ଆରମ୍ଭ ହେବ Amazon Great Indian Festival Sale, ଯେଉଁଠି ଦାମୀ ଜିିନିଷ ମିଳିବ ସବୁଠୁ ଶସ୍ତାରେ

ଆମାଜନ ଭାରତରେ ପ୍ରତିବର୍ଷ ଷେଷ୍ଟିଭ ସିିଜିନକୁ ଖାସ କରିବା ପାଇଁ ଆରମ୍ଭ କରିଥାଏ ବଢ଼ିଆ ସେଲ। ଏବେ ପୁଣି ଥରେ ଏହି ସେଲକୁ ଆରମ୍ଭ କରାଯାଇଛି। ଯେଉଁଥିରେ ଆପଣଙ୍କୁ ସବୁ ଜିନିଷ ଉପରେ ଭାରି ଡିସକାଉଣ୍ଟ ମିଳିବ। ଏବେ ପୁଣିଥରେ ଭାରତରେ ଆରମ୍ଭ ହେବ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ। ଫେଷ୍ଟିଭ ସିଜିନରେ ଲୋକମାନେ ବେଶି କିଣାବିକା କରିବାକୁ ପସନ୍ଦ କରିଥାନ୍ତି। ଏହାକୁ ଅଧିକ ଖାସ କରିବା ପାଇଁ ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ ଆରମ୍ଭ କରିଛି।

ଏହାର ଶୁଭାରମ୍ଭ ଭାରତରେ ଖୁବ ଶୀଘ୍ର ହୋଇଯିବ। ଏହି ସେଲରେ ଗ୍ରାହକଙ୍କୁ ଜବରଦସ୍ତ ଡିସକାଉଣ୍ଟ ମିଳିବ। ଏହାସହ କ୍ୟାସବ୍ୟାକ ମଧ୍ୟ ମିଳିବ। ଆଜି ଆମେ ଆପଣଙ୍କୁ କହିବୁ ଏହି ସେଲରେ ମିଳିବାକୁ ଥିବା ଡିସକାଉଣ୍ଟ କ୍ୟାସବ୍ୟାକ ଅଫର, ଏକ୍ସଚେଞ୍ଜ ଅଫର, ଲୋ କାଷ୍ଟ ଇଏମଆଇ ଅଫର ସମ୍ପର୍କରେ..

ଆମାଜନ ଫେଷ୍ଟିଭାଲ ସେଲରେ କମ୍ପାନୀ ଲାପଟପ ଠୁ ଆରମ୍ଭ କରି ସ୍ମାର୍ଟଓ୍ଵାଚ, ସ୍ମାର୍ଟଫୋନ ସହ ଅନ୍ୟାନ୍ୟ ଆପ୍ଲାଏନ୍ସସେସ୍‌ ପରେ ଧାମାକାଦାର ଡିସକାଉଣ୍ଟ ମିିଳିବ। ସେଲ ଅନ୍ତର୍ଗତ ସ୍ମାର୍ଟ ଗ୍ୟାଜେଟରେ ଖାସ ଅଫର ଦିଆଯିବ। ଯାହା ୟ ୁଜର୍ସଙ୍କୁ ଧ୍ୟାନରେ ରଖି କରାଯାଉଛି। ସେଲରେ Galaxy Z Fold 4, Galaxy Z Flip 4 , Redmi 11 Prime 5G ସ୍ମାର୍ଟଫୋନ ସମେତ ଅନେକ ପ୍ରଡକ୍ଟ ଉପରେ ଖାସ ଅଫର ରହିବ।

ଆମଜନ ଏସବିଆଇ ସହ ମିଶି ଏହି ସେଲରେ ଗ୍ରାହକଙ୍କୁ ଆକୃଷ୍ଟ କରିବେ। ଏସବିଆଇ କାର୍ଡ ହୋଲଡର ଏଥିରେ କିଣିବା ପରେ ୧୦% ଇନଷ୍ଟାଣ୍ଟ ଡିସକାଉଣ୍ଟ ମିଳିବ। ଏହି କାର୍ଡ ୟୁଜ କରୁଥିଲେ ଗ୍ରାହକଙ୍କୁ ଖାସ ଅଫର ମଧ୍ୟ ଦିଆଯିବ। ଏମିତିରେ ପ୍ରଥମ ଥରରେ ୧୦% କ୍ୟାସବ୍ୟାକ ମିଳିବ। ଯେଉଁମାନଙ୍କ ପାଖରେ ପ୍ରାଇମ ମେମ୍ବରସିପ୍‌ ଥିବା ସେମାନଙ୍କୁ ବହୁତ ବଢ଼ିଆ ଡିସକାଉଣ୍ଟ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.