୨୦୨୫ ରେ ଆରମ୍ଭ ହେବ Republic Day Sale, ୭ ହଜାର ଟଙ୍କାରେ ପାଇବେ ଦମଦାର୍ smart TV

ଇ-କମର୍ସ ସେକ୍ଟରର ବଡ଼ କମ୍ପାନୀ ଫ୍ଳିପକାର୍ଟ ନିଜର ଗ୍ରାହକଙ୍କ ପାଇଁ Republic Day Sale ୨୦୨୫ ରେ ଲଞ୍ଚ କରିବାକୁ ଯାଉଛି । ଫ୍ଲପିକାର୍ଟ ପରି ଏହି ସେଲକୁ Monumental Sale ର ନାମ ଦିଆଯାଇଛି । ଯଦି ଆପଣ ନିଜ ପାଇଁ କିମ୍ବା ଘର ପାଇଁ କିଛି ହୋମ ଆପ୍ଳିଏନ୍ସ ନେବା ପାଇଁ ଚାହାଁନ୍ତି, ତେବେ ଆପଣ ସେଲର ଧମାକେଦାର୍ ଡିସକାଉଣ୍ଟ ଅଫରର ଫାଇଦା ଉଠାଇପାରିବେ । ଫ୍ଲିପକାର୍ଟ ସେଲରେ ଆପଣ smart TV କୁ ବହୁତ୍ କମ୍ ପ୍ରାଇସରେ କିଣିପାରିବେ ।
ଯଦି ଆପଣ ଘରର ପୁରୁଣା ଟିଭିକୁ ଅପଗ୍ରେଡ କରିବା ପାଇଁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଖରେ ଭଲ ସୁଯୋଗ ଅଛି । ଫ୍ଲିପକାର୍ଟ ନିଜର ଗ୍ରାହକଙ୍କୁ Monumental Sale ରେ smart TV ଉପରେ ଡିସକାଉଣ୍ଟ ଅଫର ଦଉଛି । ଏହି ସେଲଷର ଆପଣ smart TV କୁ ମାତ୍ର ୭୦୦୦ ଟଙ୍କାରେ କିଣିପାରିବେ ।
Flipkart Monumental Sale ରେ ଆପଣ ୩୨ ଇଞ୍ଚରୁ ନେଇ ୪୩ ଇଞ୍ଚ ଏବଂ ୫୫ ଇଞ୍ଚ ପର୍ଯ୍ୟନ୍ତ smart TV କୁ ୫୦% ରୁ ଅଧିକ ଡିସକାଉଣ୍ଟ ସହିତ କିଣିପାରିବେ । ଖାସ୍ କଥା ହେଉଛି ଯେ ଆପଣ ଏହି ସେଲରେ Samsung, Xiaomi, Redmi, LG, Sony, Toshiba, OnePlus ଭଳି ବ୍ରାଣ୍ଡର ଆଣ୍ଡ୍ରଏଡ୍ smart TV କୁ ହେବି ଡିସକାଉଣ୍ଟ ସହିତ ଶସ୍ତାରେ କିଣିପାରିବେ ।
ଫ୍ଲିପକାର୍ଟ ସେଲ୍ ଅଫରରେ ଆପଣ ବହୁତ ଶସ୍ତା ଦାମରେ DSLR Camera କୁ ମଧ୍ୟ କିଣିପାରିବେ ଅର୍ଥାତ୍ Camera କୁ ଆପଣ ୨୫,୯୦୦ ଟଙ୍କାରେ ଆଣିପାରିବେ । ଏଥି ସହ ଏହି ସେଲ୍ ଅଫରରେ ଲାପଟପ୍ ଆସେସୋରିଜକୁ ମାତ୍ର ୯୯ ଟଙ୍କାରେ କିଣିପାରିବେ । ଯଦି ଆପଣ ଜଣେ ଗେମର ଏବଂ ଗେମିଙ୍ଗ ଲାପଟପ୍ ଆଣିବା ପାଇଁ ଚାହୁଁଛନ୍ତି ତେବେ ଆପଣ ମାତ୍ର ୪୫,୯୯୦ ଟଙ୍କାରେ କିଣିପାରିବେ । ଏହା ସହ ନର୍ମାଲ୍ ୟୁଜ୍ ପାଇଁ ଆପଣ ୧୦,୯୯୦ ଟଙ୍କାରେ ଲାପଟପ୍ କିଣି ଘରକୁ ଆଣିପାରିବେ ।
Flipkart Monumental Sale ରେ smart TV କିଣୁଥିବା ଗ୍ରାହକମାନେ ମଜା ଉଠାଇବାକୁ ଯାଉଛନ୍ତି । ସେଲ୍ ଅଫରରେ ଆପଣ QLED Tv କୁ କେବଳ ୧୫,୯୯୯ ଟଙ୍କାରେ କିଣିପାରିବେ । ଫ୍ଲିପକାର୍ଟ ସେଲରେ ଗ୍ରାହକଙ୍କୁ କେବଳ ୭୦୦୦ ଟଙ୍କାରେ smart TV କିଣିବାର ଭଲ ସୁଯୋଗ ରହିଛି । ଏହା ବ୍ୟତୀତ ଯଦି ଆପଣ ୱାଟର୍ purifiers ଆଣିବାକୁ ଚାହୁଁଛନ୍ତି ତେବେ ଆପଣ ଏହାକୁ ମାତ୍ର ୬୯୯୯ ଟଙ୍କାରେ କିଣିପାରିବେ ।