ବିନା କୌଣସି ପ୍ଯାକ୍ ସବସ୍କ୍ରିପସନରେ ଦେଖିପାରିବେ IPL 2021 ଲାଇଭ ମ୍ଯାଚ୍, ଡାଉନଲୋଡ କରନ୍ତୁ ଫ୍ରି ଆପ୍

IPL 2021 ବାକି ମ୍ଯାଚ ଆରମ୍ଭ ହୋଇଯାଇଛି। ଦୁବାଇରେ ଚାଲିଥିବା ଏହି ସିଜିନର ଟାଇଟଲ ଜିତିବା ପାଇଁ ସବୁ ଦଳ ପକ୍ଷରୁ ଜୋରଦାର ଚେଷ୍ଟା କରୁଛନ୍ତି। ହଟଷ୍ଟାର ଅଫିସିଆଲ ଆପରେ ଆଇପିଏଲର ପ୍ରିମିଅର ଲିଗ୍ ଅନଲାଇନ ଦେଖିବାକୁ ମିଳୁଛି। କିନ୍ତୁ ଯଦି ଭାରତ ବାହାରେ ଅର୍ଥାତ୍ ୟୁଏସ, ୟୁକେ, କାନାଡା ବାହାରେ ରହୁଛନ୍ତି, ତେବେ Yupp TV ର ସବସ୍କ୍ରିପସନ ନେଇପାରିବେ। ଆଇପିଏଲକୁ ଫ୍ରିରେ ଷ୍ଟ୍ରିମିଂ କରିବାର ଅନେକ ଉପାୟ ରହିଛି। ତେବେ ଜାଣନ୍ତୁ, କେମିତି ମାଗଣାରେ ଦେଖିପାରିବେ ଆଇପିଏଲର ଲାଇଭ ଷ୍ଟ୍ରିମିଂ…

ଏୟାରଟେଲ ଗ୍ରାହକ ନିଜ ମୋବାଇଲ ଫୋନରେ ଆଇପିଏଲ ୨୦୨୧ ଲାଇଭ ଦେଖିପାରିବେ। ଆପଣ ଆଇପିଏଲ ଅଫର ୨୦୨୧ କିଣିବା ପରେ ଆପଣ କେବଳ ୩୯୯ ଟଙ୍କାରେ ୧୨ ମାସର ଡିଜନୀ ହଟଷ୍ଟାର ଭିଆଇପି ସବସ୍କ୍ରିପସନ ମିଳିବ। ଆଇପିଏଲ ପ୍ଯାକକୁ ଆପଣ ଆଖପାଖର ରିଟେଲ ଷ୍ଟୋରକୁ ଯାଇ ଆକ୍ଟିଭ କରିପାରିବେ।

ଜିଓ ୟୁଜର୍ସ ଆଇପିଏଲକୁ ଲାଇଭ ଦେଖିବା ପାଇଁ ସହଜରେ ହଟଷ୍ଟାର ଜିଓ ସହିତ ପାର୍ଟନରସିପ କରିଛି। ରିଲାଏନ୍ସ ଜିଓ ଡିଜନୀ ପ୍ଲସ ହଟଷ୍ଟାର ଭିଆଇପିର ୧୨ ମାସର ସବସ୍କ୍ରିପସନ ୩୯୯ ଟଙ୍କାରେ ବର୍ଷିକିଆ ପ୍ଲାନ ଦେଉଛି। ଆପଣ ନିଜ ପସନ୍ଦର ଚ୍ଯାନେଲକୁ ତୁରନ୍ତ ଆକ୍ସେସ କରି ଫୋନରେ ଜିଓ ଟିଭି ଆପ୍ ଡାଉନଲୋଡ କରିପାରିବେ।

Leave A Reply

Your email address will not be published.