୨୦୦ ଆପ୍ସକୁ ପ୍ଳେ ଷ୍ଟୋରରୁ ହଟାଇଲା ଗୁଗୁଲ

ଗୁଗୁଲ ପୁଣି ଥରେ ନିଜର ପ୍ଳେ ଷ୍ଟୋରରୁ ବହୁତ ସାରା ଏଣ୍ଡ୍ରୋୟଡ୍ ଆପ୍ କୁ ହଟାଇ ଦେଇଛି । ଗୁଗୁଲ ପାଖାପାଖି ୨୦୦ ଆପ୍ କୁ ସୁରକ୍ଷା କାରଣରୁ ପ୍ଳେ ଷ୍ଟୋରରୁ ଡିଲିଟ୍ କରିଦେଇଥିବା ଜଣାପଡିଛି । ଏହି ଆପ୍ କୁ ନେଇ ୟୁଜର୍ସଙ୍କ ସିକ୍ୟୁରିଟି ସମ୍ବନ୍ଧୀୟ ବିପଦ ରହିଥିବା ସହିତ ସିକ୍ୟୁରିଟି ଏଜେନ୍ସି ଚେକ୍ ପଏଣ୍ଟ ଏହି ଆପ୍ କୁ ବିପଦପୂର୍ଣ୍ଣ ବୋଲି କହିଥିଲେ । ଖାସ୍ କଥା ଏହା କି ଏହି ଆପ୍ ଗୁଡିକୁ ଲକ୍ଷେ ଥରେ ଡାଉନଲୋଡ୍ କରାଯାଇସାରିଛି । ଯଦି ଆପଣଙ୍କ ଫୋନରେ ମଧ୍ୟ ଏହି ଆପ୍ ଅଛି ତେବେ ଆପଣ ଯଲଦି ଏହି ଆପ୍ ଗୁଡିକୁ ନିଜ ଫୋନରୁ ଡିଲିଟ୍ କରିଦିଅନ୍ତୁ । ଏହି ଆପ୍ ମାନଙ୍କ ମଧ୍ୟରେ ବିଶେଷ ଭାବେ ଗେମ୍ ଆପ୍ ରହିଛି ।
ତେବେ ଆସନ୍ତୁ ଜାଣିବା ଏହି ଆପ୍ ମାନଙ୍କ ମଧ୍ଯରେ କେଉଁ ଆପ୍ ରହିଛି :
Snow Heavy Excavator Simulator
Real Tractor Farming Simulator
Ambulance Rescue Drivin
Heavy Mountain Bus Simulator 2018
Fire Truck Emergency Driver
Farming Tractor Real Harvest Simulator
Car Parking Challenge
Speed Boat Jet Ski Racing
ଏହାସହ ପଢନ୍ତୁ :ନିଜ ଭାଷାରେ ଏପରି କରନ୍ତୁ ହ୍ବାଟ୍ସଆପରେ ଚାଟ୍, ଏହି ଷ୍ଟେପ କରନ୍ତୁ ଫଲୋ
Water Surfing Car Stunt
Offroad Wood Transport Truck Driver 2018
Volumen booster & Equalizer
Prado Parking Adventure
Oil Tanker Transport Truck Driver
Monster Truck Demolition
Hummer taxi limo simulator
Excavator Wrecking Ball Demolition Simulator
Offroad Gold Transport Truck Driver 2018
Sea Animals Truck Transport Simulator
Water Surfing Motorbike Stunt
Police Chase
Police Plane Transporter
Ambulance Driver Extreme Rescue
Hovercraft Racer
Heavy Excavator – Stone Cutter Simulator
ଏହି ଲିଷ୍ଟରେ ଆହୁରି ୨୦୦ଟି ଆପ୍ ସାମିଲ୍ ରହିଛି ।