ଟେକ୍

ପୁରୁଣା ନମ୍ବର ବନ୍ଦ କରି ନୂଆ ମୋବାଇଲ ନମ୍ବର ନେଇଛନ୍ତି କି ? ତାହେଲେ ତୁରନ୍ତ କରନ୍ତୁ ଏହି କାମ ନଚେତ୍‌

ଆଜିକା ଜମାନାରେ ଲୋକଙ୍କର ଆବଶ୍ୟକତା ବନିଗଲାଣି ମୋବାଇଲ। ଏବେ ସମସ୍ତଙ୍କ ହାତରେ ଆପଣ ମୋବାଇଲ ଦେଖିବାକୁ ପାଇବେ। ସେହିପରି ଲୋକମାନେ ପ୍ରାୟତଃ ନୂଆ ମୋବାଇଲ ନମ୍ବର ନିଅନ୍ତି ଏବଂ ପୁରୁଣା ନମ୍ବରକୁ ବନ୍ଦ କରିଦିଅନ୍ତି। ଏମିତିରେ ଲୋକମାନେ ପୁରୁଣା ମୋବାଇଲ ନମ୍ବରକୁ ଯଦି କୌଣସି ଜରୁରୀ କାମରେ ଲିଙ୍କ୍‌ ବି କରନ୍ତି ତାହେଲେ ସେଥିରେ ନୂଆ ନମ୍ବରକୁ ଅପଡେଟ୍‌ କରିବାକୁ ଭୁଲି ଯାଆନ୍ତି। ଏମିତିରେ ଲୋକଙ୍କୁ ବଡ ଅସୁବିଧାର ସାମ୍ନା କରିବାକୁ ମଧ୍ୟ ପଡିପାରେ।

ଯଦି ମୋବାଇଲ ନମ୍ବର ବଦଳାଇଛନ୍ତି ତାହେଲେ ବହୁତ ଜରୁରୀ ଯେ ଆପଣ ନିଜ ଆକାଉଣ୍ଟରେ ବି ନୂଆ ନମ୍ବରକୁ ଅପଡେଟ୍‌ କରିବା ଉଚିତ। ଏଥିରେ ବ୍ୟାଙ୍କ ଆକାଉଣ୍ଟ, ଆଧାର କାର୍ଡ, ପିଏଫ ଆକାଉଣ୍ଟ ଏବଂ ଅନ୍ୟ ଜରୁରୀ ଖାତା ମଧ୍ୟ ସାମିଲ ରହିଥାଏ। ସେହିପରି ଆଧାର କାର୍ଡରେ ମଧ୍ୟ ମୋବାଇଲ ନମ୍ବର ଅପଡେଟ୍‌ କରିବା ବହୁତ ଜରୁରୀ ହୋଇଥାଏ। ଯଦି ଆପଣ ନିଜ ଆଧାରକାର୍ଡରେ ନୂଆ ମୋବାଇଲ ନମ୍ବର ଅପଡେଟ୍‌ କରାଇନାହାଁନ୍ତି ତାହେଲେ ତୁରନ୍ତ କରନ୍ତୁ।

ମୋବାଇଲ ନମ୍ବରକୁ ଆଧାର କାର୍ଡ ସହ କେମିତି କରିବେ ଲିଙ୍କ୍‌?

  • ନିଜର ନିକଟସ୍ଥ ଆଧାର ନାମାଙ୍କନ କେନ୍ଦ୍ରକୁ ଯାଆନ୍ତୁ।
  • ଆଧାର ସୁଧାର ଫର୍ମକୁ ଭରନ୍ତୁ।
  • ଏହାପରେ ସେହି ମୋବାଇଲ ନମ୍ବର ଭରନ୍ତୁ, ଯାହାକୁ ଆପଣ ନିଜ ଆଧାର କାର୍ଡରେ ଅପଡେଟ୍‌ କରିବାକୁ ଚାହୁଁଛନ୍ତି।
  • ଆଧାର କାର୍ଯ୍ୟକାରୀ ପ୍ରମାଣୀକରଣ ପାଇଁ ଆପଣଙ୍କ ବାୟୋମେଟ୍ରିକ ନିଆଯିବ ଏବଂ ଶେଷରେ ଫର୍ମ ଜମା କରିବାକୁ ହୋଇଥାଏ।
  • ନିଜର ଅନୁରୋଧ ବିଷୟରେ Update Request Number (URN) ପର୍ଚି ରଖନ୍ତୁ, କାର୍ଯ୍ୟକାରୀ ଆପଣଙ୍କୁ ଆପଣଙ୍କ ଅନୁରୋଧର Acknowledgment Slip ଦେବେ।
  • ଅପଡେଟ୍‌ ରିକ୍ୱେଷ୍ଟ ନମ୍ବରର ବ୍ୟବହାର ଆପଣ ଆଧାର ଅପଡେଟ ସ୍ଥିତିକୁ ଟ୍ରାକ୍‌ କରିବା ପାଇଁ କରିପାରିବେ।
  • ଥରେ ଲିଙ୍କ୍‌ କରିବା ପ୍ରକ୍ରୀୟା ପୂରା ହୋଇଗଲା ପରେ ଆପଣଙ୍କୁ ଏକ ଆଧାର ଓଟିପି ମିଳିବ।
  • ଆଧାର ଅପଡେଟ ସ୍ଥିତି ଜାଣିବା ପାଇଁ ଆପଣ ୟୁଆଇଡିଏଆଇର ଟ୍ରୋଲ ଫ୍ରି ନମ୍ବର ୧୯୪୭କୁ ମଧ୍ୟ କଲ୍‌ କରିପାରିବେ।

ଏଥିସହିତ ଯଦି ଆପଣ ବ୍ୟାଙ୍କ ଆକାଉଣ୍ଟରେ ନିଜ ନୂଆ ନମ୍ବରକୁ ଅପଡେଟ୍‌ କରାଇବାକୁ ଚାହୁଁଛନ୍ତି ତାହେଲେ ଉକ୍ତ ବ୍ୟାଙ୍କର ବ୍ରାଞ୍ଚକୁ ଯାଆନ୍ତୁ, ସେଠାରେ ଆପଣ ନିଜର ନୂଆ ନମ୍ବରକୁ ଅପଡେଟ୍‌ କରାଇବା ପାଇଁ ରିକ୍ୱେଷ୍ଟ କରିବେ। ଏହାର କିଛି ସମୟ ପରେ କାର୍ଯ୍ୟକାରୀ ଅଫିସର ଆପଣଙ୍କ ନମ୍ବରକୁ ଅପଡେଟ୍‌ କରାଇଦେବେ।

Pritiparna

Recent Posts

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

12 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

45 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

47 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

54 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

1 hour ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

1 hour ago