ଟେକ୍

ଏହି ୮ଟି ଉପାୟରେ ଆପଣ ନିଜ ସ୍ମାର୍ଟଫୋନର Wi-Fi ସ୍ପିଡ ବଢ଼ାନ୍ତୁ

ଅଧିକାଂଶ ସମୟରେ ଦେଖାଯାଏ, ଆମେ ବ୍ୟବହାର କରୁଥିବା ସ୍ମାର୍ଟଫୋନ ଗୁଡିକରେ ୱାଇ-ଫାଇ ସିଗ୍ନାଲ ଦୁର୍ବଳ ହୋଇଯାଉଛି । ଆଉ ଏଥିପାଇଁ ଆମେ କରୁଥିବା କାମ ବାରମ୍ବାର ବ୍ୟାଘାତ ଘଟୁଛି । ଆଉ ଇଣ୍ଟରନେଟ ପାଇଁ ୱାଇ-ଫାଇ ରାଉଟର ବ୍ୟବହାର କରିବା ବେଳେ ମଧ୍ୟ ହଠାତ ଇଣ୍ଟରନେଟ କନେକ୍ସନ କଟିଯାଉଛି । ଆଉ ଯଦି ଏମିତି ସ୍ଥିତିରେ ଆପଣଙ୍କ Wi-fi କନେକ୍ସନରେ ବାରମ୍ବାର ବ୍ୟାଘାତ ସୃଷ୍ଟି ହେଉଛି ତେବେ ୧୦ ଟି ଟିପ୍ସ ଉପରେ ଧ୍ୟାନ ଦିଅନ୍ତୁ ।

୧. ଆପଣ ନିଜ ସ୍ମାର୍ଟଫୋନକୁ ରି-ଷ୍ଟାର୍ଟ କରନ୍ତୁ । ଏହା ସହ ରାତିରେ ଶୋଇବା ସମୟରେ ନିଜ ସ୍ମାର୍ଟଫୋନକୁ ସ୍ବିଚ ଅଫ କରି ଦିଅନ୍ତୁ ଆଉ ପର ଦିନ ସକାଳ ସମୟରେ ସ୍ବିଚ ଅନ କରି ଦିଅନ୍ତୁ । ଏହି ଉପାୟରେ ଆପଣ ନିଜ Wi-fi ସ୍ପୀଡ ବଢ଼ାଇପାରନ୍ତି ।

୨. Wi-Fi ରାଉଟର ସ୍ଵିଚ ଅଫ କରି ଦିଅନ୍ତୁ । ଏବେ ବୋର୍ଡରୁ ପ୍ଲଗ ବାହାର କରିଦିଅନ୍ତୁ । ମାତ୍ର ୧୦ ରୁ ୧୫ ମିନିଟ ପାଇଁ । ଆପଣ ଏହାକୁ ଅଳ୍ପ କିଛି ଘଣ୍ଟା ପାଇଁ ବନ୍ଦ କରିପାରିବେ । ଏହା ପରେ ରି-ଷ୍ଟାର୍ଟ କରିଦିଅନ୍ତୁ । ଏହା ପରେ ସ୍ମାର୍ଟଫୋନ ଆଉ ରାଉଟରକୁ ଆଉ ଥରେ ଚାଲୁ କରିଦିଅନ୍ତୁ ।

୩. ଯଦିବା ଆପଣ ନିଜ କାନ୍ଥକୁ ସିନା କେଉଁଠିକି ଘୁଞ୍ଚାଇ ପାରିବେ ନାହିଁ । କିନ୍ତୁ କିଛି ଫର୍ନିଚର ଘୁଞ୍ଚାଇ ସ୍ମାର୍ଟଫୋନ ଓ ସିଗ୍ନାଲ ବ୍ଳକେଜକୁ ହଟାଇ ପାରିବେ । ନଚେତ ଆପଣ ନିଜ ରାଉଟରକୁ ଘୁଞ୍ଚାଇ ସ୍ମାର୍ଟଫୋନର ଆଖପାଖ ସ୍ଥାନକୁ ଆଣିପାରିବେ । ନଚେତ ଚାହିଁଲେ ଆପଣ ନିଜ ରାଉଟରକୁ କିଛିଟା ଉପରେ ଅଧିକ ସ୍ଟ୍ରେନ୍ଥ ପାଇଁ ଲଗାଇ ପାରିବେ ।

image credit: Wifi speed network

୪.ନଚେତ Wi-Fi ନେଟୱାର୍କକୁ ବାହାର କରି ପୁଣି ଥରେ ଲଗାଇ ପାରିବେ । ବାରମ୍ବାର ଏମିତି କରିବା ଦ୍ୱାରା Wi-Fi ସିଗ୍ନାଲ ବୃଦ୍ଧି ହୋଇଥାଏ ।

୫. ଅତ୍ୟନ୍ତ ମୋଟା ପ୍ରଟେକ୍ଟିଭ କଭର ବି Wi-Fi ସିଗନାଲକୁ ଦୁର୍ବଳ କରିଦେଇଥାଏ । ତେଣୁ ସବୁ ସମୟରେ ଫୋନକୁ କଭର ଭିତରେ ନରଖି ମଝିରେ ମଝିରେ ବାହାର କରିଦିଅନ୍ତୁ । ଏହା ବଦଳରେ ଆପଣ ନିଜ ଘରର ସୁରକ୍ଷା ବଢ଼ାଇ ଦିଅନ୍ତୁ । ଯାହା ଦ୍ୱାରା କ୍ଷୟକ୍ଷତିର ପରିମାଣ କମିଯାଇପାରିବ । ଯାହା ଫଳରେ ଆପଣ ଗୋଟିଏ ତୀରରେ ଦୁଇ ଦୁଇଟି ଶିକାର କରିପାରିବେ । ନିଜ ଫୋନକୁ ବାହ୍ୟ କ୍ଷୟକ୍ଷତିରୁ ରକ୍ଷା କରିବା ସହିତ Wi-Fi କନେକ୍ସନକୁ ବଢ଼ାଇ ପାରିବେ ।

୬. ଏହା ସହ ଆପଣ ନିଜ Wi-Fi ନେଟୱାର୍କ, ବ୍ଲୁ ଟୁଥ ଡିଭାଇସ, ହୋମ ସ୍କ୍ରିନ ଲେ-ଆଉଟ ଆଦିକୁ ଅଧିକ ଦୃଢ କରିପାରିବେ ।

୭ . ଯଦି କିଛି ବି କାମ ନକରେ ତେବେ ଆପଣ କିଛି ଅଧିକ ବ୍ୟୟ କରିପାରିବେ | Wi-Fi ରାଉଟର ପାଇଁ ଯାଆନ୍ତୁ । ଯାହା ଆପଣଙ୍କୁ ଅଧିକ ରେଞ୍ଜ ଦେବା ସହ ଫ୍ରେସ ମଡେଲ ଅନୁଯାୟୀ ବି କାମ କରିବ ।

KNews Bureau

Recent Posts

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

2 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

18 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

51 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

53 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

60 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

1 hour ago