ଟେକ୍

ଆଣ୍ଡ୍ରୋଏଡ ଫୋନ୍‌ରେ ଭୁଲରେ ବି କରନ୍ତୁନି ଏହି ସବୁ ଭୁଲ୍‌, ଡିଭାଇସ୍‌ ହୋଇପାରେ ହ୍ୟାକ୍‌; ଏହି ଟିପ୍ସରୁ ରୁହନ୍ତୁ ସୁରକ୍ଷିତ

ଯଦି ଆପଣ ଆଣ୍ଡ୍ରୋଏଡ୍‌ ଫୋନ୍‌ ବ୍ୟବହାର କରୁଛନ୍ତି, ତା’ ହେଲେ ଅନେକ କଥା ଉପରେ ଆପଣଙ୍କୁ ଧ୍ୟାନ ରଖିବାକୁ ହେବ। ଏହା ମଧ୍ୟ ଧ୍ୟାନରେ ରହିବା ଜରୁରୀ କି, ଆପଣ କ’ଣ ଡାଉନଲୋଡ କରୁଛନ୍ତି ଏବଂ କେଉଁ ଆପ୍ ପାଖରେ କେତେ ପରମିଶନ୍ସ ରହିଛି। ଆଣ୍ଡ୍ରୋଏଡ୍‌ ବହୁତ ଲୋକପ୍ରିୟ OS। ଏକ ଲୋକପ୍ରିୟ ଅପରେଟିଙ୍ଗ୍‌ ସିଷ୍ଟମ ହୋଇଥିବାରୁ ଏହା ଉପରେ ସ୍କାମର୍‌, ହ୍ୟାକର ଏବଂ ବିଜ୍ଞାପନଦାତାଙ୍କ ନଜର ରହିଥାଏ। ମାଲେଓ୍ଵର୍‌ ବ୍ୟତୀତ, କିଛି ଆପ୍ ଏମିତି ବି ଅଛି, ଯାହା ଲଗାତାର ଆଡ୍‌ ବା ବିଜ୍ଞାପନ ଦେଖାଇ ଟଙ୍କା ରୋଜଗାର କରି ଚାଲି ଥାଆନ୍ତି। ଏଠାରେ ଆମେ ଏମିତି ହିଁ କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣଙ୍କୁ ନିଜର ଆଣ୍ଡ୍ରୋଏଡ୍‌ ଫୋନ ପାଇଁ ଧ୍ୟାନ ରଖିବାକୁ ପଡ଼ିବ। ଏହାଦ୍ୱାରା ଆପଣଙ୍କ ଡିଭାଇସ୍‌ ସୁରକ୍ଷିତ ରହିବ।

ଫୋନ ସହିତ ଆସୁଥିବା Bloatware ଗୁଡ଼ିକ ଅନେକ ସମୟରେ ସ୍ପେସ୍‌ (ସ୍ଥାନ) ଏବଂ ଷ୍ଟାବିଲିଟି (ସ୍ଥିରତା) ସମସ୍ୟା ସୃଷ୍ଟି କରି ଥାଆନ୍ତି। ଏହି ସ୍ପେସ୍‌ଗୁଡ଼ିକୁ ଯେତେ ସମ୍ଭବ ଅନ୍‌ଇନଷ୍ଟଲ୍‌ କରି ଦିଅନ୍ତୁ। କିଛି ଆପ୍‌ ଅଛି, ଯେଉଁମାନେ ଆପଣଙ୍କ ଡାଟାକୁ ବି ସଂଗ୍ରହ କରି ପାରନ୍ତି ଏବଂ ଆପଣଙ୍କ ଫୋନ୍‌ରେ ଆଡ୍‌ ଦେଖାଇ ପାରନ୍ତି। ଫୋନ୍‌ର ସେଟିଙ୍ଗ୍‌କୁ ଯାଇ ଡାଉନଲୋଡେଡ୍‌ ଆପ୍ସକୁ ଲଗାତାର ଚେକ୍‌ କରି ଚାଲିଥାଆନ୍ତୁ। କିଛି ମାଲେଓ୍ଵର୍‌ ଏବଂ ସ୍ପାଇେଓ୍ଵର୍‌ ବିନା ଆଇକନ୍‌ରେ ଥାଆନ୍ତି। ଏହି ଆପ୍‌ଗୁଡ଼ିକୁ ତୁରନ୍ତ ଡିଲିଟ୍‌ କରି ଦିଅନ୍ତୁ। ଗୁଗଲ୍‌ ଆକାଉଣ୍ଟର ପାସ୍‌ଓ୍ଵାର୍ଡକୁ ଲଗାତାର ଅପଡେଟ୍‌ କରି ଚାଲିଥାଆନ୍ତୁ। ଏହାଦ୍ୱାରା ଗୋପନୀୟତା ନିୟମ ଭଙ୍ଗ ହେବା ପରେ ମଧ୍ୟ ଆପଣଙ୍କ ଆକାଉଣ୍ଟ ସୁରକ୍ଷିତ ରହି ପାରିବ।

ଯଦି ଆପଣ ଅଜଣା ସୋର୍ସରୁ ଆପ ଇନ୍‌ଷ୍ଟଲକୁ ଅନୁମତି ଦେଇ ଦେଇଛନ୍ତି, ତା’ ହେଲେ ଆପଣ ଏହାକୁ ଡିସେବଲ୍‌ କରି ଦିଅନ୍ତୁ। ଏହାଦ୍ୱାରା ଫୋନ୍‌ରେ ଥିବା ଆପ୍‌ ବିନା ଆପଣଙ୍କ ଜାଣତରେ କୌଣସି ବି ଆପ୍‌କୁ ଇନ୍‌ଷ୍ଟଲ କରି ପାରିବ ନାହିଁ। ଆପ୍‌ଗୁଡ଼ିକୁ ସବୁବେଳେ ପ୍ଲେ ଷ୍ଟୋର୍‌ରୁ ହିଁ ଡାଉନଲୋଡ କରନ୍ତୁ। ଯଦି ଆପଣ APK ଫାଇଲରୁ ଆପ୍‌ ଇନ୍‌ଷ୍ଟଲ କରୁଛନ୍ତି, ତା’ ହେଲେ ଆପଣଙ୍କ ଡିଭାଇସ୍‌ ପାଇଁ ଏହା ବିପଦଜ୍ଜନକ ହୋଇପାରେ। ନୂଆ ଫୋନ୍‌ ଆଣିଲେ ଗୁଗଲ ଫାଇଣ୍ଡ ସର୍ଭିସ୍‌କୁ ନିଶ୍ଚିତ ଭାବେ ଅନ୍‌ କରି ଦିଅନ୍ତୁ। ଡିଭାଇସ୍‌ ହଜି ଯାଇଥିବା ସ୍ଥିତିରେ ଏହାର ସହାୟତା ନିଆଯାଇ ପାରିବ।

Roshni

Recent Posts

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

8 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

18 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

21 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

54 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

56 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

2 hours ago