ଟେକ୍

ହ୍ଵାଟ୍ସଆପ୍‌ ଆଣୁଛି ବଡ Update, ଏଣିକି ଗୋଟେ ଥରରେ ପଠାଇପାରିବେ 2GBର ଭିଡିଓ

ଦୁନିଆର ସବୁଠାରୁ ବଡ ଏବଂ ଲୋକପ୍ରିୟ ମ୍ୟାସେଜିଙ୍ଗ ଆପ୍ସ ମଧ୍ୟରୁ ଗୋଟିଏ ହେଉଛି ହ୍ଵାଟ୍ସଆପ୍‌। ନିଜ ୟୁଜର୍ସଙ୍କୁ ସାନଦାର ଫିଚର୍ସ ଅଫର କରିବା ପାଇଁ ସବୁବେଳେ ତତ୍ପର ଥାଏ ହ୍ଵାଟ୍ସଆପ୍‌। ହ୍ଵାଟ୍ସଆପ୍‌ ସମୟ ସମୟରେ ଅପଡେଟ୍ସ ଜାରି କରି ୟୁଜର୍ସଙ୍କ ପାଇଁ କିଛି ନୂଆ ନେଇ ଆସିଥାଏ। ନିକଟରେ ଏହା ଶୁଣିବାକୁ ମିଳୁଛି ଯେ ନିଜର ନୂଆ ଅପଡେଟ ସହିତ ହ୍ଵାଟ୍ସଆପ୍‌ କିଛି ଏମିତି ଫିଚର ନେଇ ଆସିଛି, ଯାହାର ଅଭାବ ଏବେ ପର୍ଯ୍ୟନ୍ତ ୟୁଜର୍ସଙ୍କୁ ସବୁବେଳେ ଦରକାର ରହିଥାଏ। ତାହେଲେ ଆସନ୍ତୁ ଜାଣିବା ଏହି ନୂଆ ଅପଡେଟ ଏବଂ ଫିଚର ବିଷୟରେ ଅଧିକ କିଛି ସମ୍ପୂର୍ଣ୍ଣ ଡିଟେଲ୍ସରେ।

ହ୍ଵାଟ୍ସଆପ୍‌ ଏକ ଛୋଟିଆ ଟେଷ୍ଟ କରୁଛି, ଯେଉଁଥିରେ ୟୁଜର୍ସ ଏବେ ଆପରେ ୨ଜିବି ପର୍ଯ୍ୟନ୍ତ ସାଇଜର ଫାଇଲ୍ସ ସେୟାର କରିପାରିବେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଟେଷ୍ଟ ଆଜେର୍ଣ୍ଟିନାରେ କରାଯାଉଛି। ହ୍ଵାଟ୍ସଆପର iOS ବିଟା ଭର୍ସନ ୨୨.୭.୦.୭୬ରେ କରାଯାଉଛି। ଆସନ୍ତୁ ଏହି ନୂଆ ଫିଚର ବିଷୟରେ ଅଧିକ କଥା ହେବା।

ଏବେ ଆସନ୍ତୁ ଡିଟେଲରେ ଜାଣିବା ଏହି ଅପଡେଟ ସହିତ ହ୍ଵାଟସଆପ କଣ ନୂଆ ନେଇ ଆସିଛି। ଯେମିତିକି ଆମେ ଆପଣଙ୍କୁ ପୂର୍ବରୁ କହିଛନ୍ତି ଯେ ହ୍ଵାଟସଆପ ଏକ ଏମିତି ଫିଚରରେ କାମ କରୁଛି, ଯେଉଁଥିରେ ଆପଣ ଆରାମରେ ବଡ ଫାଇଲ୍ସ ଆପରେ ସେୟାର କରିପାରିବେ। ଯେଉଁଠି ଏବେ ପର୍ଯ୍ୟନ୍ତ ଆପଣ କେବଳ ୧୦୦ଏମବି ପର୍ଯ୍ୟନ୍ତର ଫାଇଲ୍ସକୁ ସେୟାର କରିପାରୁଥିଲେ କିନ୍ତୁ ଏବେ ଆପଣ ୨ଜିବି ପର୍ଯ୍ୟନ୍ତ ଫାଇଲ୍ସକୁ ଆରାମରେ ଜଣେ ଜଣଙ୍କୁ ପଠାଇ ପାରିବେ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଟେଲିଗ୍ରାମରେ ପୁର୍ବରୁ ଏହି ଫିଚର ରହିଛି। ଟେଲିଗ୍ରାମ ମଧ୍ୟ ଏକ ମ୍ୟାସେଜିଙ୍ଗ ଆପ୍‌ ରହିଛି ଯେଉଁଠି ଆପଣଙ୍କୁ ବଡ ଫାଇଲ୍ସକୁ ଥରେ ପଠାଇବାର ଅପ୍ସନ ମିଳିଥାଏ। ହ୍ଵାଟ୍ସଆପର ନୂଆ ଅପଡେଟ ପରେ ଏହି ଫିଚର ଏହି ପ୍ଲାଟଫର୍ମରେ ମଧ୍ୟ ଆସିଯିବ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଫିଚରକୁ କେବଳ ଆଇଫୋନ ୟୁଜର୍ସଙ୍କ ପାଇଁ ଟେଷ୍ଟ କରାଯାଉଛି ଏବଂ ଏହାକୁ ସମସ୍ତ ୟୁଜର୍ସଙ୍କ ପାଇଁ କେବେ ସୁଦ୍ଧା ଆସିବ ତାହା ବିଷୟରେ ଏଯାଏଁ ସୂଚନା ମିଳିପାରିନାହିଁ।

 

Pritiparna

Recent Posts

ସ୍କୁଲରେ ପାଠ ପଢ଼ାଇବେ ଅବସରପ୍ରାପ୍ତ ଅତିଥି ଶିକ୍ଷକ

ଭୁବନେଶ୍ୱର: ଅବସରପ୍ରାପ୍ତ ଅତିଥି ଶିକ୍ଷକ ପାଠ ପଢ଼ାଇବେ। ସେମାନଙ୍କ ସହ ଏଗ୍ରିମେଣ୍ଟ ହେବ, ଅଧିକ ଆଲୋଚନା ହୋଇ ନିଯୁକ୍ତି ଦିଆଯିବ।…

58 seconds ago

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

16 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

33 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

46 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

55 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

58 mins ago