ନିଜ ପାର୍ଟନରକୁ ଦିଅନ୍ତୁ Movie Date ସରପ୍ରାଇଜ୍‌, ଗୋଟେ ଟିକେଟ ସହ ପାଆନ୍ତୁ ଆଉ ଗୋଟେ ଫ୍ରି

ମହାମାରୀ କାରଣରୁ ଲୋକେ ଘରେ ରହିଲେ ଆଉ ଥିଏଟର ସିନେମା ଦେଖିବା ବହୁତ କମିଗଲା। କିନ୍ତୁ ଏବେ ଯେତେବେଳେ ସିନେମା ହଲ୍‌ ପୂରାପୁରି ଭାବେ ଖୋଲିଗଲାଣି ତେଣୁ ଆମେ ଆଣିଛୁ ଆପଣଙ୍କ ପାଇଁ ଏକ ଆକର୍ଷକ ଅଫର। ଯାହାକୁ ଆପଣ ବିଲକୁଲ ବି ହାତ ଛଡା କରନ୍ତୁନାହିଁ। ଆଜି ଆମେ ଆପଣଙ୍କ ପାଇଁ ଆଣିଛୁ ଗୋଟେ ଟିକେଟ ସହ ଅନ୍ୟ ଟିକେଟ ସମ୍ପୂର୍ଣ୍ଣ ମାଗଣା। ହଁ ଆଜ୍ଞା ଯାହା ଶୁଣୁଛନ୍ତି ପୂରା ସତ।

ସିନେମା ହଲରେ ବର୍ତ୍ତମାନ ବହୁତ ବଢ଼ିଆ ବଢ଼ିଆ ଫିଲ୍ମ ଲାଗିଛି। ଯେଉଁଥିରେ Jayeshbhai Jordaar ଏବଂ Doctor Strange ଭଳି ନାମ ବି ସାମିଲ ଅଛି। ଯଦି ଆପଣ ଫିଲ୍ମ ଦେଖିବା ପାଇଁ ଥିଏଟର ଯାଉଛନ୍ତି ତାହେଲେ ଆମେ ଆପଣଙ୍କୁ ଗୋଟେ ଅଫର ବିଷୟରେ ନିହାତି ଭାବେ କହିବୁ। ଆପଣ ବୁକ୍‌ ମାଇଁ ଶୋରେ ଟିକେଟ ବୁକ୍‌ କରନ୍ତୁ। କାହିଁକିନା ଏହି ପ୍ଲାଟଫର୍ମରେ ଟିକେଟ ବୁକ୍‌ କରିବା ଦ୍ୱାରା ଆପଣଙ୍କୁ ବହୁତ ପ୍ରକାର ଅଫର୍ସ ମିଳିବ।

BookMyShow ରେ ଏକ ବଢ଼ିଆ ଅଫର ଚାଲୁଛି। ଯେଉଁଥିରେ ଆପଣ କୌଣସି ବି ଫିଲ୍ମ ପାଇଁ ଗୋଟେ ଟିକେଟ କିଣିଲେ ଦ୍ୱିତୀୟଟି ଆପଣଙ୍କୁ ବିଲକୁଲ ଫ୍ରିରେ ମିଳିଯିବ। ଏହି ଅଫର ଆପଣ ସେତେବେଳେ ପାଇବେ ଯେତେବେଳେ ଆପଣ ଇଣ୍ଡସିଣ୍ଡ ବ୍ୟାଙ୍କର ଡେବିଟ କାର୍ଡରୁ ପେମେଣ୍ଟ କରି ଟିକେଟ ବୁକିଙ୍ଗ କରିବେ। ଏହି ଅଫର ଖାସ କରି ଏହି ବ୍ୟାଙ୍କର ୟୁଜର୍ସଙ୍କ ପାଇଁ ରହିଛି।

ଯଦି ଆପଣ ଫିଲ୍ମ ଦେଖିବାକୁ ଯାଉଛନ୍ତି ଜାଣିଥିବେ ପପକର୍ନ ଖାଇବା କେତେ ମହଙ୍ଗା ହୋଇଥାଏ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ବୁକ ମାଇଁ ଶୋରେ ଆଉ ଏକ ଆକର୍ଷଣୀୟ ଅଫର ଚାଲୁଛି ଯେଉଁଥିରେ ଆପଣଙ୍କୁ ବହୁତ କମ୍‌ ଦାମରେ ପୂରା ଫୁଡ କମ୍ବୋରେ ମିଳିପାରିବ। ଏହାଛଡା BookMyShow ରେ ଇଣ୍ଡସିଣ୍ଡ ବ୍ୟାଙ୍କର କ୍ରେଡିଟ କାର୍ଡରେ ଟିକେଟ ବୁକ କରିବା ଦ୍ୱାରା ଆପଣଙ୍କୁ ମ୍ୟାକ୍ସିମମ୍‌ ୨୫୦ ଟଙ୍କା ଡିସକାଉଣ୍ଟ ଏବଂ ଫୁଡ୍‌ କମ୍ବୋ ଦିଆଯିବ। ଏହି ଅଫର ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ରହିଛି। ତେଣୁ ଆପଣ ଏହି ଅଫରର ଫାଇଦା ଜଲଦି ଉଠାନ୍ତୁ।

ଯଦି ଆପଣ ଇଣ୍ଡସିଣ୍ଡ ବ୍ୟାଙ୍କର କାର୍ଡସ ବ୍ୟବହାର କରୁନାହାଁନ୍ତି, ଆପଣଙ୍କୁ ତାହେଲେ ବି ଫିଲ୍ମ ଟିକେଟ ଉପରେ ଡିସକାଉଣ୍ଟ ମିଳିପାରିବ। ବୁକ ମାଇଁ ଶୋ ପ୍ଲାଟଫର୍ମରେ ଓ୍ଵିନପିନ ନାମରେ ଡିସକାଉଣ୍ଟ କୋଡର ବ୍ୟବହାର କରି ଆପଣ ଟିକେଟ ଉପରେ ବମ୍ପର ଡିସକାଉଣ୍ଟ ପାଇପାରିବେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କୁପନ ସେହିଲୋକମାନଙ୍କ ପାଇଁ କେବଳ ଯେଉଁମାନେ ବୁକ ମାଇଁ ଶୋରେ ପ୍ରଥମ ଥର ପାଇଁ ଟିକେଟ ବୁକ କରୁଛନ୍ତି।

Leave A Reply

Your email address will not be published.