ଟେକ୍

ମ୍ୟାନିକ୍ୟୋର ଚାର୍ଜର, କେବେ ଶୁଣିଛନ୍ତି କି ଏମିତି ନାଁ

ବର୍ଷ ୨୦୨୧ରେ ପାଦ ଥାପିଲେଣି ଆମେ । ଦୁନିଆ ଯେତେ ପାଦ ଆଗୋଉଛି ଟେକ୍ନୋଲୋଜି ମଧ୍ୟ ସେତେ ଆଗକୁ ବଢି ବଢି ଚାଲିଛି । ବୈଷୟିକ ଉଦ୍ଭାବନରେ ଅଗ୍ରଗତି ସହ ଅନେକ ଆବିଷ୍କାର ଆମ ଜୀବନକୁ ସହଜ କରିଦେଇଛି । ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ସ୍ମାର୍ଟଫୋନ । ଯାହାଦ୍ୱାରା ଅତି ସହଜରେ ଘରେ ରହି ସବୁଖିଛି ଜାଣିପାରିବା ସହ ଆମ ଲାଇଫଷ୍ଟାଇଲରେ ପରିବର୍ତ୍ତନ ଆସିପାରୁଛି । ଏଥିରୁ ଦେଶ ବିଦେଶର ଅନେକ କଥା ଜାଣିବାକୁ ମିଳୁଛି । ଅନେକ ଖବର ହାତ ପାହାନ୍ତାରେ ମିଳିପାରୁଛି । ସେଥିପାଇଁ ତ ଏବେ ସମସ୍ତଙ୍କର ପ୍ରଥମ ପସନ୍ଦ ସ୍ମାର୍ଟଫୋନ ପାଲଟିଛି ।

ବର୍ତ୍ତମାନ ସମୟ ହେଉଛି ନୂଆଁ ପିଢୀଙ୍କର । ଆଉ ଏବେର ଜେନେରେସନଙ୍କୁ ନିଦ ଭାଙ୍ଗିଲେ ହାତ ପାହାନ୍ତାରେ ଦରକାର ସ୍ମାର୍ଟଫୋନ । ତାହା ଯେମିତି ଶରରୀର ଏକ ଅବିଛେଦ୍ୟ ଅଙ୍ଗ । ପାଖରେ ସ୍ମାର୍ଟଫୋନ ନଥିଲେ ସବୁ ଅନ୍ଧାର । ଆଉ ପାଖରେ ଥାଇ ବି ଯଦି ଚାର୍ଜ କମ୍‌ ଥାଏ ତେବେ ଟେନସନ ଅଧିକ । କିନ୍ତୁ ଚିନ୍ତା କରନ୍ତୁତ, ଏହାର ସଲ୍ୟୁସନ ଯଦି କିଛି ଏମିତି ହବ ଆଉ ମାତ୍ର କିଛି ସେକେଣ୍ଡରେ ଆପଣଙ୍କ ସ୍ମାର୍ଟଫୋନ ଫୁଲ ଚାର୍ଜ ହେଇଯିବ, ତେବେ ତ ତାହା ଆପଣଙ୍କ ପାଇଁ ୱାଓ ଫ୍ୟାକ୍ଟର ହବ ନିଶ୍ଚୟ । ତେଣୁ ଆମେ ଆଜି ଆପଣଙ୍କୁ କିଛି ଏମିତି କିଛି ଚିତ୍ର ଦେଖେଇବୁ ଯାହାକୁ ଦେଖିଲେ ଆପଣଙ୍କୁ ଖାସ ଲାଗିବ ନିଶ୍ଚୟ ।

