ଟେକ୍

iPhone 12 ଉପରେ ମିଳୁଛି ବମ୍ପର ଡିସ୍‌କାଉଣ୍ଟ, ଅଧା ମୂଲ୍ୟରେ କିଣନ୍ତୁ ଫୋନ୍‌

ଯଦି ଆପଣ ନୂଆ ଫୋନ କିଣିବାକୁ ଚାହୁଁଛନ୍ତି ତେବେ, iPhone 12 ଉପରେ ଅଛି ଆକର୍ଷଣୀୟ ଅଫର। ଏହାକୁ ଆପଣ Amazon Saleରେ ପାଇପାରିବେ। ପାଖାପାଖି ଅଧା ଦରରେ ପାଇପାରିବେ iPhone 12। ଜାଣନ୍ତୁ ଅଫରର ଡିଟେଲ୍ସ।

ଏବେ ଚାଲିଛି ପାର୍ବଣର ଋତୁ ,ଏହି ପାର୍ବଣ ଋତୁରେ ଆମାଜନ୍ ଆଣିଛି Amazon Great Indian Festival । ଏହି ମହା ସେଲ୍‌ରେ ଗ୍ରାହକମାନଙ୍କୁ ମିଳୁଛି ଅନେକ ପ୍ରକାରର ରିହାତି। ଟିଭି, ସ୍ମାର୍ଟଫୋନ୍‌ ଠାରୁ ଆରମ୍ଭ କରି ସବୁ ଇଲେକ୍ଟ୍ରୋନିକ ଜିନିଷ ଉପରେ କମ୍ପାନି ରିହାତି ଦେଉଛି। ଆହୁରି ଅନେକ ପ୍ରଡକ୍ଟ ଉପରେ ମଧ୍ୟ ରିହାତି ରହିଛି। ଏହି ଆମାଜନ ସେଲ୍‌ରେ iPhone 12 ସ୍ମାର୍ଟ ଫୋନ ଉପରେ ମଧ୍ୟ ଏକ ଆକର୍ଷଣୀୟ ଅଫର ରହିଛି , ପାଖାପାଖି ଅଧା ଦାମ୍‌ରେ ଆପଣ ପାଇପାରିବେ iPhone 12 ସ୍ମାର୍ଟ ଫୋନ । ଏହି ଫୋନ ଆପଣଙ୍କୁ iPhone SE 3 ର ଦାମ୍ ଠାରୁ ବି କମ୍ ଦାମରେ ମିଳିବ। Apple iPhone 12 କୁ ୩୩,୪୪୯ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟରେ କିଣି ପାରିବେ।

Amazon Sale ରେ ସବୁଠାରୁ କମ୍ ଦାମରେ ମିଳିବ ଏହି ଫୋନ । ଏହାର ୬୪ ଜିବିର ଷ୍ଟୋରେଜ୍ ଭେରିଏଣ୍ଟର ଅରିଜିନାଲ ପ୍ରାଇସ ହେଉଛି ୬୫,୯୦୦ ଟଙ୍କା । Amazon Sale ରେ ଏହି ପ୍ରଡକ୍ଟ ଉପରେ ଡିସକାଉଣ୍ଟ ହେବା ପରେ ୪୭,୯୯୯ରେ ମିଳୁଛି, ପାଖା ପାଖି ୨୭ ପ୍ରତିଶତ ରିହାତିରେ ମିଳୁଛି। କେବଳ ଏତିକି ନୁହେଁ ଆପଣ ଅନ୍ୟ ଅଫରର ମଧ୍ୟ ଲାଭ ନେଇ ପାରିବେ । ଏହି ସ୍ମାର୍ଟଫୋନ ଉପରେ ଏକ୍ସଚେଞ୍ଜ ଏବଂ ବ୍ୟାଙ୍କ ଅଫର ମଧ୍ୟ ଅଛି ।

ଏକ୍ସଚେଞ୍ଜ ଅଫର :

iPhone 12 ଉପରେ ଆପଣଙ୍କୁ ୧୩,୦୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ୍‌ ମିଳିବ। ନିଜର ପୁରୁଣା ଆଇଫୋନକୁ ବଦଳାଇ ନୂଆ ନେଇ ପାରିବେ । ଏହା ପରେ iPhone 12 ର ମୂଲ୍ୟ ୩୪,୬୯୯ ପର୍ଯ୍ୟନ୍ତ ହୋଇଯାଏ। ତେବେ ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ କୌଣସି ଫୋନର ଏକ୍ସଚେଞ୍ଜ୍‌ ଭ୍ୟାଲୁ ତାର କଣ୍ଡିସନ୍ ଉପରେ ନିର୍ଭର କରିଥାଏ।

ବ୍ୟାଙ୍କ ଅଫର :
iPhone 12 ଉପରେ ଉପଭୋକ୍ତା ମାନଙ୍କୁ ବ୍ୟାଙ୍କ ଅଫର ମାଧ୍ୟମରେ ରିହାତି ମିଳୁଛି। କନ୍‌ଜ୍ୟୁମରମାନଙ୍କୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ICICI Bank କାର୍ଡ ଟ୍ରାନଜାକସନ୍‌ ମାଧ୍ୟମରେ ମିଳୁଛି ରିହାତି। ଇଏମ୍ଆଇ ଟ୍ରାନଜାକସନ୍‌ ଏବଂ Axis ବ୍ୟାଙ୍କର ଗ୍ରାହକଙ୍କୁ ମଧ୍ୟ ୧୨୫୦ ଟଙ୍କାର ରିହାତି ମିଳୁଛି। ଏହି ସବୁ ଅଫର୍ସକୁ ମିଶାଇ ଆପଣ iPhone 12 ଫୋନକୁ ୩୩,୪୪୯ ଟଙ୍କାରେ କିଣିପାରିବେ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago