ହ୍ଵାଟ୍ସଆପରେ କିଏ ଆପଣଙ୍କ ଡିପି ଦେଖିଛି ଏପରି କରନ୍ତୁ ପତ୍ତା

ଆଜିର ଡେଟରେ ଅଧିକାଂଶ ଲୋକ ହ୍ଵାଟପଆପ ପ୍ରୋଫାଇଲରେ ନିଜ ଫଟୋ ଲଗାନ୍ତି। ଏହାଦ୍ୱାରା ସହଜରେ ଲୋକଙ୍କୁ ଜାଣିବାରେ ସହଜ ହୋଇଥାଏ। ଆପଣ ବି ଆପଣଙ୍କ ଆକାଉଣ୍ଟରେ ନିଜର ଫଟୋ ଲଗାଇଥିବେ। ତେବେ ଆପଣଙ୍କ ମନରେ ଏହି ପ୍ରଶ୍ନ ରହିଥିବ ଯେ କିଏ ଆପଣଙ୍କ ପ୍ରୋଫାଇଲ ପିକଚର ବା ହ୍ଵାଟସଆପ ଡିପିକୁ କିଏ ଦେଖିଛନ୍ତି। ଯଦି ଆପଣ ଭାବୁଛନ୍ତି କିଏ ଦେଖିଛନ୍ତି ବୋଲି ତାହେଲେ ଆଜି ଆମେ ଆପଣଙ୍କୁ ଏମିତି ଖାସ୍‌ ଟ୍ରିକ୍ସ ଜଣାଇବୁ ଯାହାଦ୍ୱାରା ଆପଣ ସହଜରେ ପତ୍ତା ଲଗାଇ ପାରିବେ ଯେ କିଏ ଆପଣଙ୍କ ଡିପିକୁ ଦେଖିଛନ୍ତି।

କେମିତି ଆଉ କଣ କରିବେ ଜାଣନ୍ତୁ

  • ସର୍ବପ୍ରଥମେ ଗୁଗଲ ପ୍ଲେ-ଷ୍ଟୋରକୁ ଯାଆନ୍ତୁ।
  • ଏଠାରେ ସର୍ଚ୍ଚ ବାରରେ କ୍ଲିକ କରି ଟାଇପ୍‌ କରନ୍ତୁ।
  • ଏବେ ଆପଣଙ୍କୁ ତଳେ ସ୍କ୍ରୋଲ କରିବାକୁ ହେବ। ଏହାପରେ ଆପଣଙ୍କୁ ଏହି ଆପ୍‌ ମିଳିଯିବ।
  • ଆପ୍‌ ପାଇବା ପରେ ତାକୁ ଡାଉନଲୋଡ କରନ୍ତୁ।
  • ଡାଉନଲୋଡ ପ୍ରକ୍ରିୟା ପୂରା କରିବା ପରେ ନିଜ ମୋବାଇଲ ନମ୍ବର ଏବଂ ପାସଓ୍ଵାର୍ଡ ଏଣ୍ଟର କରି ଲଗ-ଇନ୍‌ କରନ୍ତୁ।
  • ଆପଣଙ୍କୁ ଏବେ ଏକ ଲିଷ୍ଟ ଦେଖାଯିବ ଯେଉଁଥିରେ ସେହି ସବୁ କଣ୍ଟାକ୍ଟସ ଦେଖାଯିବ ଯେଉଁମାନେ ଗତ ୨୪ ଘଣ୍ଟାରେ ଆପଣଙ୍କ ପ୍ରୋଫାଇଲ ଫଟୋ ବା ଡିପିକୁ ଦେଖିଛନ୍ତି।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.