ତେବେ ଅସଲ କଥା ହେଉଛି ଯେ ଏବେ ମ୍ୟାନିକ୍ୟୋର କରିବ ଆପଣଙ୍କ ସ୍ମାର୍ଟଫୋନ ଚାରଜିଙ୍ଗ, ଆଉ ତାହା ପୁଣି ମାତ୍ର କିଛି ସେକଣ୍ଡରେ । ଆଜ୍ଞା ହଁ ଆପଣ ଠିକ ଶୁଣୁଛନ୍ତି । ଜଣେ ଇନଷ୍ଟାଗ୍ରାମ ବ୍ୟବହାରକାରୀ ଇଲିସିମ ନେଲ୍ସ ଆଇଫୋନ ଚାର୍ଜର ଟିପ ସହିତ ମାନିକ୍ୟୋର ଡିଜାଇନ କରି ଭବିଷ୍ୟତ ପାଇଁ ଏକ ନୂଆ ଉଦ୍ଭାବନର ରାସ୍ତା ଦେଖାଇଛନ୍ତି ଯାହା ଦ୍ୱାରା କି ଆପଣଙ୍କ ଫୋନ ଚାର୍ଜ ହେଇପାରିବ, ଆଉ ମାତ୍ର କିଛି ସେକେଣ୍ଡରେ । କିନ୍ତୁ ଟିକେ ରହିଯାନ୍ତୁ । ଆପଣ ଖୁସି ହେବା ପୂର୍ବରୁ ଆମେ ଏଠି କହିରଖୁଛୁ ଯେ ଏହା କେବଳ ଏକ ମ୍ୟାନିକ୍ୟୋର । ଫୋନ ଚାର୍ଜ କରେ ନାହିଁ । ଏହାଦ୍ୱାରା ବାସ ଇଲିସିମ ଚାରଜିଙ୍ଗର ଏକ ନୂଆ ମଡେଲ ପ୍ରସ୍ତୁତ କରିବାକୁ ଚଷ୍ଟା କରିଛନ୍ତି

ହେଲେ ମନେରଖନ୍ତୁ ଏହା କେବଳ ଫନ ପାଇଁ । ଏହାକୁ ଘରେ ଟ୍ରାୟ କରନ୍ତୁ ନାହିଁ । ଜଣେ ବ୍ୟକ୍ତଙ୍କ ନିଜ ନଖରେ ଆଇଫୋନ ଚାର୍ଜର ସେଟ କରିବା ଓ ଅତିରିକ୍ତ ତାର କାଟିବା ସହ ଭିଡ଼ିଓଟି ଆରମ୍ଭ ହୁଏ । ନେଲ ପେଣ୍ଟ ଲଗାଇବା ପରେ ସମ୍ପୃକ୍ତ ବ୍ୟକ୍ତି ନଖ ପୃଷ୍ଟକୁ ଯତ୍ନର ସହ ମସୃଣ କରନ୍ତି ଆଉ ତା ପରେ ଯାହା ଘଟେ ଅତି ରୋମାଞ୍ଚକର ଅଟେ ।

ଅଗଷ୍ଟ ୧୩ରେ ସେୟାର ହୋଇଥିବା ଏହି କ୍ଲିପ ୧ଲକ୍ଷରୁ ଅଧିକ ଲାଇକ ଓ କମେଣ୍ଟ ପାଇଛି । ଏ ମ୍ୟାନିକ୍ୟୋର ବେଶ ଇଷ୍ଟ୍ରେଷ୍ଠିଙ୍ଗ ହୋଇଥିବା ବେଳେ କେତେକ କହିଛନ୍ତି ଏ ନେଲ ଚାର୍ଜର ବହୁତ ବଢିଆ । କେତେକ ଏହା ମଧ୍ୟ କହିଛନ୍ତି ସେମାନେ ଏହାକୁ ପରୀକ୍ଷା କରିବାକୁ ଚାହୁଁଛନ୍ତି । ଜଣେ ବ୍ୟକ୍ତି ନିଜ କମେଣ୍ଟରେ କହିଛନ୍ତି ଯେ ଝିଅମାନେ ଭବିଷ୍ୟତରେ ବଂଚୁଛନ୍ତି ଅର୍ଥାତ ସେମାନଙ୍କର ଫ୍ୟୁଚର ଆଉଟଲୁକ ଖୁବ ଭଲ । ଆଉ ଜଣେ ୟୁଜର ଲେଖନ୍ତି ଏହା ଅତ୍ୟନ୍ତ ଚମତ୍କାର ଅଟେ । ଅନ୍ୟ ଜଣେ ୟୁଜର ଲେଖିଛନ୍ତି ୱାଓ, ଏହା କେତେ କ୍ରିଏଟିଭ ଅର୍ଥାତ ସୃଜନଶୀଲତା ଏଥିରୁ ବାରି ହେଇ ପଡୁଛି ।

Pritiparna

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago