ଟେକ୍

କେବଳ ୧୦୭ ଟଙ୍କାର ରିଚାର୍ଜରେ ୮୪ ଦିନ ନୋ ଟେନସନ୍‌, BSNLର ଏହି ପ୍ଲାନ ଆଗରେ ଏୟାରଟେଲ JIO ବି ଫେଲ୍‌

ରିଚାର୍ଜ ପ୍ଲାନ୍ସ ତ ଜିଓ ଠାରୁ ନେଇ ଭିଆଇ ଏବଂ ଏୟାରଟେଲ ଭଳି କମ୍ପାନୀ ମଧ୍ୟ ଅଫର କରୁଛନ୍ତି। କିନ୍ତୁ ଯେତେବେଳେ କଥା ଗ୍ରାହକଙ୍କ ବଜେଟ୍‌ ଉପରେ ଆସେ, ସେତେବେଳେ କିଛି କମ୍ପାନୀ ରହିଛି, ଯାହା ଏହି କ୍ୟାଟେଗରୀରେ ସାମିଲ ଅଛନ୍ତି। ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଲମ୍ବା ବୈଧତା ବିଶିଷ୍ଟ ପ୍ଲାନ୍ସ କେତେକ ଥର ଅଧିକ ଥାଏ। ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ବିଏସଏନଏଲର ଏକ ଏମିତି ଦମଦାର୍‌ ରିଚାର୍ଜ ପ୍ଲାନ୍‌ ନେଇ ଆସିଛୁ, ଯାହା ନା କେବଳ ଶସ୍ତା ବରଂ ଏହାର ଭ୍ୟାଲିଡିଟୀ ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ବିଏସଏନଏଲର ଯେଉଁ ରିଚାର୍ଜ ପ୍ଲାନ୍‌ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ, ତାର ସବୁଠାରୁ ବଡ ଖାସିୟତ୍‌ ଏହା ଯେ ଏଥିରେ ଆପଣଙ୍କୁ ୧ଜିବି ଡାଟା ଦିଆଯାଇଥାଏ। ଯାହା ବଦଳରେ ଆପଣ ନିଜର ଇଣ୍ଟରନେଟ ସମ୍ବନ୍ଧୀୟ ଆବଶ୍ୟକତାକୁ ପୂରଣ କରିପାରିବେ। କେବଳ ଏତିକି ନୁହେଁ ଆପଣଙ୍କୁ ଏହି ପ୍ଲାନରେ ୨୪ ଦିନ ପର୍ଯ୍ୟନ୍ତ ଅନଲିମିଟେଡ ଭଏସ୍‌ କଲିଙ୍ଗ୍‌ ମଧ୍ୟ ଅଫର କରାଯାଇଥାଏ। ଆଉ ଏ ସବୁ କିଛି ଆପଣଙ୍କୁ ମାତ୍ର ୧୦୭ ଟଙ୍କା ଖର୍ଚ୍ଚ କରି ମିଳିଥାଏ।

ଆପଣଙ୍କୁ ଲାଗୁଥାଇପାରେ ଯେ ଏହି ପ୍ଲାନ ଶସ୍ତା ବରଂ ଆପଣଙ୍କ ପାଇଁ ପେଷ୍ଟ ପ୍ଲାନ ମଧ୍ୟ ପ୍ରମାଣିତ ହୋଇପାରେ। ଯଦି ଆପଣଙ୍କୁ ଲାଗୁଛି ଏହି ପ୍ଲାନରେ ଅଫର୍ସ ଏବେ ଶେଷ ହୋଇସାରିଛି, ତାହେଲେ ଏମିତି ନୁହେଁ କାହିଁକିନା ଏହି ପ୍ଲାନରେ ଆଉ କିଛି ଅଫର୍ସ ରହିଛି ଯାହା ବିଷୟରେ ଆମେ ଆପଣଙ୍କୁ ବତାଇବାକୁ ଯାଉଛୁ।

ଏହି ପ୍ଲାନର ସବୁଠାରୁ ବଡ ଖାସିୟତ୍‌ ହେଉଛି ଏଥିରେ ମିଳୁଥିବା ଲମ୍ବା ଭ୍ୟାଲିଡିଟୀ। ଏହି ଭ୍ୟାଲିଡିଟୀ ପୂରା ୮୪ ଦିନ ଅର୍ଥାତ୍‌ ପ୍ରାୟ ୩ ମାସ ପାଇଁ। ଏହି ଭ୍ୟାଲିଡିଟୀର ଫାଇଦା ଉଠାଇ ଆପଣ ସହଜରେ ୩ ମାସ ପର୍ଯ୍ୟନ୍ତ ବିନା ରିଚାର୍ଜରେ ଫୋନକୁ ଆକ୍ଟିଭ ରଖିପାରିବେ। ଏହି ପ୍ଲାନର ଏହିସବୁ ଖାସିୟତ୍‌ କାରଣରୁ ଏହା ସବୁଠାରୁ ଦମଦାର୍‌ ପ୍ଲାନ୍‌।

Pritiparna

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

24 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

43 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

51 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago