ଫ୍ଲିପକାର୍ଟର ମେଗା ସେଲ୍‌ ରେ ଆପଣଙ୍କୁ ୯୯ ଟଙ୍କାରେ ମିଳିପାରିବ Redmi Note 10S, ଏପରି ଉଠାନ୍ତୁ ଫାଇଦା

ଫ୍ଲିପକାର୍ଟରେ କିଛି ସମୟରେ ଏମିତି ଜବରଦସ୍ତ ଅଫର ଆସିଥାଏ ଯାହା ଗ୍ରାହକଙ୍କୁ ପୂରା ଖୁସି କରିଦିଏ। ଶାନଦାର ଅଫର୍ସ ସହ ଡିସକାଉଣ୍ଟରେ ଏହା ନିଜର ବଢ଼ିଆ ପ୍ରଡକ୍ଟ ଆଣିଥାଏ। ଏବେ ମଧ୍ୟ ଫ୍ଲିପକାର୍ଟରେ ବଢ଼ିଆ ଅର୍ଫସ ଚାଲିଛି, ଯେଉଁଥିରେ ଖୁବ କମ ଦାମରେ ସ୍ମାର୍ଟଫୋନକୁ ବିକ୍ରି କରୁଛି। ଆଜି ଆମେ ଆପଣଙ୍କୁ ଏମିତି ଏକ ଜବରଦସ୍ତ ଡିଲ ସମ୍ପର୍କରେ କହିବୁ ଯେଉଁଥିରେ ଆପଣ ରେଡମି ନୋଟ 10S କୁ ୧୨,୯୯୯ ଟଙ୍କା ବଦଳରେ ମାତ୍ର ୯୯ ଟଙ୍କାରେ କିଣିପାରିବେ। ଜାଣନ୍ତୁ କେମିତି ଏହି ସୁଯୋଗର ଫାଇଦା ଉଠାଇବେ..

ବିନା ଖର୍ଚ୍ଚରେ ଯଦି ଆପଣ ଭଲ ବ୍ରାଣ୍ଡର ବଢ଼ିଆ ଫିଚର୍ସ ଥିବା ସ୍ମାର୍ଟଫୋନ ଅର୍ଡର କରିବାକୁ ଚାହୁଁଛନ୍ତି ତେବେ ଏହି ଖବର ଆପଣଙ୍କୁ ଖୁସି କରିଦେବ। ଅନଲାଇନ ସପିଂ ପ୍ଲାଟଫର୍ମ ଫ୍ଲିପକାର୍ଟ ରେ ଅନେକ ଆକର୍ଷକ ଅଫର୍ସ ଆରମ୍ଭ ହୋଇଛି। ଯେଉଥିରେ ଆପଣ ରେଡମି ର ବେଷ୍ଟ ମଡେଲ Redmi Note 10S କୁ ୧୨,୯୯୯ ଟଙ୍କା ବଦଳରେ ମାତ୍ର ୯୯ ଟଙ୍କାରେ କିିଣି ଘରକୁ ଆଣିପାରିବେ।

Redmi Note 10S ର ମାର୍କେଟ ଭାଲ୍ୟୁ ୧୨,୯୯୯ ଟଙ୍କା ରହିଛି। ଏହି ସ୍ମାର୍ଟଫୋନକୁ ଆପଣ ଫ୍ଲିପକାର୍ଟରେ ଶସ୍ତାରେ କିଣିପାରିବେ। ଯଦି ଆପଣ ଏହାକୁ କିଣିବା ପରେ ଆପଣ ଏହାର ପେମେଣ୍ଟ ଫ୍ଲିପକାର୍ଟ ଆକ୍ସିସ ବ୍ୟାଙ୍କର କ୍ରେଡିଟ କାର୍ଡରୁ କରନ୍ତି ତେବେ ଏକ ଖାସ ଅଫର ମିଳିବ। ଏଥିରେ ଆପଣଙ୍କୁ ୫% ମାନେ ୬୫୦ ଟଙ୍କାର କ୍ୟାସବ୍ୟାକ ମିଳିବ। ଯେଉଁଥିରେ ଫୋନର ଦାମ ହୋଇଯିବ ୧୨,୩୪୯ ଟଙ୍କା।

ଯଦି ଆପଣ ସ୍ମାର୍ଟଫୋନକୁ ଆହୁରି କମ ଦାମରେ କିଣିବାକୁ ଚାହୁଁଛନ୍ତି ତେବେ ଆପଣ ନିଜ ପୁରୁଣା ସ୍ମାର୍ଟଫୋନକୁ ବିିକି ପାରିବେ। ଏଥିରେ କମ୍ପାନୀ ଏକ ଏକ୍ସଚେଞ୍ଜ ଅଫର ରଖିଛି। ଯେଉଁଥିରେ ଆପଣ ନିଜ ପୁରୁଣା ଫୋନକୁ ବଦଳାଇପାରିବେ। ଏମିତିରେ ଆପଣଙ୍କୁ ୧୨,୨୫୦ ଟଙ୍କାର ଡିସକାଉଣ୍ଟ ମିଳିବ। ଯଦି ପୁରା ଅଫ ମିଳେ ତେବେ ଆପଣ ଏହି ଫୋନକୁ ମାତ୍ର ୯୯ ଟଙ୍କାରେ କିଣିପାରିବେ।

ରେଡମିର ଏହି ୪ଜି ସ୍ମାର୍ଟଫୋନ mediate Helio G95 ପ୍ରୋସେସରରେ କାମ କରେ। ଏଥିରେ ଆପଣଙ୍କୁ 4GB RAM ସହ 64GB ର ଇଣ୍ଟରନାଲ ଷ୍ଟୋରେଜ ମିଳୁଛି। 6.43 ଇଞ୍ଚର ଏଫଏଚଡି+ସୁପର ଏମୋଲେଡ ଡିସପ୍ଲେ ଥିବା ଏହି ସ୍ମାର୍ଟଫୋନ ରେ କ୍ୱାଡ କ୍ୟାମେରା ସେଟଅପ ମିଳୁଛି । ଯେଉଁଥିରେ ଆପଣଙ୍କୁ 64MP ର ପ୍ରାଇମେରି ସେନ୍ସର, 8MP ର 2-2mp ର ସେନ୍ସର ମିଳୁଛି। ସେଲଫି ଭିଡ଼ିଓ କଲ ପାଇଁ 13MP ର ଫ୍ରଣ୍ଟ କ୍ୟାମେରା ଦିଆଯାଉଛି। ଏହି ସ୍ମାର୍ଟଫୋନରେ 5000mAh ର ବ୍ୟାଟେରୀ ମଧ୍ୟ ଦିଅଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.