Categories: ଟେକ୍

ଇନଷ୍ଟାଗ୍ରାମରେ କସ୍‌ମେଟିକ୍‌ ସର୍ଜରୀ, ଓଜନ ହ୍ରାସର ଟିପ୍ସ ଦେଉଥିବା ପୋଷ୍ଟ ଉପରେ ପ୍ରତିବନ୍ଧକ!

ଫେସବୁକ୍‌ ବ୍ରାଣ୍ଡିଙ୍ଗ୍‌ ଅଧୀନରେ ଆସୁଥିବା ଇନ୍‌ଷ୍ଟାଗ୍ରାମ କିଛି ପୋଷ୍ଟ ଉପରେ ପ୍ରତିବନ୍ଧକ ଲଗାଇବାକୁ ଘୋଷଣା କରିଛି। ୧୮ ବର୍ଷରୁ କମ୍‌ ବୟସର କିଶୋରୀଙ୍କ ପାଇଁ କସ୍‌ମେଟିକ୍‌ ସର୍ଜରୀ ଏବଂ ଓଜନ ହ୍ରାସ ଉତ୍ପାଦକୁ ପ୍ରଶୟ ଦେଉଥିବା ପୋଷ୍ଟ ଏଣିକି ଇନଷ୍ଟାଗ୍ରାମରେ କରିହେବ ନାହିଁ।

ଏହା ଲାଗୁ ହେବା ପରେ ୧୮ ବର୍ଷରୁ କମ୍‌ ବୟସର କିଶୋରୀମାନେ ଏଭଳି ପୋଷ୍ଟ ଆଉ ଦେଖିପାରିବେ ନାହିଁ। ଇନଷ୍ଟାଗ୍ରାମର ପବ୍ଲିକ ପଲିସି ମ୍ୟାନେଜର ଏମ୍ମା କାଲିସ୍‌ କହିଛନ୍ତି, କିଛି ପୋଷ୍ଟକୁ ଏହି ବୟସର କିଶୋରୀମାନଙ୍କୁ ଲୁଚାଯିବ। ଆମେ ପ୍ରତ୍ୟେକ ୟୁଜରଙ୍କ ପାଇଁ ଇନଷ୍ଟାଗ୍ରାମକୁ ଏକ ସକାରାତ୍ମକ ସ୍ଥାନ ବନାଇବାକୁ ଚାହୁଁଛୁ। ଚାପକୁ କମ୍‌ କରିବା ପାଇଁ ଏହି ନୀତି ଆମ କାଯ୍ୟର୍ଧାରାର ଏକ ଅଂଶ ଅଟେ। ଏହାର ପରିଣାମ ଅନେକ ସମୟରେ ସୋସିଆଲ ମିଡିଆ ୟୁଜର ଅନୁଭବ କରିପାରିବେ।

ଏହାସହ ପଢ଼ନ୍ତୁ: ହ୍ଵାଟସ୍‌ଆପରେ ଆସିଲା ନୂଆ ଫିଚର, ଷ୍ଟାଟସ୍‌ ଅପଡେଟ୍‌ କରୁଥିବା ଲୋକଙ୍କ ପାଇଁ ଫାଇଦା

ସୋସିଆଲ୍‌ ମିଡିଆ ୟୁଜର ତଥା ଅଭିନେତ୍ରୀ ଜମିଲା ଜମିଲ୍‌ ଓଜନ ହ୍ରାସ ଉତ୍ପାଦର ପ୍ରମୋଟ କରୁଥିବା କିମ୍‌ ଓ କ୍ଲୋ କାର୍ଦଶିୟନ, କାଇଲି ଜେନରଙ୍କ ଭଳି ବଡ଼ ବଡ଼ ସେଲିବ୍ରିଟିଠାରୁ ପ୍ରଭାବିତ ହୋଇଛନ୍ତି। ସେ ଗତବର୍ଷ ନଭେମ୍ବରରେ ଏକ ଟୁଇଟ୍‌ କରିଥିଲେ, ‘କ’ଣ ବଡ଼ ବଡ଼ ସେଲିବ୍ରିଟି ଏବଂ ପ୍ରଭାବଶାଳୀ ବ୍ୟକ୍ତି ପ୍ରକୃତରେ ଏହି ଡାଇଟ୍‌ ବା ଡିଟକ୍ସ ପ୍ରଡକ୍ଟକୁ ନେଇ ଆମ ସହ ସାଧୁତା ରକ୍ଷା କରୁଛନ୍ତି’?

Roshni

Recent Posts

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

34 seconds ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

26 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

35 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

2 hours ago