ଡିସକାଉଣ୍ଟରେ କିଣନ୍ତୁ iPhone 15 Pro Max, ରେ ମିଳୁଛି କମାଲର ଡିଲ୍

ଯଦି ଆପଣ ଆଇଫୋନ୍ କିଣିବାକୁ ପ୍ଲାନ୍ କରୁଛନ୍ତି କିନ୍ତୁ ଟଙ୍କା ପାଇଁ ଆପଣ ଏହି ଫୋନକୁ କିଣି ପାରୁ ନାହାନ୍ତି ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଖୁସି ଖବର । ଆମାଜନରେ ଆରମ୍ଭ ହୋଇଯାଇଛି ଆମାଜନ ପ୍ରାଇମ ଡେ ସେଲ୍ । ଆମାଜନର ଏହି ଖାସ୍ ପ୍ରାଇମ ଡେ ସେଲ୍ ବର୍ଷକୁ ଥରେ ଆସେ । ଗ୍ରାହକମାନେ ଏହି ସେଲ୍ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି । ଆମାଜନର ଏହି ସେଲରେ ସ୍କିନ୍ କେୟାର, ବ୍ୟୁଟି, ଫ୍ୟାଶନ୍ ଏବଂ ଇଲେକ୍ଟ୍ରୋନିକ୍ ପ୍ରଡକ୍ଟ ଉପରେ ବଡ଼ ଡିସକାଉଣ୍ଟ ମିଳେ ।
ଏହି ଆମାଜନ ସେଲ୍ କେବଳ ପ୍ରାଇମ ମେମ୍ବର୍ସମାନଙ୍କ ପାଇଁ ହିଁ ଉପଲବ୍ଧ । ଯଦି ଆପଣ ମଧ୍ୟ ଏହି ସେଲର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ତୁରନ୍ତ ମେମ୍ବରସିପ୍ ନେବାକୁ ପଡିବ । ଆମାଜନ ପ୍ରାଇମ ଡେ ସେଲରେ ଆଇଫୋନରେ ୨୩% ଡିସକାଉଣ୍ଟ ମିଳୁଛି । ଏଥିରେ ଆପଣ ୮୦ % ଡିସକାଉଣ୍ଟରେ ଇଲେକ୍ଟ୍ରୋନିକ୍ ପ୍ରଡକ୍ଟ କିଣିପାରିବେ । ପ୍ରାଇମ ଡେ ସେଲରେ ଏସବିଆଇ ଏବଂ ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ କାର୍ଡରେ ୧୦%ର ଏକ୍ସଟ୍ରା ଡିସକାଉଣ୍ଟ ମିଳୁଛି । ଏହା ବ୍ୟତୀତ ନୋ କଷ୍ଟ EMI ର ଅପ୍ସନ ମଧ୍ୟ ରହିଛି ।
ଆମାଜନ ପ୍ରାଇମ ଡେ ସେଲରେ ୧୦-୨୦ ନୁହେଁ ବରଂ ଇଲେକ୍ଟ୍ରୋନିକ୍ ପ୍ରଡକ୍ଟ ଉପରେ ୮୦ ପ୍ରତିଶତ ରିହାତି ରହିଛି । ଏହା ବ୍ୟତୀତ ଆମାଜନରୁ ସପିଂ ପାଇଁ ଭଲ ଡିସକାଉଣ୍ଟ ଏବଂ କୁପନ୍ ମଧ୍ୟ ମିଳୁଛି । ଏପରି ପରିସ୍ଥିତିରେ ଆପଣ ଆଇଫୋନ୍ 15 ପ୍ରୋ ମ୍ୟାକ୍ସରେ ୫% ଡିସକାଉଣ୍ଟରେ ଏହି ଫୋନର ୨୫୬ GB ଷ୍ଟୋରେଜ୍ ଭାରିଆଣ୍ଟକୁ କିଣି ପାରିବେ ।
ଆଇଫୋନ୍ 15 ପ୍ରୋ ମ୍ୟାକ୍ସର କିଛି ଖାସ୍ ଫିଚର ବିଷୟରେ କହିବାକୁ ଗଲେ ଏହା ବହୁତ ଦମଦାର ଏବଂ ଓଜନରେ ବହୁତ ହାଲୁକା ରହିଛି । ଏହାର କାରଣ ହେଉଛି ଏଥିରେ ଟାଇଟାନିୟମ୍ ବ୍ୟବହାର ହୋଇଛି । ଏହି ଆଇଫୋନ୍ ଓ୍ଵାଟର ଫ୍ରୁଫ୍ । ଆଇଫୋନ୍ 15 ପ୍ରୋ ମ୍ୟାକ୍ସରେ ଏକ ସୁପର ରେଟିନା XDR ଡିସପ୍ଲେ ଅଛି, ଯାହା ୧୨୦Hz ରିଫ୍ରେସ୍ ରେଟକୁ ସପୋର୍ଟ କରେ । ଆଇଫୋନ୍ 15 ପ୍ରୋ ମ୍ୟାକ୍ସରେ ୪୮MPର ମେନ୍ କ୍ୟାମେରା ଅଛି । ଆଇଫୋନ୍ 15 ପ୍ରୋ ମ୍ୟାକ୍ସ ୧,୫୧,୭୦୦ ଟଙ୍କାରେ ଲିଷ୍ଟ ହୋଇଛି । ଆପଣ ପ୍ରତି ମାସରେ ୭,୩୫୫ ଟଙ୍କା ଦେଇ ଆଇଫୋନ୍ 15 ପ୍ରୋ ମ୍ୟାକ୍ସକୁ ମଧ୍ୟ କିଣିପାରିବେ ।