ଟେକ୍

ବୋମା ଭଳି ଫାଟିବ ଗିଜର! ଗାଧୋଇବା ସମୟରେଏହି ଭୁଲ ପଡିପାରେ ଭାରି, ଯଦି ଜାଣିନାହାଁନ୍ତି ତେବେ ଜଲଦି ଜାଣନ୍ତୁ

ଗିଜର ଏକ ଏମିତି ପ୍ରଡକ୍ଟ ଯାହା ଥଣ୍ଡା ଏବଂ ଗରମ ସବୁ ସିଜନରେ କାମରେ ଆସିଥାଏ। କାହିଁକିନା ଏହାଦ୍ୱାରା ଆପଣ ପାଣି ଗରମ କରିପାରିବେ ଏବଂ ଏହାର ବ୍ୟବହାର ଗାଧୋଇବା କିମ୍ବା କପଡା ଧୋଇବା ସମୟରେ କରାଯାଏ। ଗିଜର କିଛି ମିନିଟରେ ପାଣିକୁ ବାହାରକୁ ବାହାର କରେ ଏବଂ ଆପଣ ଏହାକୁ ନଜଳରୁ ବାହାର କରନ୍ତି।

ଆପଣଙ୍କ ଘରେ ବି ଯଦି ଗିଜରର ବ୍ୟବହାର କରୁଛନ୍ତି ତାହେଲେ ଆଜି ଆମେ ଆପଣଙ୍କୁ କିଛି ଜରୁରୀ କଥା ବିଷୟରେ କହିବାକୁ ଯାଉଛୁ, ଯାହାକୁ ଜାଣିବା ପରେ ଆପଣ ନିଜକୁ ସତର୍କରେ ରହି ଗିଜରର ବ୍ୟବହାର କରିପାରିବେ। ନଚେତ ଆପଣ ବି ବ୍ଲାଷ୍ଟ ସମସ୍ୟାକୁ ସାମ୍ନା କରିପାରନ୍ତି। ତେବେ ଆସନ୍ତୁ ଜାଣିବା ଆପଣଙ୍କୁ କେଉଁ ଦିଗ ପ୍ରତି ଧ୍ୟାନ ରଖିବାକୁ ହେବ।

ଯଦି ଆପଣଙ୍କ ଘରର ଗିଜର ଡାଇରେକ୍ଟ ଓ୍ଵାଟର ଟ୍ୟାଙ୍କ ସହ କନେକଟେଡ ଅଛି ଏବଂ ଓ୍ଵାଟର ଟ୍ୟାଙ୍କ ଖାଲି ହୋଇଯାଇଛି ତାହେଲେ ଗିଜର ଆବଶ୍ୟକରୁ ଅଧିକ ଗରମ ହୋଇପାରେ। କାହିଁକିନା ଯେତେବେଳେ ଏଥିରେ ପାଣି ନଥାଏ ଏବଂ ଗିଜର ଅନ୍‌ ଥାଏ ତାହେଲେ ସେତେବେଳେ ଏହା ସମ୍ପୂର୍ଣ୍ଣ ଭାବେ ଗରମ ହୋଇଯାଏ ଏବଂ ଅଧିକ ପ୍ରେସର ପଡିବା କାରଣରୁ ଏହା ବ୍ଲାଷ୍ଟ ବି ହୋଇଥାଏ। ତେଣୁ ଆପଣଙ୍କୁ ସବୁବେଳେ ଏହି କଥାପ୍ରତି ଧ୍ୟାନ ରଖିବାକୁ ହେବ ଯେ କେବେବି ଗିଜରକୁ ବିନା ପାଣି ଭରି ଚଲାଇବେନାହିଁ। ଏବଂ ଯଦି ଟ୍ୟାଙ୍କରେ ପାଣି ସରିଯାଇଛି ତାହେଲେ ଏହାକୁ ତୁରନ୍ତ ଭରିଦିଅନ୍ତୁ ଯାହାଦ୍ୱାରା ଗିଜରକୁ ପାଣି ମିଳିପାରିବ।

ଯଦି ଗିଜରର ଓ୍ଵାୟରିଙ୍ଗ ଖରାପ ହୋଇସାରିଛି ତାହେଲେ ଏହାକୁ ନବଦଳାଇଲେ ହିଁ ଏହା ଆପଣଙ୍କ ପାଇଁ ଭଲ ପ୍ରମାଣିତ ହେବ। କାରଣ ଓ୍ଵାୟରିଙ୍ଗ କାରଣରୁ ଅନେକ ଥର ଗିଜର ଆବଶ୍ୟକରୁ ଅଧିକ ଗରମ ହୋଇଯାଏ ଏମିତିରେ ଏହା ଫାଟି ବି ଯାଇପାରେ। ଆମେ ଆପଣଙ୍କୁ ଏହା ଏଥିପାଇଁ କହୁଛୁ କାରଣ ଅନେକ ଥର ଚାପ ଅଧିକ ବଢ଼ିଯାଇଥାଏ ଏବଂ ଏହା ଫାଟି ଯାଇଥାଏ।

Pritiparna

Recent Posts

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

28 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

30 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

33 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

39 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

54 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

1 hour ago