Swiss Military Brown Retro Classic ବ୍ଲୁଟୁଥ୍ ସ୍ପିକର ହେଉଛି ଏକ ପ୍ରିମିୟମ ପ୍ରଡକ୍ଟ ଯାହା ଏହାର ଷ୍ଟାଇଲିସ୍, ଡିଜାଇନ୍ ଏବଂ ମଜବୁତ କରିବା ପାଇଁ ଜଣାଶୁଣା ହୋଇଥାଏ । ଫିଚର୍ସ କଥା କହିବାକୁ ଗଲେ ଏଥିରେ ଗ୍ରାହକ FM Stereo Sound, AUX, Micro USB, USB A ସପୋର୍ଟ, ୬ ଘଣ୍ଟା ଭଲ ବ୍ୟାଟେରୀ ଲାଇଫ୍, ୧୦ ଓ୍ୱାଟର୍ ଅଡିଓ ଆଉଟପୁଟ୍ ପାଇଥାନ୍ତି । ଏହି ସ୍ପିକରକୁ ଯଦି ଆପଣ ଟ୍ରାଏ କରିବେ, ତେବେ ଆପଣଙ୍କୁ ଏହା ବହୁତ ପସନ୍ଦ ଆସିବ ।
ଡିଜାଇନ୍ ଏବଂ ବିଲ୍ଡ କ୍ୱାଲିଟ୍ :
ଏହାର ରିଟ୍ରୋ କ୍ଲାସିକ୍ ଡିଜାଇନ୍ ଏହାକୁ ଅନ୍ୟ ସ୍ପିକର ଠାରୁ ଭିନ୍ନ କରେ । ବିଲ୍ଡ କ୍ୱାଲିଟ୍ ଏପରି ଭାବେ ଡିଜାଇନ୍ ହୋଇଛି ଯାହା ଆପଣଙ୍କୁ ବହୁତ ପସନ୍ଦ ଆସିବ । କାରଣ ଏହା ମଜବୁତ ମେଟେରିଆଲରେ ପ୍ରସ୍ତୁତ ହୋଇଛି । ଏହି କାରଣରୁ ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିବ ।
ସାଉଣ୍ଡ କ୍ୱାଲିଟ୍ :
ଏହାର ସାଉଣ୍ଡ ଆଉଟପୁଟରେ ବାଲାନ୍ସଡ୍ ବେସ୍ ଏବଂ କ୍ଲିୟର ମିଡ୍-ରେଞ୍ଜ ଅଛି, ଯାହା ଆପଣଙ୍କୁ ଭଲ ଅଡିଓ ଅନୁଭବ ଦେଇପାରିବ ।
ବ୍ଲୁଟୁଥ୍ କନେକ୍ଟିଭିଟି :
ଏଥିରେ ବ୍ଲୁଟୁଥ୍ କନେକ୍ଟିଭିଟି ଫିଚର୍ସ ରହିଛି, ତେଣୁ ଆପଣ ଏହାକୁ ସହଜରେ ନିଜ ସ୍ମାର୍ଟଫୋନ କିମ୍ବା ଅନ୍ୟାନ୍ୟ ଡିଭାଇସ୍ ସହିତ କନେକ୍ଟ କରିପାରିବେ ।
ବ୍ୟାଟେରୀ ଲାଇଫ୍ :
ଏହି ପ୍ରମିୟମ୍ ସ୍ପିକରରେ ଦୀର୍ଘ ବ୍ୟାଟେରୀ ଲାଇଫ୍ ରହିଛି, ଯାହା ଦ୍ବାରା ଆପଣ ୬ ଘଣ୍ଟା ପର୍ଯ୍ୟନ୍ତ ମ୍ୟୁଜିକ ବଜାଇ ପାରିବେ ।
ପୋଟେର୍ବିଲିଟି :
ଏହାର କମ୍ପାକ୍ଟ ଡିଜାଇନ୍ ଏବଂ ଲାଇଟ୍ ୱେଟ୍ ଥିବା ଯୋଗୁ ଏହାକୁ ସହଜରେ ଯେକୌଣସି ସ୍ଥାନକୁ ନେଇ ପାରିବେ । ଏହା ସହିତ ଏହି ସ୍ପିକରର ଡିଜାଇନ୍ ବହୁତ ଷ୍ଟାଇଲିସ୍ ଏବଂ ୟୁନିକ ରହିଛି ।
ଆଡିସ୍ନାଲ୍ ଫିଚର୍ସ :
ଏହି ମଡେଲରେ USB ପୋର୍ଟ, କାର୍ଡ ସ୍ଲଟ୍ସ କିମ୍ବା ଅନ୍ୟାନ୍ୟ ଏକ୍ସଟ୍ରା ଫିଚର୍ସ ଥାଇପାରେ ଯାହା ଆପଣଙ୍କୁ ଅଧିକ ସୁବିଧା ଯୋଗାଇବ । ଏହା ଆପଣଙ୍କର ବଜେଟ୍ ଏବଂ ଆବଶ୍ୟକତା ଉପରେ ନିର୍ଭର କରେ । ଯଦି ଆପଣ ନିଜ ଘର ପାଇଁ ଏକ ଷ୍ଟାଇଲିସ୍, ମଜବୁତ୍ ଏବଂ ଭଲ ସାଉଣ୍ଡ କ୍ୱାଲିଟ୍ ସ୍ପିକର ଖୋଜୁଛନ୍ତି ଏବଂ ଆପଣ ଏକ ପ୍ରିମିୟମ୍ ବ୍ରାଣ୍ଡ ପସନ୍ଦ କରନ୍ତି, ତେବେ Swiss Military Brown Retro Classic ଏକ ଭଲ ଅପ୍ସନ୍ ହୋଇପାରେ । କିନ୍ତୁ ଏହାକୁ କିଣିବା ପୂର୍ବରୁ ଆପଣ ଅନ୍ୟ ଅପ୍ସନଗୁଡିକ ସହିତ ତୁଳନା କରିବା ଜରୁରୀ । ଯଦି ଆପଣ ଏହା ଉପରେ ଟଙ୍କା ଖର୍ଚ୍ଚ କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ ଭଲ ଡିଲ୍ ହୋଇପାରିବ ।
ଉଦଳାରୁ ମାନସ ପାଣିଙ୍କ ରିପୋର୍ଟ କେନ୍ୟୁଜ୍ ଓଡ଼ିଶା ।