୨୦ ହଜାର ଟଙ୍କାରୁ କମ୍ ଦାମରେ ମିଳୁଛି ଏହି ୮ ଆଣ୍ଡ୍ରଏଡ୍ ସ୍ମାର୍ଟ TV

ସ୍ମାର୍ଟଫୋନ ସହିତ ଭାରତରେ ସ୍ମାର୍ଟ ଟିଭିର ବଜାର ବହୁତ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ବଜାରର ଡିମାଣ୍ଡକୁ ଦେଖି ଇଲେକ୍ଟ୍ରୋନିକ୍ସ କମ୍ପାନୀ ଗୁଡିକ ମଧ୍ୟ ଭାରତୀୟ ବଜାରରେ ଗୋଟିଏ ପରେ ଗୋଟିଏ ସ୍ମାର୍ଟ ଟିଭି ଲଞ୍ଚ କରୁଛି। ତେବେ ଯଦି ଆପଣ ମଧ୍ୟ ନିଷ୍ପତ୍ତି ନେଇ ପାରୁ ନାହାନ୍ତି କେଉଁ ସ୍ମାର୍ଟ ଟିଭି କିଣିବେ ତେବେ ଆଜି ଆମେ ଆପଣଙ୍କୁ ୮ଟି ଏମିତି ସ୍ମାର୍ଟ ଟିଭି ବିଷୟରେ ଜଣାଇବୁ ଯାହାର ଦାମ ୨୦ ହଜାର ଟଙ୍କାରୁ କମ୍ ରହିଛି।

Thomson B9 Pro ୩୨ ଇଞ୍ଚ

thompsonଦାମ୍ – ୧୦,୯୯୯ ଟଙ୍କା
ଡିସପ୍ଲେ – ୧୩୬୬x୭୬୮ ଏଚଡି
ଆଣ୍ଡ୍ରଏଡ୍ – ହଁ
ସ୍ପିକର – ୨୦W
ପୋର୍ଟ – ୩xHDMI, ୨xUSB
ୱାଇ-ଫାଇ – ହଁ

Mi LED Smart TV 4A ୩୨ ଇଞ୍ଚ

4 smart tvଦାମ୍ – ୧୨,୪୯୯ ଟଙ୍କା
ଡିସପ୍ଲେ – ୧୩୬୬x୭୬୮ ଏଚଡି
ଆଣ୍ଡ୍ରଏଡ୍ – ହଁ
ସ୍ପିକର – ୨୦W
ପୋର୍ଟ – ୩xHDMI, ୨xUSB
ୱାଇ-ଫାଇ – ହଁ

Vu Ultra Smart ୩୨ ଇଞ୍ଚ

vu ultra 5ଦାମ୍ – ୧୧,୯୯୯ ଟଙ୍କା
ଡିସପ୍ଳେ – ୧୩୬୬x୭୬୮ ଏଚଡି
ଆଣ୍ଡ୍ରଏଡ୍ – ହଁ
ସ୍ପିକର – ୨୦W
ପୋର୍ଟ – ୩xHDMI, ୨xUSB
ୱାଇ-ଫାଇ – ହଁ

Mi LED Smart TV 4A PRO ୩୨ ଇଞ୍ଚ

mi ledଦାମ୍ – ୧୨,୯୯୯ ଟଙ୍କା
ଡିସପ୍ଲେ – ୧୩୬୬x୭୬୮ ଏଚଡି
ଆଣ୍ଡ୍ରଏଡ୍ – ହଁ
ସ୍ପିକର – ୨୦W
ପୋର୍ଟ – ୩xHDMI, ୨xUSB
ୱାଇ-ଫାଇ – ହଁ

iFFALCON ସ୍ମାର୍ଟ TV ୪୦ ଇଞ୍ଚ

tv 6ଦାମ୍ – ୧୫,୯୯୯ ଟଙ୍କା
ଡିସପ୍ଲେ – ୧୯୨୦x୧୦୮୦ Full HD
ଆଣ୍ଡ୍ରଏଡ୍ – ହଁ
ସ୍ପିକର – ୧୬W
ପୋର୍ଟ – ୩xHDMI, ୨xUSB
ୱାଇ-ଫାଇ – ହଁ

Panasonic ୩୨ ଇଞ୍ଚ ସ୍ମାର୍ଟ TV

panasonicଦାମ୍ – ୧୮,୮୯୦ ଟଙ୍କା
ଡିସପ୍ଲେ – ୧୩୬୬x୭୬୮
ଆଣ୍ଡ୍ରଏଡ୍ – ହଁ
ସ୍ପିକର – ୨୦W
ପୋର୍ଟ – ୩xHDMI, ୨xUSB
ୱାଇ-ଫାଇ – ହଁ

Thomson B9 Pro ୪୦ ଇଞ୍ଚ

thomsonଦାମ୍ – ୧୭,୪୯୯ ଟଙ୍କା
ଡିସପ୍ଲେ – ୧୯୨୦x୧୦୮୦ Full HD
ଆଣ୍ଡ୍ରଏଡ୍ – ହଁ
ସ୍ପିକର – ୨୦W
ପୋର୍ଟ – ୧xHDMI, ୧xUSB
ୱାଇ-ଫାଇ – ହଁ

LG 80cm Smart TV ୩୨ ଇଞ୍ଚ

lg 9ଦାମ୍ – ୧୯,୯୯୯ ଟଙ୍କା
ଡିସପ୍ଲେ – ୧୩୬୬ ୭୬୮ ଏଚଡି
ଆଣ୍ଡ୍ରଏଡ୍ – ହଁ
ସ୍ପିକର – ୨୦W
ପୋର୍ଟ – ୩xHDMI, ୨xUSB
ୱାଇ-ଫାଇ – ହଁ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.