ଆଜି ହିଁ ଶେଷ ମଉକା…୧୬ ହଜାର ଟଙ୍କାର ସ୍ମାର୍ଟଫୋନ କିଣନ୍ତୁ ମାତ୍ର ୨ ହଜାର ଟଙ୍କାରେ! ଆମାଜନରୁ ଉଠାନ୍ତୁ ଫାଇଦା

ଅନ୍‌ଲାଇନ ଶପିଂ ପ୍ଲାଟ୍‌ଫର୍ମ ‘ଆମାଜନ’ରେ ମଝିରେ ମଝିରେ ଅନେକ ଆକର୍ଷକ ଅଫର ଗ୍ରାହକ ମାନଙ୍କୁ ମିଳିଥାଏ। ଏଥର ଆମାଜନରେ ଓପୋ ସ୍ମାର୍ଟଫୋନରେ ଏକ ଖାସ୍‌ ସେଲ୍‌ ‘Oppo Fantastic Days’ ଚାଲିଛି। ଆଜି ଆମେ ଆପଣଙ୍କୁ ଏମିତି ଏକ ଅଫର୍‌ ବିଷୟରେ କହିବାକୁ ଯାଉଛୁ, ଯଦ୍ଦ୍ଵାରା ଆପଣ ୧୬ ହଜାର ଟଙ୍କାର ଓପୋ ସ୍ମାର୍ଟଫୋନ ‘Oppo A16’ କୁ ମାତ୍ର ୨ ହଜାର ଟଙ୍କାରେ କିଣି ପାରିବେ। ଆସନ୍ତୁ ଜାଣିବା କେମିତି…

କହି ରଖୁଛୁ କି, ଓପୋ ସ୍ମାର୍ଟଫୋନ ‘Oppo A16’ କୁ ୧୫,୯୯୦ ଟଙ୍କା ଦାମ୍‌ରେ ଲଞ୍ଚ୍‌ କରାଯାଇଥିଲା। ଏହି ସ୍ମାର୍ଟଫୋନକୁ ୧୯ % ଡିସ୍‌କାଉଣ୍ଟ ପରେ ୧୨,୯୯୦ ଟଙ୍କାରେ ବିକ୍ରି କରାଯାଉଛି। ତେବେ ଆପଣ ଏହି ସ୍ମାର୍ଟଫୋନକୁ ୬୧୧ ଟଙ୍କାର ପ୍ରାରମ୍ଭିକ ଇଏମ୍‌ଆଇରେ ମଧ୍ୟ କିଣି ପାରିବେ ଏବଂ ଏଥିରେ ଆପଣଙ୍କୁ ନୋ କଷ୍ଟ୍‍ ଇଏମ୍‌ଆଇର ଅପ୍‌ସନ ମଧ୍ୟ ଦିଆଯାଉଛି।

ଆମାଜନରେ Oppo Fantastic Days ସେଲ୍‌ରେ Oppo A16 କୁ ୧୫,୯୯୦ ଟଙ୍କା ଜାଗାରେ ୧୨,୯୯୦ ଟଙ୍କାରେ ବିକ୍ରି କରାଯାଉଛି। ଏହି ଫୋନକୁ ଆପଣ ପୁରୁଣା ସ୍ମାର୍ଟଫୋନ ବଦଳରେ କିଣି ୧୦,୭୦୦ ଟଙ୍କା ପର୍ଯ୍ୟନ୍ତ ସେଭିଂ କରି ପାରିବେ। ଯଦି ଆପଣଙ୍କୁ ଏହି ଏକ୍ସଚେଞ୍ଜ ଅଫରର ପୂରା ଲାଭ ମିଳି ଯାଉଛି, ତ ଆପଣଙ୍କ ପାଇଁ ଏହି ସ୍ମାର୍ଟଫୋନର ଦାମ୍‌ ୨,୨୯୦ ଟଙ୍କା ହୋଇଯିବ।

Oppo A16ର ଫିଚର୍ସ

4 GB RAM ଏବଂ 64 GB ଇଣ୍ଟରନାଲ୍‌ ଷ୍ଟୋରେଜ୍‌ ବାଲା ଏହି ସ୍ମାର୍ଟଫୋନ ମିଡିଆଟେକ୍‌ ହେଲିଓ G35 ପ୍ରୋସେସର ଉପରେ କାମ କରିଥାଏ। ଏଥିରେ ଆପଣଙ୍କୁ 6.52 ଇଞ୍ଚ୍‌ର ଜବରଦସ୍ତ ଏଚ୍‌ଡି + ଡିସ୍‌ପ୍ଲେ ଦିଆଯାଇଥାଏ। 5,000mAhର ବ୍ୟାଟେରୀ ବାଲା ଓପୋର ଏହି ସ୍ମାର୍ଟଫୋନ 13MP ର ରିୟର କ୍ୟାମେରା ଏବଂ 8MP ର ଫ୍ରଣ୍ଟ୍‌ କ୍ୟାମେରା ସହିତ ଆସୁଛି। ଏଥିରେ ଆପଣଙ୍କୁ ଡୁଆଲ ସିମ୍‌ ଏବଂ 4G ସେବା ମଧ୍ୟ ଦିଆଯାଉଛି। ଆପଣଙ୍କୁ କହି ରଖୁଛୁ ଯେ Oppo A16 ୧ ବର୍ଷର ବ୍ରାଣ୍ଡ ଓ୍ଵାରେଣ୍ଟି ସହିତ ଆସୁଛି। ସୂଚନାଥାଉ କି, Oppo Fantastic Days ମେ’ ୧୨ରେ ଆରମ୍ଭ ହୋଇଥିଲା, ଯାହା କି ଆଜି ଅର୍ଥାତ୍‌ ମେ’ ୧୬ରେ ଶେଷ ହେଉଛି। କହିବାକୁ ଗଲେ, ଆଜି ହିଁ ଆପଣଙ୍କ ପାଖରେ ଶେଷ ମଉକା ରହିଛି। ତେଣୁ ଆଉ ମାତ୍ର କିଛି ଘଣ୍ଟାର ବାକି, ଆପଣ ଡେରି ନ କରି ଫଟାଫଟ୍‌ ଏହି ଅଫରର ଫାଇଦା ଉଠାନ୍ତୁ ଏବଂ ଘରକୁ ନେଇ ଯାଆନ୍ତୁ Oppo A16।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.