ଟେକ୍

ଜିଓର ୯୦ ଦିନିଆ ରିଚାର୍ଜ ପ୍ଲାନ, ୟୁଜର୍ସଙ୍କୁ ମିଳିବ ୨୦୦ GB ଡାଟା

ରିଲାଏନ୍ସ ଜିଓ ହେଉଛି ଦେଶର ସବୁଠାରୁ ବଡ ଟେଲିକମ୍ କମ୍ପାନୀ । ଟେଲିକମ୍ ସେକ୍ଟରରେ ଜିଓର ଅଧିକ ୟୁଜର ଅଛନ୍ତି । ବର୍ତ୍ତମାନ କମ୍ପାନୀର ୪୬ କୋଟିରୁ ଅଧିକ ୟୁଜର୍ ବେସ୍ ଅଛି । କିଛି ଦିନ ପୂର୍ବରୁ ଜିଓ ଏକ ପ୍ଲାନ୍‌ ଆଣିଥିଲା ଯେଉଁଥିରେ ୨୦GB ଡାଟା ସମ୍ପୂର୍ଣ୍ଣ ମାଗଣା ରହିଛି ।

ରିଲାଏନ୍ସ ଜିଓ ସବୁବେଳେ ନିଜ ୟୁଜରଙ୍କ ପାଇଁ ବଢ଼ିଆ ପ୍ଲାନ୍‌ ଆଣିଥାଏ । ତେଣୁ କମ୍ପାନୀ ୟୁଜରଙ୍କ ପାଇଁ ଶସ୍ତା ଠାରୁ ମହଙ୍ଗା ଏବଂ ଲମ୍ବା ଭ୍ୟାଲିଡିଟି ଥିବା ପ୍ଲାନ୍‌ ଆଣେ । ଆପଣ ନିଜ ଆବଶ୍ୟକତା ଅନୁଯାୟୀ ଯେକୌଣସି ପ୍ଲାନରେ ରିଚାର୍ଜ କରିପାରିବେ । ଯଦି ଆପଣ Jio SIM ବ୍ୟବହାର କରୁଛନ୍ତି ଏବଂ ଲମ୍ବା ଭ୍ୟାଲିଡିଟିର ଏକ ପ୍ଲାନ୍‌ ଖୋଜୁଛନ୍ତି, ତେବେ ଆଜି ଆମେ ଆପଣଙ୍କୁ ଏକ ବଢିଆ ପ୍ଲାନ୍‌ ବିଷୟରେ ଜଣାଇବୁ ।

ସୂଚନା ଥାଉ କି ଜିଓର ଭିନ୍ନ ଭିନ୍ନ ଅଫର୍ ଅଛି । ଏହି ପ୍ଲାନରେ ୨୮ ଦିନ, ୩୦ ଦିନ, ୫୬ ଦିନ, ୮୪ ଦିନ, ୩୬୫ ଦିନ ପାଇଁ ଦମଦାର ପ୍ଲାନ୍‌ ରହିଛି । ଆଜି ଆମେ ଆପଣଙ୍କୁ ଏକ ପ୍ଳାନର ଡିଟେଲ୍ସ ବିଷୟରେ ଜଣାଇବାକୁ ଯାଉଛୁ ଯାହା ଆପଣଙ୍କୁ ୯୦ ଦିନ ପର୍ଯ୍ୟନ୍ତ ଭ୍ୟାଲିଡିଟି ଦେବ ।

କିଛି ଦିନ ପୂର୍ବରୁ ଜିଓ ନିଜ ପୋର୍ଟଫୋଲିଓରେ କ୍ରିକେଟ୍ ଅଫରରେ ୭୪୯ ଟଙ୍କାର ପ୍ଲାନ୍‌ ଆଡ୍‌ କରିଥିଲା । ଏହି ପ୍ଲାନରେ କମ୍ପାନୀ ଗ୍ରାହକଙ୍କୁ ବହୁତ ଭଲ ଅଫର ଦେଇଥାଏ । ଯଦି ଆପଣ ଅଧିକ ଡାଟା ସହିତ ଅଧିକ ଭ୍ୟାଲିଡିଟି ଚାହୁଁଛନ୍ତି ତେବେ ଏହି ପ୍ଲାନ୍‌ ଆପଣଙ୍କ ପାଇଁ ବେଷ୍ଟ ହେବ ।

ଜିଓ ନିଜ ୟୁଜରମାନଙ୍କୁ ୭୪୯ ଟଙ୍କା ପ୍ଲାନରେ ୯୦ ଦିନର ଏକ ଲମ୍ବା ଭ୍ୟାଲିଡିଟି ଦେଉଛି । ଏଥିରେ ୟୁଜରମାନଙ୍କୁ ୯୦ ଦିନ ପାଇଁ ଅନଲିମିଟେଡ କଲିଂର ସୁବିଧା ମିଳିବ । ମାଗଣା କଲିଂ ସହିତ ଏହି ପ୍ଲାନରେ ପ୍ରତିଦିନ ୧୦୦ଟି ମାଗଣା SMS ମଧ୍ୟ ମିଳିବ ।

ଯଦି ଆମେ ଜିଓର ଏହି ପ୍ଲାନରେ ମିଳୁଥିବା ଡାଟା ଅଫର୍ ବିଷୟରେ କହିବା, ତେବେ ପୂରା ଡାଟା ପାଇଁ ଏଥିରେ ୧୮୦ GB ଡାଟା ମିଳିବ । ଏହାର ଅର୍ଥ ଆପଣ ପ୍ରତିଦିନ ୨GB ଡାଟା ବ୍ୟବହାର କରିପାରିବେ । ଏହି ଯୋଜନାରେ ଆପଣ ୨୦ GB ଡାଟା ଫ୍ରି ମିଳିବ । ଏଭଳି ଭାବେ କମ୍ପାନୀ ଏହି ଦମଦାର ପ୍ଲାନରେ ୟୁଜରଙ୍କୁ ୨୦୦ GB ଡାଟା ଦେଉଛି ।

Subhalaxmi Das

Recent Posts

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

10 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

39 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

57 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago