ଟେକ୍

ଯଦି ଆପଣ ବି ପଠାଇବା ଜାଣି ନାହାନ୍ତି WhatsAppରେ Location, ତ ଏଠାରେ ଜାଣନ୍ତୁ ସହଜ ତରିକା

ନିଜର ନୂଆ ପ୍ରାଇଭେସି ପଲିସିକୁ ନେଇ ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ‘WhatsApp’ ପୁଣିଥରେ ଚର୍ଚ୍ଚାକୁ ଆସିଛି। ଆପ୍‌ରେ ୟୁଜରମାନଙ୍କ ସୁବିଧା ପାଇଁ ଅନେକ ଫିଚର୍ସ ମଝିରେ ମଝିରେ ଆସିବାରେ ଲାଗିଥାଏ। ଏଥିରେ ଏକ ଫିଚର ରହିଛି ‘ଲୋକେଶନ ସେଣ୍ଡ’, ଯଦ୍ଦ୍ଵାରା ଆପଣ WhatsAppରେ ନିଜର ଠିକ୍‌ ଲୋକେଶନ ପଠାଇ ଜଣଙ୍କୁ ନିଜ ପାଖକୁ ଡାକିପାରିବେ। ତେବେ ଏହି ଲୋକେଶନ କିପରି ପଠାଯାଇପାରିବ, ତାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ।

୧. ପ୍ରଥମେ ନିଜ WhatsApp ଓପନ୍‌ କରନ୍ତୁ।

୨. ଏବେ Chat ଅପ୍‌ଶନକୁ ଯାଆନ୍ତୁ।

୩. ଏବେ ଆପଣ ଯାହାଙ୍କୁ ଲୋକେଶନ ପଠାଇବାକୁ ଚାହୁଁଛନ୍ତି, ତାଙ୍କ ନାମକୁ ସିଲେକ୍ଟ କରନ୍ତୁ ଏବଂ ତାଙ୍କ ସହିତ ହୋଇଥିବା Chatକୁ ଓପନ୍‌ କରନ୍ତୁ।

୪. ଏଠାରେ WhatsApp Chatରେ ତଳ ଆଡ଼କୁ ପେପର୍‌ କ୍ଲିପ୍‌ ଭଳି ଆଟାଚ୍‌ମେଣ୍ଟର ଆଇକନ ଦେଖାଯିବ, ତାହାକୁ କ୍ଲିକ୍‌ କରନ୍ତୁ।

୫. ଏବେ ଏଠାରେ ଲୋକେଶନ ଅପ୍‌ଶନ ସିଲେକ୍ଟ କରନ୍ତୁ।

୬. ଏଠାରେ ଆପଣଙ୍କୁ Send Your Current Location ଏବଂ Share Live Location ଦୁଇଟି ଅପ୍‌ଶନ ଦେଖାଯିବ।

୭. ଏବେ ଆପଣ ନିଜ ହିସାବରେ କୌଣସି ବି ଅପ୍‌ଶନ ସିଲେକ୍ଟ କରିପାରିବେ।

୮. ଲୋକେଶନ ସିଲେକ୍ଟ କରିବା ପରେ Send ଉପରେ କ୍ଲିକ୍‌ କରନ୍ତୁ।

Current Location ଏବଂ Live Locationରେ ଫରକ୍‌

ଯଦି ଆପଣ କାହାକୁ ନିଜ Current Location ପଠାଉଛନ୍ତି, ତ ଏହା ଆପଣଙ୍କର ସେହି ଠିକଣା ହେବ, ଯେଉଁଠି ଆପଣ ସେହି ସମୟରେ ଉପସ୍ଥିତ ଅଛନ୍ତି। Live Location ଆପଣଙ୍କ move ସହିତ ବଦଳିବାରେ ଲାଗିବ। ଏହାର ଅର୍ଥ Live Location ଫିକ୍ସ ନୁହେଁ, Current Location ଫିକ୍ସ ଲୋକେଶନ ହୋଇଥାଏ।

Roshni

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

2 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

11 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

45 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

53 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago