ଫ୍ଲିପକାର୍ଟର ବଢ଼ିଆ ଅଫର୍‌ ! ୩୨ହଜାରରେ କିଣନ୍ତୁ ASUSର ଦମଦାର୍‌ ଲାପଟପ୍‌, ତୁରନ୍ତ ଉଠାନ୍ତୁ ଫାଇଦା

ଆସିଗଲା କମ୍‌ ବଜେଟରେ ଭଲ ଫିଚର୍ସ ଥିବା ଦମଦାର୍‌ ଲାପଟପ୍‌ । ASUS ଆଣିଛି ଲୋକମାନଙ୍କ ପାଇଁ ବହୁତ ଖାସ୍‌ ଆଉ ଜବରଦସ୍ତ ଲାପଟପ୍‌ । ୧୫.୬ ଇଞ୍ଚ୍‌ ଫୁଲ୍‌ ଏଚଡି ଡିସପ୍ଲେ ଥିବା ଏହି ଲାପଟପରେ ଆପଣ AMD Ryzen 7 ପ୍ରୋସେସର, ୧୬ଜିବି DDR4 RAM ଏବଂ ୫୧୨ଜିବି SSD । ଏଥିରେ ଓ୍ଵିଣ୍ଡୋଜ୍‌ ୧୧ ପ୍ରିଇନଷ୍ଟଲଡ୍‌ ହୋଇରହିଛି ।

ASUS VivoBook K15 ଲାପଟପକୁ ଆପଣ ସର୍ବୋତ୍ତମ ସ୍ଥାନ ମଧ୍ୟରୁ ଗୋଟିଏ ଭାରତୀୟ ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟରୁ କିଣିପାରିବେ । ଫ୍ଲିପକାର୍ଟ ବହୁତ ଭଲ ମୂଲ୍ୟରେ ASUS ସମେତ ବିଭିନ୍ନ ବ୍ରାଣ୍ଡର ଭିନ୍ନ ଭିନ୍ନ ପ୍ରକାରର ଲାପଟପ୍ ପ୍ରଦାନ କରେ । ଏଠାରେ ଆପଣ ବହୁତ ସହଜରେ ନିଜ ମନପସନ୍ଦର ଏବଂ ବଜେଟକୁ ସୁହାଇଲା ଭଳି ଲାପଟପ୍‌ କିଣିପାରିବେ। ଏହା ଏକ ବହୁତ ଭଲ ପ୍ଲାଟଫର୍ମ, ଯେଉଁଠାରେ ଆପଣ ଭଲ ଲାପଟପକୁ ସହଜ ତରିକାରେ ଖୋଜିପାଇପାରିବେ । ଏହି ପ୍ଲାଟଫର୍ମରେ ଆପଣ କ୍ରେଡିଟ୍ କାର୍ଡ, ଡେବିଟ୍ କାର୍ଡ, ନେଟ୍ ବ୍ୟାଙ୍କିଙ୍ଗ୍ ଏବଂ କ୍ୟାସ ଅନ୍‌ ଡେଲିଭରୀ ଭଳି ଅନେକ ଅପ୍ସନକୁ ବାଛି ଲାପଟପକୁ କିଣିପାରିବେ ।

ଏହା ସହିତ ଫ୍ଲିପକାର୍ଟ ଗ୍ରାହକଙ୍କୁ ଏକ୍ସଚେଞ୍ଜ୍‌ ଅଫର ଏବଂ EMI ସୁବିଧା ମଧ୍ୟ ପ୍ରଦାନ କରୁଛି । ମୋଟ ଉପରେ କହିବାକୁ ଗଲେ ASUS VivoBook K15 ଲାପଟପକୁ କିଣିବା ପାଇଁ ଫ୍ଲିପକାର୍ଟରୁ ଭଲ ଅପ୍ସନ ଆଉ ଆପଣଙ୍କୁ ମିଳିବନି । ଏହାବ୍ୟତୀତ ଅନଲାଇନ୍‌ ସପିଙ୍ଗର ସୁବିଧା ସହିତ ଭଲ ବଜେଟ, ତାସାଙ୍ଗକୁ ହାଇ ପରଫରମାନ୍ସ ଆପଣଙ୍କ ପାଇଁ ବଢ଼ିଆ ଅପ୍ସନ ରହିବ ନିଶ୍ଚିତ ।

ଏହି ଲାପଟପରେ ଥିବା AMD Ryzen 5000-U ସିରିଜ୍ ପ୍ରୋସେସର୍ ଏବଂ 3200 MHz RAM କାମକୁ ଶେଷ କରିବାରେ ବହୁତ ସାହାଯ୍ୟ କରିଥାଏ । ଏହି ଲାପଟପରେ ଥିବା huge NanoEdge display ମଧ୍ୟ ଏକ ପତଳା ଆସ୍ତରଣରେ ରହିଛି, ଯାହା ଏହାକୁ ବହୁତ ଷ୍ଟାଇଲିସ୍‌ ଲୁକ୍‌ ଦେଉଛି । ଲାପଟପର ଓଜନ ରହିଛି ୧.୪ କେଜି । ଆପଣ ଏହାକୁ କେଉଁଠିକୁ ବି ଅତି ସହଜରେ କ୍ୟାରି କରିପାରିବେ ।

ଏହାର ବ୍ରାଇଟ୍‌ କଲର ଲାପଟପର ସୌନ୍ଦର୍ଯ୍ୟକୁ ଆହୁରି ଚାରଚାନ୍ଦ ଲଗାଇଦେଉଛି । ASUS VivoBook K15 OLED Ryzen 7 Octa Core Laptop ର ମୂଲ୍ୟ ଥିଲା 86990 ଟଙ୍କା, କିନ୍ତୁ ବର୍ତ୍ତମାନ ଆପଣ ଏହାକୁ କେବଳ 54990 ଟଙ୍କାରେ ପାଇପାରିବେ । ଏହି ଅଫର ପରେ ଆପଣ ମୋଟ ୩୨,୦୦୦ ଟଙ୍କା ସଞ୍ଚୟ କରିପାରିବେ। ଏଥିସହିତ ବ୍ୟାଙ୍କ ପ୍ରଦାନ କରୁଥିବା ଅଫରର ଫାଇଦା ଉଠାଇ ବି ଆପଣ ଅତିରିକ୍ତ ଡିସକାଉଣ୍ଟ ପାଇପାରିବେ। ଯଦି ଆପଣ ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ କାର୍ଡରେ ପେମେଣ୍ଟ କରନ୍ତି ତାହେଲେ ୧୦% ରିହାତିରେ ଆପଣ ୧୨୫୦ ଟଙ୍କା ଅଫ୍‌ ପାଇପାରିବେ। ତାସହିତ ଅଧିକ ଅର୍ଡର ଉପରେ ଆପଣ ୫୦୦୦ ଟଙ୍କା ଏକ୍ସଟ୍ରା ଡିସକାଉଣ୍ଟ ପାଇପାରିବେ।

Leave A Reply

Your email address will not be published.