ମାଉସ୍‌ର ସାହାଯ୍ୟରେ ଆଉ ଏକ ସୁବିଧା ପାଇବେ ଆପଣ…ଜାଣନ୍ତୁ କଣ

ଆପଣ ଦେଖିଛନ୍ତି କି ମାଉସରେ ୩ଟି ବଟନ ଥାଏ । ଗୋଟିଏ ଲେଫ୍ଟ କ୍ଲିକ ଓ ଅନ୍ୟଟି ରାଇଟ କ୍ଲିକ । ତା ସହ ମଝିରେ ସ୍କ୍ରଲ କରିବାକୁ ବି ଏକ ବଟନ ରହିଥାଏ । ଏହି ତିନୋଟି ବଟନ ଦ୍ୱାରା କମ୍ପୁଟରରେ ଅନେକ କିଛି ଅପରେଟିଙ୍ଗ ହୋଇପାରେ । କିନ୍ତୁ ଆପଣଙ୍କୁ କହିରଖୁଛୁ କି ଏହି ମଝି ବଟନକୁ ନେଇ କିଛି କଥା ଯାହା ବହୁତ କମ ଲୋକେ ଜାଣିଛନ୍ତି । ତେବେ ଜାଣିବା ଏହି ବଟନରେ କଣ ରହିଛି ଖାସ ।

ଏହି ବଟନର ବ୍ୟବହାର କମ୍ପୁଟରରେ ସ୍କ୍ରିନକୁ ସ୍କ୍ରଲ, ଡାଉନ, ଅପ ପାଇଁ କରାଯାଏ । ପ୍ରଶ୍ନ ହେଉଛି କି ଏହା ଦ୍ୱାରା ଆପଣ କୌଣସି ବିନା କ୍ଲିକରେ ଉପର ତଳ କରିପାରିବେ । କିନ୍ତୁ କଣ ଆପଣ ଜାଣନ୍ତି କି ଏହି ବଟନ ଦ୍ୱାରା ଆପଣ ଆଉ କିଛି କାମ ବି କରିପାରିବେ । ତେବେ ତାହା କଣ ।

ପ୍ରକୃତରେ ଏହି ବଟନ ଦ୍ୱାରା ଆପଣ କେବଳ ଉପର ତଳ ନୁହେଁ ବରଂ ବାମରୁ ଡାହାଣ ଓ ଡାହାଣରୁ ବାମକୁ ବି ସ୍କ୍ରଲ କରିପାରିବେ । ଆପଣ ବି ଭାବୁଥିବେ କି ସତରେ ଏହା କେମିତି ହେବ । କାରଣ ସମସ୍ତେ ଏହା ଜାଣିନାହାନ୍ତି ।

ସ୍କ୍ରଲ ବଟନରୁ ଲେଫ୍ଟ ରାଇଟ କରିବା ପାଇଁ ଆପଣଙ୍କୁ ଏକ କାମ କରିବାକୁ ହେବ । ଯଦି ଆପଣ କିବୋର୍ଡରେ ସିଫ୍ଟ କି ପ୍ରେସ କରୁଛନ୍ତି ଏବଂ ଏହାକୁ ସ୍କ୍ରଲ କରୁଛନ୍ତି ତେବେ ପେଜ ଉପର ତଳକୁ ଯିବା ଅପେକ୍ଷା ଲେଫ୍ଟ ରାଇଟ ହେବ ।

ଏମିତିରେ ଯଦି କୌଣସି ବଡ ପେଜ ହୋଇଥିବ ବା ଆପଣ କାମ କରୁଥିବେ ତେବେ ତାକୁ ଆପଣ ସହଜରେ ଦେଖିପାରିବେ । ଯଦି ଏହି ବଟନକୁ କ୍ଲିକ କରି ମାଉସକୁ କେବଳ ମୁଭ କରିବେ ତେବେ ପେଜ ଉପରୁ ତଳକୁ ଆସିଯିବ ।

Leave A Reply

Your email address will not be published.