ ବିକାଯାଉଛି। ଦୁଇ ହଜାର କୁପନ ଡିସକାଉଣ୍ଟ ଏବଂ ଏକ୍ସଚେଞ୍ଜ ଅଫର ମିଶାଇଲେ ଆପଣ ଏହାକୁ ମାତ୍ର ୨,୮୯୯ ଟଙ୍କାରେ କିଣିପାରିବେ।

IQOO Z6 5G:
ଶାନଦାର ଡିସପ୍ଲେ ଓ ଷ୍ଟାଇଲିସ ଡିଜାଇନ ଥିବା ଏହି ୫ଜି ସ୍ମାର୍ଟଫୋନ ୨୦,୯୯୦ ବଦଳରେ ୧୬,୯୯୯ ଟଙ୍କାରେ ବିକାଯାଉଛି। ଅଫର ମିଶାଇବା ପରେ ଏହାକୁ ଆପଣ ମାତ୍ର ୪,୮୯୯ ଟଙ୍କାରେ କିଣିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.