Youtubeର ଆନଡ଼୍ରୋଏଡ଼୍ ଆପରେ ଏପରି ରଖନ୍ତୁ ନିଜ ସର୍ଚ୍ଚକୁ ସୁରକ୍ଷା

ନୂଆଦିଲ୍ଲୀ : ଭିଡ଼ିଓ ଷ୍ଟ୍ରିମିଂ ଆପ ମଧ୍ୟରେ Youtube ସବୁଠାରୁ ଲୋକପ୍ରିୟ ଆପ। କିଛି ନୂଆ ଗୀତ ହେଖିବା ହେଉବା ପିଲ୍ମର ଟ୍ରେଲର ପ୍ରଥମେ ଆମେ Youtubeକୁ ଯାଇଥାଉ। ଏପରିକି ଆପଣଙ୍କ ସର୍ଚ୍ଚ ରେଜଲ୍ଟ ହିସାବରେ ସେ ଆପଣଙ୍କୁ ଭିଡ଼ିଓର ଅପସନ ମଧ୍ୟ ଦେଖାଇଥାଏ। ଏହା ଅର୍ଥ Youtube ଆପଣଙ୍କ ସର୍ଚ୍ଚ ହିଷ୍ଟ୍ରିର ହିସାବ ରଖିଥାଏ। ଯଦି ଆପଣ ନିଜର ସମସ୍ତ ସର୍ଚ୍ଚକୁ ସୁରକ୍ଷିତ ରଖିବା ପାଇଁ ଚାହୁଁଛନ୍ତି ଏବଂ ତେବେ ତାହାକୁ ସୁରକ୍ଷିତ ରଖିବେ ଆଜି ଅମେ ବତାଇବାକୁ ଯାଉଛୁ। ତେବେ ଚିନ୍ତା ନାହିଁ ଏହି ସମସ୍ଯାର ସମାଧାନ ଆପଣଙ୍କ ଆପରେ ହିଁ ରହିଛି।
Youtube ଆପରେ incognito ମୋଡ଼ର ଏକ ଫିଚର ରହିଛି। ତେବେ ଏହି ଫିଚରଟି ଏପର୍ଯ୍ଯନ୍ତ କେବଳ youtubeର ଏନଡ଼୍ରୋଏଡ଼୍ ଆପରେ ଉପଲବ୍ଧ ରହିଛି। ଏହି ଫିଚରଟିକୁ ଆଇଏସଓ ପାଇଁ କେବେ ଲଞ୍ଚ କରାଯିବ ସେନେଇ କୌଣସି ଘୋଷଣା କରାଯାଇ ନାହିଁ।
incognito ମୋଡ଼କୁ ବ୍ଯବହାର କାରିବା ପାଇଁ ସବୁଠାରୁ ପ୍ରଥମେ youtubeକୁ ଅପଡ଼େଟ କରନ୍ତୁ। ପରେ ଆପକୁ ଖୋଲି ସର୍ଚ୍ଚ ବାରର ଡ଼ାହାଣରେ ଥିବା ଆଇକନକୁ କ୍ଲିକ୍ କରନ୍ତୁ। ଯଦି ଆପଣ ଲଗଇନ୍ କରିନାହାନ୍ତି, ତେବେ ପ୍ରଥମେ ନିଜ ଇମେଲ ଆଇଡ଼ି ଦ୍ବାରା ଲଗ୍ ଇନ୍ କରନ୍ତୁ। ଏଠାରେ ଦେଖାଯାଇଥିବା ଆଇକନକୁ turn on incognitoର ଅପସନ ରହିଥିବ। ଏହାପରେ ସର୍ଚ୍ଚବାରର ବାମ ପଟେ ଆପଣଙ୍କୁ igcognitoର ଚିହ୍ନ ଦେଖାଯିବ। ଏହା ପରେ ବିନା କୌଣସି ଚିନ୍ତାରେ ଆପଣ କିଛି ମଧ୍ୟ ସର୍ଚ୍ଚ କରି ଦେଖିପାରିବେ। youtube ଆପଣଙ୍କ ହିଷ୍ଟ୍ରିକୁ ସୁରକ୍ଷିତ ରଖିପାରିବେ।