Flipkart ଦେଉଛି ଆଇଫୋନରେ ବମ୍ପର ଡିସକାଉଣ୍ଟ, ଜଲଦି କରନ୍ତୁ ଆଜି ହିଁ କିଣନ୍ତୁ

ପ୍ରତ୍ଯେକ ମୋବାଇଲ ୟୁଜର ଦମଦାର ଡିସକାଉଣ୍ଟ ସହିତ ଆଇଫୋନ କିଣିବାକୁ ଚାହିଁଥାଏ। କିନ୍ତୁ ଅନେକ ଥର ଅନଲାଇନ ସାଇଟରେ ମିଳୁଥିବା ଡିସକାଉଣ୍ଟ ବିଷୟରେ ନ ଜାଣିପାରି ସୁଯୋଗକୁ ହାତଛଡା କରିଦିଅନ୍ତି। ୟୁଜର୍ସଙ୍କୁ ଆକର୍ଷିତ କରିବା ପାଇଁ ଏବେ ଇ-କମର୍ସ ସାଇଟ ଫ୍ଲିପକାର୍ଟ ଆଇଫୋନରେ ଦମଦାର ଡିସକାଉଣ୍ଟ ଦେଉଛି। ତେବେ ଜାଣିନିଅନ୍ତି ଜବରଦସ୍ତ ଡିଲ୍ ବିଷୟରେ..

ଫ୍ଲିପକାର୍ଟରେ ଆଇଫୋନ ୬ରେ ଧମାକେଦାର ଡିସକାଉଣ୍ଟ ମିଳୁଛି। ବ୍ଯାଙ୍କ ଅଫ ବରୋଦା ଏହି ଫୋନ ଉପରେ ୧୦ ପ୍ରତିଶତ ଡିସକାଉଣ୍ଟ ଦେଉଛି। ଏହାଛଡା ମାସକୁ ୮୯୯ ଟଙ୍କାର କିସ୍ତିରେ ଆପଣ ଆଇଫୋନ କିଣିପାରିବେ।

iphone

ଆଇଫୋନ SE ରେ ୭,୯୦୧ ଟଙ୍କାର ସ୍ପେଶାଲ ଡିସକାଉଣ୍ଟ ମିଳୁଛି। ବ୍ଯାଙ୍କ ଅଫ ବରୋଦା କାର୍ଡରେ ୧୦ ପ୍ରତିଶତ ଏକ୍ସଟ୍ରା ଡିସକାଉଣ୍ଟ ମିଳୁଛି। ସେହିଭଳି ଆଇଫୋନ ୧୧ ପ୍ରୋକୁ ଆପଣ ଶାନଦାର ଡିଲରେ କିଣିପାରିବେ। ଫ୍ଲିପକାର୍ଟରେ ଏହି ଫୋନରେ ୨୬ ହଜାର ଟଙ୍କାର ଡିସକାଉଣ୍ଟ ମିଳିବ। ଏହାଛଡା ଏଥିରେ ୧୬,୫୦୦ ଟଙ୍କାର ଏକ୍ସଚେଞ୍ଜ ଅଫର ମଧ୍ୟ ରହିଛି।

ଆଇଫୋନ ୧୨ ମିନି ନେବାକୁ ଚାହୁଁଚନ୍ତି, ତେବେ ମାସକୁ ମାତ୍ର ୧୧,୬୫୦ ଟଙ୍କାର କିସ୍ତି ଦେଇ ଆପଣ କିଣିପାରିବେ। ଏହାଛଡା ଆଇଫୋନ ୧୨ ମିନିରେ ଏଚଡିଏଫସି କାର୍ଡରେ ୬ ହଜାର ଟଙ୍କାର ଇନଷ୍ଟାଣ୍ଟ ଡିସକାଉଣ୍ଟ ମିଳୁଛି। ଆଇଫୋନ ୧୨(୬୪ ଜିବି)ରେ ୧୬,୫୦୦ ଟଙ୍କାର ଡିସକାଉଣ୍ଟ ମିଳୁଛି। ଏଥିରେ ମଧ୍ୟ ଏଚଡିଏଫସି କ୍ରେଡିଟ କାର୍ଡରେ ୬ ହଜାର ଟଙ୍କାର ଇନଷ୍ଟାଣ୍ଟ ଡିସକାଉଣ୍ଟ ମିଳୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.