ଟେକ୍

ଜିଓର ଏହି ପ୍ଲାନରେ ମାଗଣାରେ ବର୍ଷ ବର୍ଷ ଧରି ଦେଖିବେ ନେଟଫ୍ଲିକ୍ସ ଓ ଆମାଜନ ପ୍ରାଇମ ସୋ, ଶୀଘ୍ର ଉଠାନ୍ତୁ ଫାଇଦା

ଜିଓର ଅନେକ ପ୍ଲାନ ଏଭଳି ଅଛି ଯେଉଁଥିରେ ୟୁଜର୍ସଙ୍କୁ ମାଗଣାରେ ବହୁତ କିଛି ବେନିଫିଟ୍ସ ମିଳିଥାଏ। ଆମେ ଆଜି ଯେଉଁ ପ୍ଲାନ ସମ୍ପର୍କରେ କହିବୁ ତାହା ନା ହିଁ କେବଳ ସାମାନ୍ୟ ପ୍ଲାନ ଭଳି ବେନିଫିଟ୍ସ ଦେଇଥାଏ ବରଂ ଏଥିରେ ଆପଣଙ୍କୁ ଫ୍ରି ଓଟିଟି ର ଫାଇଦା ମଧ୍ୟ ମିଳିଥାଏ। ଏହାଦ୍ୱାରା ୟୁଜର୍ସ ଅଧିକ ମନୋରଞ୍ଜନର ଲାଭ ଉଠାଇପାରିବେ।

ଜିଓ ଅନେକ ପ୍ରିପେଡ ପ୍ଳାନ ଅଫର କରିଥାଏ ଯେଉଁଥିରେ ଆପଣ ବଜେଟ ଭିତରେ ରହି ଫାଇଦା ଉଠାଇଥାନ୍ତି। ତେବେ କିଛି ସମୟରେ ଏହା ସୀମିତ ଲାଗେ। ତେବେ ଅନେକ ଜଣ ବାରମ୍ବାର ଏହି ରିଚାର୍ଜ ଝିନଝଟ୍‌ ରୁ ବର୍ତ୍ତିବା ପାଇଁ ପୋଷ୍ଟପେଡ ପ୍ଲାନକୁ ବାଛିଥାନ୍ତି। ଆଜି ଆମେ ଆପଣଙ୍କୁ ଏମିତି ିସବୁ ପୋଷ୍ଟ ପେଡ ପ୍ଲାନ ସମ୍ପର୍କରେ କହିବୁ ଯାହାକୁ ଆପଣ ଜାଣି ଖୁସି ହୋଇଯିବେ। ଜିଓ ପାଖରେ ଏମିତି ଅନେକ ବଢ଼ିଆ ପୋଷ୍ଟ ପେଡ ପ୍ଳାନ ରହିଛି।

ଜିଓରେ ଅନେକ ଅଫର ରହିଛି, ଯାହାକି ପୋଷ୍ଟପେଡ୍ ଓ ପ୍ରିପେଡ ପ୍ଲାନର ସବସ୍କ୍ରିପସନ୍ ସହିତ ଅନେକ ଅଫର ଦେଇଥାଏ । ଏଥିରେ ହାଇସ୍ପିଡ ଡାଟା ସହିତ ମାଗଣା ଓଟିଟି ଷ୍ଟ୍ରିମିଂ ପ୍ଲାଟଫର୍ମ ଭଳି ସୁବିଧା ରହିଛି । କିଛି ପ୍ରିପେଡ ପ୍ଲାନରେ ଗ୍ରାହକଙ୍କୁ Disney+ Hotstarର ସୁବିଧା ମଧ୍ୟ ମିଳିଥାଏ । ତେବେ ଆସନ୍ତୁ ଜାଣିବା ଜିଓର କିଛି ଶସ୍ତା ପ୍ଲାନ ବିଷୟରେ, ଯେଉଁଥିରେ ଆପଣ ଡାଟା ସହିତ Netflix, Amazon Prime ଓ Disney+ Hotstar ପ୍ୟାକେଜ୍ ଦେଉଛି ।

ଜିଓର ୩୯୯ ଟଙ୍କା ପ୍ଳାନ:

ୟୁଜର୍ସଙ୍କ ପାଇଁ ଏହା JioPostPaid Plusର ସବୁଠାରୁ ଶସ୍ତା ପ୍ଲାନ୍ । ଏହି ପ୍ଲାନରେ ଆପଣ ସମସ୍ତ ୩ଟି Netflix, Amazon Prime ଓ Disney+ Hotstarକୁ ମାଗଣାରେ ଦେଖିପାରିବେ । ଏହି ଯୋଜନା ୭୫ଜିବି ଡାଟା ସହିତ ୨୦୦ଜିବିର ସର୍ବାଧିକ ଡାଟା ରୋଲଭର ଦେଇଥାଏ । ୭୫ଜିବି ଡାଟା ସୀମା ଅତିକ୍ରମ କରିବା ପରେ ଉପଭୋକ୍ତାମାନଙ୍କୁ ୧୦ /ଜିବି ମୂଲ୍ୟରେ ଡାଟା କିଣିବାକୁ ପଡିବ । ଏହି ଯୋଜନା ଦିନକୁ ଅନଲିମିଟେଡ ଭଏସ୍ କଲ୍ ଓ ୧୦୦ ଏସଏମଏସ ରହିଛି । ଏହା ସହ ଆମାଜନ ପ୍ରାଇମ ଭିଡିଓ ସବସ୍କ୍ରିପସନ୍ ପାଇଁ ଏକ୍ସେସ୍ ୧ ବର୍ଷ ପାଇଁ ଭ୍ୟାଲିଡ ରହିଛି । ଏହି ସମସ୍ତ ଆପର ଖର୍ଚ୍ଚ ମାସକ ହିସାବରେ ଦେଖିଲେ ଆପଣ ଏହି ପ୍ଲାନ ଜରିଆରେ ୧ ହଜାର ଟଙ୍କା ସଞ୍ଚୟ କରୁଛନ୍ତି । ଏହା ବ୍ୟତିତ ଆପଣ ପ୍ରିପେଡ ବ୍ୟବହାର କରୁଛନ୍ତି, ତେବେ ଜିଓର ୪୦୧, ୫୯୮, ୭୭୭ ଓ ୨୫୯୯ ଟଙ୍କାର ପ୍ଲାନରେ ଓଟିଟି ପ୍ଲାଟଫର୍ମର ସବସ୍କ୍ରିପସନ୍ ମିଳିବ ।

D Sonali

Recent Posts

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

9 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

12 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

45 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

47 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

2 hours ago