ଟେକ୍

ମାତ୍ର ୪୫ ଟଙ୍କାରେ ପାଆନ୍ତୁ ୧୦ଜିବି ଡାଟା, ଅନଲିମିଟେଡ୍ କଲ୍ ସମେତ ବହୁତ୍ କିଛି ସେବା ଫ୍ରୀ

ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ ନିଜର ଗ୍ରାହକଙ୍କୁ ବଜାୟ ରଖିବା ପାଇଁ ନୂଆ ନୂଆ ପ୍ଲାନ୍ ଆଣିଥାଏ । ତେବେ ଏହି କ୍ରମରେ ବିଏସଏନଏଲ୍ ନିଜର ଗ୍ରାହକଙ୍କ ପାଇଁ ନୂଆ ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ଆଣିଛି । କମ୍ପାନୀ ବର୍ତ୍ତମାନ ୪୫ ଟଙ୍କା ରିଚାର୍ଜ ପ୍ଲାନ୍ ଦ୍ୱାରା ଏକ ପ୍ରୋମୋଶନାଲ୍ ସ୍କିମ୍ ଗ୍ରାହଣଙ୍କୁ ଦେଉଛି । ଯାହା ଏକ ଲିମିଟେଡ୍ ପ୍ଲାନ୍ । ତେଣୁ ଏହାର ଲାଭ ଗ୍ରାହକ ମାନେ ଲିମିଟେଡ୍ ପିରିଅଡ୍ ପର୍ଯ୍ୟନ୍ତ ଉଠାଇପାରିବେ । ତେବେ ଚାଲନ୍ତୁ ଜାଣିବା କଣ ଏହି ପ୍ଲାନ୍ ।

ବିଏସଏନଏଲ୍ ର ସବୁଠାରୁ ଶସ୍ତା ୪୫ ଟଙ୍କା ପ୍ଲାନରେ ଗ୍ରାହକଙ୍କୁ ମୋଟ ୧୦ ଜିବି ଡାଟା ଦିଆଯାଉଛି । ଏଥିସହିତ ଅନଲିମିଟେଡ୍ କଲ୍ ମାଗଣାରେ ମିଳୁଛି । ଏହା ବ୍ୟତୀତ ଗ୍ରାହକମାନେ ଏହି ପ୍ଲାନ୍ ରେ ୧୦୦ ଟି ଏସଏମଏସ୍ ମଧ୍ୟ ପାଇବେ । ବିଏସଏନଏଲ୍ ର ଏହି ପ୍ଲାନ୍ ର ବୈଧତା କେବଳ ୧୫ ଦିନ ପର୍ୟ୍ୟନ୍ତ ରହିଛି । ବିଏସଏନଏଲ୍ କମ୍ପାନୀ ୪୫ ଟଙ୍କାର ଏହି ପ୍ଲାନ୍ ସହିତ ଫ୍ରୀ ସିମ୍ କାର୍ଡ ମଧ୍ୟ ଅଫର୍ କରୁଛି । ଏହି ପ୍ଲାନ୍ କୁ ପ୍ରୋମୋଶନାଲ୍ ଅଫର୍ ଭାବେ ଅଣାଯାଇଛି । ଏହି ପ୍ଲାନ୍ ୬ ଅଗଷ୍ଟ ପର୍ଯ୍ୟନ୍ତ ଜାରି ରହିବ ।

KNews Bureau

Recent Posts

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

37 mins ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

41 mins ago

କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିବା ପରେ ଖୁସିରେ ଡିଆଁ ମାରିଲେ ବିରଳ କୃଷ୍ଣସାର ମୃଗ

ଗୋପ (କେନ୍ୟୁଜ): କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିଲେ ବିରଳ ୧୦ କୃଷ୍ଣସାର ମୃଗ । ବନବିଭାଗ ପକ୍ଷରୁ ବିରଳ କୃଷ୍ଣସାର…

58 mins ago

ଆସନ୍ତାକାଲି ପାଇଁ ଓଡିଶାର ସମସ୍ତ ସ୍କୁଲ ସକାଳୁଆ, ୨୨ ତାରିଖରୁ ସ୍ୱାଭାବିକ ହେବ କ୍ଲାସ

କେନ୍ୟୁଜ (ବ୍ୟୁରୋ) : ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ । ଆସନ୍ତାକାଲି ସକାଳ ୬ଟା ୩୦ ରୁ…

1 hour ago

କ୍ରିକେଟ୍‌ ଜଗତରେ ଶୋକର ଛାଇ, ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଡେଭିଡ୍‌ ଜନସନ୍‌ଙ୍କ ଦେହାନ୍ତ

ଭାରତର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ତଥା କର୍ଣ୍ଣାଟକର ଡାହାଣହାତୀ ଦ୍ରୁତ ବୋଲର ଡେଭିଡ୍‌ ଜନସନ୍‌ଙ୍କ ୫୨ ବର୍ଷ ବୟସରେ ଦେହାନ୍ତ…

1 hour ago

ପ୍ରତିଦିନ ଜଣେ ବ୍ୟକ୍ତି କେତେ ପରିମାଣର ଫାଇବର ଖାଇବା ଉଚିତ?

ଶରୀରକୁ ସୁସ୍ଥ ରଖିବା ପାଇଁ କେବଳ ଭିଟାମିନ୍ ଏବଂ ମିନେରାଲ୍ସ ନୁହେଁ ବରଂ ପ୍ରଚୁର ଫାଇବର ମଧ୍ୟ ଆବଶ୍ୟକ ।…

1 hour ago