ଟେକ୍

Face Mask ପିନ୍ଧି ମଧ୍ୟ ସ୍ମାର୍ଟଫୋନକୁ କରିପାରିବେ ଅନଲକ, ଏପରି କରନ୍ତୁ ସେଟିଙ୍ଗ

କରୋନା ଭାଇରସ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲୋକେ ଅଧିକାଂଶ ସମୟ ମୁହଁରେ ମାସ୍କ ଲଗାଉଛନ୍ତି। ସେହିପରି ଯେଉଁ ମାନଙ୍କୁ ଥଣ୍ଡା-ଜ୍ଵର ଆଦି ସମସ୍ୟା ହୋଇଥାଏ ସେମାନଙ୍କୁ ଡାକ୍ତର ଫେସ ମାସ୍କ ଲଗାଇବା ପାଇଁ ପରାମର୍ଶ ଦିଅନ୍ତି। ଏହି ଫେସ ମାସ୍କ ଆମକୁ ସଂକ୍ରମଣ କିମ୍ବା ଫ୍ଲୁ ଠାରୁ ରକ୍ଷା କରିଥାଏ। କିନ୍ତୁ ଏହିସବୁ ଭିତରେ ପ୍ରାୟ ସମୟରେ ଫେସ ମାସ୍କ ଲଗାଇବା କାରଣରୁ ଆମ ସ୍ମାର୍ଟଫୋନକୁ ଫେସଲକ ଦ୍ୱାରା ଖୋଲିବାକୁ ଅସୁବିଧା ହୋଇଥାଏ। ଫୋନରେ ଫେସ ଆଇଡି ଭାବରେ ଆମେ ବିନା ଫେସ ମାସ୍କ ପିନ୍ଧା ଚେହେରା ସେଟିଙ୍ଗ କରିଥାନ୍ତି। ଏହି କାରଣରୁ ମାସ୍କ ଲଗାଯାଇଥିବା ଚେହେରାକୁ ଆମ ଫୋନ ଚିହ୍ନି ପାରିନଥାଏ। ସେଥିପାଇଁ ଫୋନ ଅନଲକ ହୋଇନଥାଏ, ଯାହାଫଳରେ ଆମକୁ ବାଧ୍ୟ ହୋଇ ମାସ୍କକୁ ବାହାର କରିବାକୁ ପଡିଥାଏ।

ସିକ୍ୟୁରୀଟି ଫର୍ମ ଟେନସେଣ୍ଟ ସିକ୍ୟୁରୀଟି Xuanwu Lab ଜଣାଇଛି ଯେ ଆପଲ ଫେସ ଆଇଡିକୁ iphoneରେ ଅଧା ଚେହେରାରେ ଅନଲକ ପାଇଁ ଟ୍ରେଣ୍ଡ କରାଯାଇପାରେ। ଏହି ଅଧା ଫେସ ଅନଲକ ଦ୍ୱାରା ୟୁଜର୍ସ ଚେହେରାରେ ମାସ୍କ ପିନ୍ଧିଲେ ମଧ୍ୟ ଫୋନକୁ ଫେସ ଆଇଡି ଜରିଆରେ ଅନଲକ କରିପାରିବେ।

ଯଦିଓ ଆଣ୍ଡ୍ରଏଡ଼ ପାଇଁ ଆପଲ ଭଳି ଏତେ ଫାଷ୍ଟ ଆଡ଼ଭାନ୍ସ ଟେକ୍ନୋଲୋଜି ଦିଆଯାଇନାହିଁ। କିନ୍ତୁ ସାମସଙ୍ଗ ଡିଭାଇସରେ ଏହା ସମ୍ଭବ ହୋଇପାରିବ।

ନିଜ iphoneକୁ ଏମିତି ସେଟ କରନ୍ତୁ ଯେପରି ଫେସ ମାସ୍କରେ ବି ଅନଲକ ହୋଇପାରିବ

ଏଥିପାଇଁ ସର୍ବପ୍ରଥମେ ଧ୍ୟାନ ରଖନ୍ତୁ ଯେ ଆପଣଙ୍କ ଫୋନରେ ପୂର୍ବରୁ ବିନା ଫେସ ମାସ୍କର ଫେସ ଆଇଡି ସେଟ ଅଛି। ଏଥିପାଇଁ ପ୍ରଥମେ ସେଟିଂକୁ ଯାଆନ୍ତୁ। ଏଥିରେ Face ID ଏବଂ Passcodeକୁ ଯାଆନ୍ତୁ। ଏହାପରେ ତଳେ ଦିଆଯାଇଥିବା ଷ୍ଟେପ୍ସକୁ ଫଲୋ କରନ୍ତୁ।

  • ସର୍ବ ପ୍ରଥମେ ସେଟିଙ୍ଗକୁ ଯାଇ Face ID ଅପ୍ସନକୁ ଯାଆନ୍ତୁ।
  • ଏଥିରେ ଆପଣ Altarnet Appearanceକୁ ଯାଆନ୍ତୁ ଏବଂ ‘set up’ ଉପରେ କ୍ଲିକ କରନ୍ତୁ।
  • ଏବେ ମାସ୍କ ନେଇ ଅଧା ଫୋଲଡ଼ କରନ୍ତୁ ଏବ ମାସ୍କକୁ ନାକ ସାମ୍ନାରେ ରଖନ୍ତୁ।
  • ଏବେ ଚେହେରାକୁ ଅଲଗା ଅଲଗା ପଜିସନରେ ରୋଟେଟ କରି ଚେହେରାକୁ ରେଜିଷ୍ଟ୍ରର କରନ୍ତୁ। iphoneରେ ‘Face Obstruct’ର ମେସେଜ ପପ୍ ଅପ ଥିବା, ସେଥିରେ ଆପଣ ଧୀରେ ଧୀରେ ମାସ୍କକୁ ହଟାନ୍ତୁ ଏବଂ ଚେହେରାକୁ ବୁଲାନ୍ତୁ।
  • ଏହି ପୁରା ପ୍ରୋସେସ ପରେ ଫେସ ଆଇଡି ସେଟଅପର ମେସେଜ ମିଳିଯିବ।
  • ଏବେ ମାସ୍କ ପିନ୍ଧି ଫୋନକୁ ଅନଲକ କରିବାକୁ ଟ୍ରାଏ କରନ୍ତୁ।
Pritiparna

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

15 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

16 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

57 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago