ଟେକ୍

ଟେଲିଗ୍ରାମରୁ କରିପାରିବେ ଅଜସ୍ର ରୋଜଗାର, ଜାଣନ୍ତୁ ଟଙ୍କା କମାଇବାର ନୂଆ ତରିକା

ଆଜିର ମହଙ୍ଗା ଦରରେ ସମସ୍ତେ ଚାହାଁନ୍ତି ଅଧିକରୁ ଅଧିକ ଟଙ୍କା କମାଇବାକୁ। ଦେଶ ଏବଂ ଦୁନିଆରେ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ପାର୍ଟ ଟାଇମ ଜବ୍‌ କେବଳ ଟଙ୍କା କମାଇବା ପାଇଁ କରୁଛନ୍ତି। ଆଉ କିଛି ଲୋକ ଅଛନ୍ତି ଯେଉଁମାନେ ସୋସିଆଲ ମିଡିଆ ଜରିଆରେ ଟଙ୍କା କମାଉଛନ୍ତି। ଆମେ ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ ୟୁଟ୍ୟୁବ, ଫେସବୁକ, ଇନଷ୍ଟାଗ୍ରାମ ବ୍ୟତୀତ ଆପଣ ଟେଲିଗ୍ରାମରୁ ବି ଟଙ୍କା କମାଇ ପାରିବେ। ତାହେଲେ ଆସନ୍ତୁ ଜାଣିବା କେମିତି ଆପଣ ଟେଲିଗ୍ରାମରୁ ଟଙ୍କା ଉଠାଇପାରିବେ।

ଏଫିଲିଏଟ୍‌ ମାର୍କେଟିଙ୍ଗ : ଟେଲିଗ୍ରାମରେ ଏଫିଲିଏଟ ମାର୍କେଟିଙ୍ଗ ଜରିଆରେ ଟଙ୍କା ସହଜରେ କମାଇପାରିବେ। ଯଦି ଆପଣଙ୍କ ପାଖରେ ଆକ୍ଟିଭ ହଜାର କିମ୍ବା ଏହା ଠାରୁ ଅଧିକ ସବସ୍କ୍ରାଇବ ଅଛନ୍ତି ତାହେଲେ ଏଫିଲିଏଟ ମାର୍କେଟିଙ୍ଗ କରି ଟଙ୍କା କମାଇପାରିବେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଯଦି କୌଣସି ଭିଜିଟର ଆପଣଙ୍କ ଏଫିଲିଏଟ ଲିଙ୍କ ମାଧ୍ୟମରେ କୌଣସି େଓ୍ଵବସାଇଟକୁ ଯାଏ ତାହେଲେ ଏଫିଲିଏଟ ମାର୍କେଟିଙ୍ଗର କମିଶନ ରେଟ୍‌ ଅନୁସାରେ ଆପଣଙ୍କୁ ପେମେଣ୍ଟ କରାଯାଇପାରେ।

ଆପ୍ଲିକେସନ ପ୍ରମୋଟ କରି ମଧ୍ୟ ଟେଲିଗ୍ରାମରେ ଟଙ୍କା କମାଇପାରିବେ। ଆଜିର ଏହି ସମୟରେ ନୂଆ ଆପ୍ସ ବହୁତ ଲଞ୍ଚ୍‌ ହେଉଛି। ଏହି ନୂଆ ଆପ୍ସକୁ ମାର୍କେଟରେ ପପୁଲାର କରିବା ପାଇଁ ଏବଂ ଅଧିକ ରୁ ଅଧିକ ଲୋକଙ୍କ ପର୍ଯ୍ୟନ୍ତ ପାଇଁ ଆପ୍ସର ପ୍ରମୋସନର ଆବଶ୍ୟକ ପଡିଥାଏ। ଆପ୍ସକୁ ପ୍ରମୋଟ କରିବା ପାଇଁ ଆପଣଙ୍କୁ ନିଜର ଟେଲିଗ୍ରାମ ଚ୍ୟାନେଲରେ ସେହି ଆପ୍ସ ବିଷୟରେ ଡିଟେଲ୍ସରେ କହିବାକୁ ହେବ ଏବଂ ତାହାର ମାର୍କେଟିଙ୍ଗ କରିବାକୁ ହେବ। ଯେଉଁଥିପାଇଁ ଆପଣ ଆପର ଅନରଙ୍କ ଠାରୁ ଟଙ୍କା ଡିମାଣ୍ଡ କରିପାରିବେ।

ଟେଲିଗ୍ରାମ ଆପରେ ଆପଣ କୋର୍ସ ସେଲିଙ୍ଗ (course selling) କରି ମଧ୍ୟ ଭଲ ଟଙ୍କା କମାଇ ପାରିବେ। ଏଥିପାଇଁ ଆପଣଙ୍କୁ ପଢ଼ାର ଏକ୍ସପିରିୟନ୍ସ ଏବଂ ନଲେଜ ହେବା ମଧ୍ୟ ବହୁତ ଜରୁରୀ। ଆପଣ ନିଜ ଏକ୍ସପେରିୟନ୍ସ ଏବଂ ଭଲ ନଲେଜକୁ କୋର୍ସ ରୂପରେ ବନାଇ ନିଜ ଟେଲିଗ୍ରାମ ଚ୍ୟାନେଲରେ ପଠାଇପାରିବେ। ଆରମ୍ଭରେ ଆପଣଙ୍କୁ କୋର୍ସର କିଛି ଭାଗକୁ ଲୋକଙ୍କ ପର୍ଯ୍ୟନ୍ତ ପଠାଇବାକୁ ହେବ। ଯେତେବେଳେ ଲୋକଙ୍କୁ ଆପଣଙ୍କ କୋର୍ସ ପସନ୍ଦ ଆସିବ ଏବଂ ସେ ଆପଣଙ୍କ ପୂରା କୋର୍ସର ଡିମାଣ୍ଡ କରିବେ ସେତେବେଳେ ଯାଇ ଆପଣ ଏହା ବଦଳରେ କିଛି ଟଙ୍କା ମଧ୍ୟ କମାଇପାରିବେ।

ଟେଲିଗ୍ରାମ ଭୋଟ୍ସ ବନାଇ ମଧ୍ୟ ଆପଣ ଟଙ୍କା ରୋଜଗାର କରିପାରିବେ। ଆପଣ ଅନ୍ୟ ଲୋକଙ୍କ ବିଜନେସ ପାଇଁ ଭୋଟ୍ସ ବନାଇପାରିବେ। ଏହାକୁ ବନାଇବା ପାଇଁ କିଛି କ୍ରିଏଟିଭିଟି ଏବଂ ଟେକ୍ସିକାଲ ବିବରଣୀର ଆବଶ୍ୟକତା ହୋଇଥାଏ।

ଟେଲିଗ୍ରାମ୍‌ ମାର୍କେଟିଙ୍ଗରେ ଷ୍ଟିକର ବହୁତ ମୁଖ୍ୟ ଭୂମିକା ନିଭାଇଥାଏ। ଯଦି ଆପଣଙ୍କୁ କ୍ରିଏଟିଭିଟୀ ଅଧିକ ପସନ୍ଦ ତାହେଲେ ବିଭିନ୍ନ ଟେଲିଗ୍ରାମ ଚ୍ୟାନେଲ ପାଇଁ ଷ୍ଟିକର ବନାଇପାରିବେ। ଏଥିପାଇଁ ଆପଣ ଆପ୍‌ ମାଲିକଙ୍କ ଠାରୁ ଟଙ୍କା କମାଇ ପାରିବେ।

 

Pritiparna

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

11 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

11 hours ago