ଫ୍ଲିପକାର୍ଟରେ iPhoneର ସମସ୍ତ ମଡେଲରେ ରହିଛି ଦମଦାର ଅଫର, ଶୀଘ୍ର କିଣନ୍ତୁ

ଫ୍ଲିପକାଟର ନବରାତ୍ରୀ ଅଫର ଆରମ୍ଭ ହୋଇଯାଇଛି। ଗ୍ରାହକଙ୍କ ପସନ୍ଦକୁ ଧ୍ୟାନରେ ରଖି ଏବେ ବେଷ୍ଟ ପ୍ରଡକ୍ଟ ଉପରେ ଦିଆଯାଇଛି ଦମଦାର ଅଫର। ଫୋନ ମାନଙ୍କ ରଜା କୁହାଯାଉଥିବା Apple iPhoneରେ ଏବେ ବଢ଼ିଆ ଅଫର ରଖାଯାଇଛି। ଏହି ଅଫର ଆଇଫୋନର ସମସ୍ତ ମଡେଲ ଉପରେ ରହିଛି।

ତେବେ ଆପଣ ଏବେ Apple iPhone 12 miniକୁ ମାତ୍ର ୪୦,୯୯୯ ଟଙ୍କାରେ ପାଇପାରିବେ । ଏହାର ପ୍ରକୃତ ଦାମ ହେଉଛି ୫ ୨,୯୯୯ ଟଙ୍କା। ଏହାସହ iPhone SE 2020କୁ ଏବେ ଆପଣ ମାତ୍ର ୩୦,୧୯୯ ଟଙ୍କାରେ ପାଇପାରିବେ।

flipkart days
pc: the north eastern chronicle

ଫ୍ଲିପକାର୍ଟ ବିଗ୍‌ ବିଲିୟନ ଡେ’ର ନବରାତ୍ରୀ ଅଫରରେ iPhone SEରେ ୨୪% ଛାଡ଼ ରହିଛି। ଏହାକୁ ଆପଣ ୩୦,୧୯୯ ଟଙ୍କାରେ କିଣି ପାରିବେ। ସେହିପରି Apple iPhone XR ରେ ୫% ଯାଏଁ ଛାଡ଼ ରହିଛି। Apple iPhone 12ରେ ୧୯% ପର୍ଯ୍ୟନ୍ତ ଛାଡ଼ ରହିଛି। Apple iPhone 12 miniରେ ନବରାତ୍ରୀରେ ୩୧% ପର୍ଯ୍ୟନ୍ତ ଛାଡ଼ କରାଯାଇଛି। ଆଇଫୋନ ପ୍ରେମୀଙ୍କ ପାଇଁ ଏହା ହେଉଛି ସୁବର୍ଣ୍ଣ ସୁଯୋଗ। ତେବେ ଆଉ ବେଶି ବିଳମ୍ବ ନକରି ଶୀଘ୍ର ନିଜ ମନ ପସନ୍ଦ ସେଟ୍‌ କିଣିନିଅନ୍ତୁ।

Leave A Reply

Your email address will not be published.