ୟୁପିଆଇ ମାର୍କେଟର ଏହି ନୂଆ ଆପ୍‌ ଦେଉଛି ଗ୍ରାହକଙ୍କୁ ମାସକୁ ୧ହଜାର ଟଙ୍କା, ବାସ୍‌ କରିବାକୁ ପଡ଼ିବ ଏହି କାମ

କ’ଣ ଆପଣ ଫୋନ ପେ,ଗୁଗଲ ପେ ୟୁଜ କରୁଛନ୍ତି କି? ସେଥିରେ ଆପଣଙ୍କୁ କ୍ୟାସବ୍ୟାକ ମିଳୁନି। ତେବେ ଆଉ ଚିନ୍ତା କରନ୍ତୁ ନି କାରଣ ଏବେ ଏହି ନୂଆ ଆପ୍‌ ଆପଣଙ୍କୁ ମାସିକ ୧୦୦୦ ଟଙ୍କାର କ୍ୟାସବ୍ୟାକ ଦେବ।

ଏବେ ସ୍ମାର୍ଟ ଯୁଗରେ ସବୁ କାମ ସ୍ମାର୍ଟ େଓ୍ଵରେ କରାଯାଉଛି। ଟଙ୍କା କୁ ଏବେ କ୍ୟାସ ଆକାରରେ ନୁହେଁ ବରଂ ଡିଜିଟାଲ ପେମେଣ୍ଟ ଆପ୍‌ ରେ ରଖାଯାଉଛି। ଯାହାକି ବିଲକୁଳ ସୁରକ୍ଷିତ। ଆଜିକା ସମୟରେ ୟ ୁପିଆଇର ଡ଼ିମାଣ୍ଡ ବହୁତ ବେଶି ହୋଇଯାଇଛି। ତେବେ ଅନେକ ଏହାକୁ ବ୍ୟବହାର କରନ୍ତି। ଆଉ ଏଥିରେ ମିଳୁଥିବା କ୍ୟାସବ୍ୟାକ କୁ ନେଇ ଥାଏ ସମସ୍ତଙ୍କ ଅପେକ୍ଷା।

ବଜାରକୁ ଆସିଛି ଏପରି ଏକ ଆପ୍, ଯେଉଁଥିରେ ଆପଣ ଅତି ସହଜରେ ମାସକୁ ୧ ହଜାର ଟଙ୍କା ପାଇପାରିବେ । ଏଥିପାଇଁ ଆପଣଙ୍କୁ ଏହି ଆପ୍ ଡାଉନଲୋଡ୍ କରିବାକୁ ପଡିବ । ଏହି ଆପର ନାମ ହେଉଛି ଭାରତ ପେ’ । ଏହି କମ୍ପାନୀ ନିଜର ଗ୍ରାହକମାନଙ୍କୁ ବହୁତ ଆକର୍ଷଣୀୟ ଅଫର ଦେଉଛି । ଏଭଳି ପରିସ୍ଥିତିରେ ଆପଣ ମଧ୍ୟ ଏଠାରୁ ରୋଜଗାର କରିପାରିବେ । ତେବେ ମାସକୁ ୧ ହଜାର ଟଙ୍କା କିପରି ରୋଜଗାର କରିପାରିବେ, ଆସନ୍ତୁ ଜାଣିବା…

ପ୍ରଥମେ କରିବାକୁ ପଡିବ ଏହି କାମ:-

– ସର୍ବପ୍ରଥମେ ଆପଣଙ୍କୁ ଆପରେ “contribute money” ଅପସନ୍ ଉପରେ କ୍ଲିକ୍ କରିବାକୁ ପଡିବ ।
– ଏଠାରେ ଆପଣ ନିଜ ବ୍ୟାଙ୍କ ଆକାଉଣ୍ଟକୁ ଲିଙ୍କ୍ କରନ୍ତୁ ।
– ଏହା ପରେ “Link Now” ଉପରେ କ୍ଲିକ୍ କର ଏବଂ ସେଠାରେ ଥିବା ଡ୍ରପ୍ ଡାଉନ୍ ମେନୁକୁ ଯାଆନ୍ତୁ ଏବଂ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ଚୟନ କରନ୍ତୁ ।
– ଏହା ପରେ ଆପଣ ନିଜର ଆଧାର ନମ୍ବର ଏଣ୍ଟର କରନ୍ତୁ ଓ ଏହାକୁ OTP ସାହାଯ୍ୟରେ ଭାଲିଡେଟ କରନ୍ତୁ ।
– ଏହିପରି ଭାବରେ ଆପଣଙ୍କର ଆଧାର KYC ସଂପୂର୍ଣ୍ଣ ହେବ ଏବଂ ଏହା ପରେ ସେଲଫି ନେଇ ଫର୍ମକୁ ସବମିଟ୍ କରନ୍ତୁ ।
– ଏଠାରେ ଆପଣଙ୍କୁ ସମସ୍ତ ସର୍ତ୍ତାବଳୀ ଏବଂ ଚୁକ୍ତିନାମାକୁ ମାନିବାକୁ ପଡିବ, ତେଣୁ ଏହି ସମ୍ମତି ଦେବା ପରେ ଆପଣଙ୍କ ଆକାଉଣ୍ଟ ଆକ୍ଟିଭ୍ ହେବ ।
– ବର୍ତ୍ତମାନ ଆପଣ ନିଜ ଆକାଉଣ୍ଟରେ ଟଙ୍କା ଜମା କରନ୍ତୁ ଏବଂ ଏହା ଉପରେ ୧୨% ସୁଧ ପାଇ ପାରିବ ।

୧୦୦୦ ଟଙ୍କା ମିଳିବ :-
ଭାରତ ପେ’ ବର୍ତ୍ତମାନ ଗ୍ରାହକଙ୍କୁ ବହୁତ ଭଲ ଅଫର ଦେଉଛି । ଏପରି ପରିସ୍ଥିତିରେ, ଆପଣ ଏଠାରେ ନିବେଶ କରିପାରିବେ । ମାର୍କେଟ ତୁଳନାରେ ଆପଣଙ୍କୁ ଏଠାରେ ଭଲ ସୁଧ ଦିଆଯାଉଛି । ଏହାର ସବୁଠାରୁ ବଡ଼ ଖାସ୍ କଥା ହେଉଛି କି, ଆପଣଙ୍କୁ ଏଠାରେ ପ୍ରତିଦିନ ସୁଧ ଦିଆଯାଉଛି । ଯେଉଁଥିପାଇଁ ଆପଣ ଅଧିକ ମାସିକ ରୋଜଗାର କରିବାର ସୁଯୋଗ ପାଇବେ । ଯଦି ଆପଣ ଏହି ଆକାଉଣ୍ଟରେ ୧ ଲକ୍ଷ ଟଙ୍କା ଜମା କରନ୍ତି, ତେବେ ଆପଣଙ୍କୁ ପ୍ରତିଦିନ ପ୍ରାୟ ୩୨ ଟଙ୍କା ସୁଧ ଦିଆଯିବ । ଏହି ଉପାୟରେ ଆପଣ ଏକ ମାସରେ ୧୦୦୦ ଟଙ୍କା ରୋଜଗାର କରିପାରିବେ ।

Leave A Reply

Your email address will not be published.