ଟେକ୍

iPhone 12 ହେଲା ବହୁତ ଶସ୍ତା! ୨୪,୯୦୦ ଟଙ୍କାରେ କିଣି ପାରିବେ ଆପଣ; ଜାଣନ୍ତୁ ପୂରା ଡିଲ୍‌

ଭାରତରେ ୨୦୨୦ରେ Apple iPhone 12କୁ ୭୯,୯୦୦ ଟଙ୍କା ପ୍ରାରମ୍ଭିକ ମୂଲ୍ୟ ସହିତ ଲଞ୍ଚ୍‌ କରାଯାଇଥିଲା। କିନ୍ତୁ ଗତବର୍ଷ iPhone 13 ରିଲିଜ୍‌ ହେବା ପରେ ଆପଲ୍‌ ଏହାର ମୂଲ୍ୟ ହ୍ରାସ କରି ୬୫,୯୦୦ ଟଙ୍କା କରି ଦେଇଥିଲା। ଯଦିଓ ଏକ ବିଶ୍ୱସନୀୟ ଡିଲ୍‌ ରୂପେ ଆପଣ Apple iPhone 12କୁ ଅତି କମ୍‌ରେ ୨୪,୯୦୦ ଟଙ୍କାରେ ପାଇ ପାରିବେ। ଆସନ୍ତୁ ଜାଣିବା କେମିତି…।

ଭାରତରେ ଆପଲ୍‌ର ପ୍ରିମିୟମ ରିସେଲର୍ସ ମଧ୍ୟରୁ ଗୋଟିଏ Aptronix, iPhone 12କୁ ୨୪,୯୦୦ ଟଙ୍କା ବିକ୍ରି କରୁଛି। ଅର୍ଥାତ୍‌ ୬୫,୯୦୦ ଟଙ୍କାର ଫୋନ ମାତ୍ର ୨୪,୯୦୦ ଟଙ୍କାରେ ମିଳି ପାରିବ। ଏଥିରୁ ଆପଣଙ୍କୁ ୪୧,୦୦୦ ଟଙ୍କା ସେଭିଂ ହୋଇ ପାରିବ। ପ୍ରଥମେ iPhone 12 ଉପରେ ୯,୯୦୦ ଟଙ୍କାର ଫ୍ଲାଟ୍‌ ଡିସ୍‌କାଉଣ୍ଟ ରହିଛି, ଯାହା ଆପଣଙ୍କୁ ବିନା କାର୍ଡ କିମ୍ବା ଡିସ୍‌କାଉଣ୍ଟ ଭାଉଚରରେ ମିଳି ପାରିବ।

ଡିସ୍‌କାଉଣ୍ଟ ପରେ iPhone 12 64GBର ଦାମ୍‌ ୫୬,୦୦୦ ଟଙ୍କା ହୋଇଯିବ। ଏବେ ଆପଣ ICICI ବ୍ୟାଙ୍କ, କୋଟାକ୍‌ ବ୍ୟାଙ୍କ ନଚେତ୍‌ ଏସ୍‌ବିଆଇ କ୍ରେଡିଟ୍‌ କାର୍ଡ ଉପଯୋଗ କରି ୫,୦୦୦ ଟଙ୍କାର କ୍ୟାଶବ୍ୟାକ ପ୍ରାପ୍ତ କରି ପାରିବେ। କ୍ୟାଶବ୍ୟାକକୁ ଡିସ୍‌କାଉଣ୍ଟ କହିବା ତ iPhone 12ର ଦାମ୍‌ ୫୧,୦୦୦ ଟଙ୍କା ହୋଇଯିବ। ସବୁଠାରୁ ଭଲ ଡିଲ୍‌ ପାଇବାର ପରବର୍ତ୍ତୀ ପଦକ୍ଷେପ ହେଉଛି ନିଜ ପୁରୁଣା iPhoneରେ ଟ୍ରେଡ୍‌ କରିବା।

ଅଫର୍‌ ଏତିକିରେ ଶେଷ ହେଉ ନାହିଁ। Aptronix ଏହି ଫୋନ ଉପରେ ଏକ୍ସଚେଞ୍ଜ ଅଫର୍‌ ମଧ୍ୟ ଦେଉଛି, ଯେଉଁଥିରେ ଆପଣ ପୁରୁଣା ଫୋନକୁ ଏକ୍ସଚେଞ୍ଜ କରି ପାରିବେ। ଯଦି ଆପଣ Aptronixରୁ iPhone 11କୁ ଏକ୍ସଚେଞ୍ଜ କରୁଛନ୍ତି, ତ ଆପଣଙ୍କୁ ଏହା ଉପରେ ୨୩,୧୦୦ ଟଙ୍କାର ଏକ୍ସଚେଞ୍ଜ ଭାଲ୍ୟୁ ମିଳିବ। ଏଥି ସହିତ ଆପଣଙ୍କୁ ୩୦୦୦ ଟଙ୍କାର ବୋନସ୍‌ ଅଫର ମିଳିବ, ଯାହାପରେ ପୁରୁଣା ଫୋନର ଭାଲ୍ୟୁ ୨୩,୧୦୦ ଟଙ୍କାରୁ ବଢ଼ି ୨୬,୧୦୦ ଟଙ୍କା ହୋଇଯିବ। ଯଦି ଆପଣ ଏବେ ଫୋନର ଭାଲ୍ୟୁରୁ ଏକ୍ସଚେଞ୍ଜ ଆକାଉଣ୍ଟ କମାଇବେ, ତ ମୋଟ ଭାଲ୍ୟୁ ୨୪,୯୦୦ ଟଙ୍କା ହୋଇଯିବ।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago