Samsung Galaxy S23 5G ର କଟ୍ ହେଲା ପ୍ରାଇସ୍, ଜାଣିଲେ ଆଶ୍ଚର୍ଯ୍ୟ ହେବେ

Samsung Galaxy S23 5G ସିରିଜ ହେଉଛି ଏକ ପ୍ରିମିୟମ କ୍ୟାଟେଗୋରୀ ସ୍ମାର୍ଟଫୋନ ସିରିଜ୍ । ଏହି ସିରିଜର ସ୍ମାର୍ଟଫୋନରେ ପୁଣି ଥରେ ପ୍ରାଇସ୍ କଟ୍ ହୋଇଛି । ଯଦି ଆପଣ ବର୍ତ୍ତମାନ ଏକ ନୂଆ ଦମଦାର ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି ତେବେ Samsung Galaxy S23 5G 256GB ଭ୍ୟାରିଆଣ୍ଟକୁ ଶସ୍ତାରେ କିଣିବାର ବଡ ସୁଯୋଗ ଅଛି । ଡିସକାଉଣ୍ଟ ଅଫରରେ ଆପଣ ଏହି ସ୍ମାର୍ଟଫୋନକୁ ଏହାର ରିୟଲ ପ୍ରାଇସର ଅଧାରୁ କମ୍ ମୂଲ୍ୟରେ କିଣିପାରିବେ ।
Samsung Galaxy S23 ରୁ ଆପଣ ସବୁକିଛି ଆଶା କରିପାରିବେ । ଏଥିରେ ଆପଣଙ୍କୁ ସେଗମେଣ୍ଟର ଟପ୍ ନଚ୍ କ୍ୟାମେରା ସେଟଅପ୍ ଏବଂ ପାଓ୍ୱାରଫୁଲ ପ୍ରୋସେସର ପାଇପାରିବେ ଯାହା ହେବି ଟାଷ୍କଗୁଡିକ ହ୍ୟାଣ୍ଡଲ କରିପାରିବ । ସବୁଠାରୁ କମ୍ ମୂଲ୍ୟରେ ଏହି ଫୋନ କିଣିବା ପାଇଁ ଫ୍ଲିପକାର୍ଟ ନିଜ ଗ୍ରାହକଙ୍କୁ ଭଲ ଅଫର ଦେଉଛି ।
ଆପଣଙ୍କୁ କହିବୁ ଯେ ଗତକାଲିଠାରୁ Black friday Sale 2024 ଆରମ୍ଭ ହୋଇଛି । ସେଲ ଅଫରରେ କମ୍ପାନୀ ସ୍ମାର୍ଟଫୋନରେ ହେବି ଡିସକାଉଣ୍ଟ ପ୍ରଦାନ କରୁଛି । Black friday Sale ଅଫରରେ ଆପଣ Samsung Galaxy S23 ର ୨୫୬GB ଭ୍ୟାରିଆଣ୍ଟକୁ ୫୪% ପର୍ଯ୍ୟନ୍ତ ଫ୍ଲାଟ ଡିସକାଉଣ୍ଟ ସହିତ କିଣି ପାରିବେ ।
Samsung Galaxy S23 256GB ର ରିୟଲ ପ୍ରାଇସ୍ ପ୍ରାୟ ୧ ଲକ୍ଷ ଟଙ୍କା ହେବ । କିନ୍ତୁ ବର୍ତ୍ତମାନ ଏହାର ମୂଲ୍ୟ ଯଥେଷ୍ଟ କମ୍ ହୋଇଛି । ଏହି ସ୍ମାର୍ଟଫୋନ ଫ୍ଲିପକାର୍ଟରେ ୯୫,୯୯୯ ଟଙ୍କା ପ୍ରାଇସରେ ଲିଷ୍ଟ ହୋଇଛି । କିନ୍ତୁ ସେଲ ଅଫରରେ ଫ୍ଲିପକାର୍ଟ ଏହାର ମୂଲ୍ୟକୁ ୫୪% ହ୍ରାସ କରିଛି । ଆପଣ ବର୍ତ୍ତମାନ ଏହି ଫୋନକୁ ଅଧାରୁ କମ୍ ମୂଲ୍ୟରେ କିଣି ପାରିବେ । ଆପଣ ଡିସକାଉଣ୍ଟ ସହିତ ଏହି ଫୋନକୁ ୪୩,୯୯୯ ଟଙ୍କାରେ ଘରକୁ ନେଇ ପାରିବେ ।
ଫ୍ଲାଟ ଡିସକାଉଣ୍ଟ ସହିତ ଆପଣ ଅନ୍ୟ ଅଫରରେ ହଜାର ଟଙ୍କା ଏକ୍ସଟ୍ରା ସଞ୍ଚୟ କରିପାରିବେ । ରେଗୁଲାର ଅଫର ପରି ଏଥିରେ ଆପଣଙ୍କୁ ଫ୍ଲିକାର୍ଟ ଆକ୍ସିସ ବ୍ୟାଙ୍କ କ୍ରେଡିଟ କାର୍ଡରେ ୫% କ୍ୟାସବ୍ୟାକ୍ ଦିଆଯାଉଛି । ଏହା ବ୍ୟତୀତ, ଯଦି ଆପଣ ଆପଣଙ୍କର ପୁରୁଣା ସ୍ମାର୍ଟଫୋନକୁ ଏକ୍ସଚେଞ୍ଜ କରନ୍ତି, ତେବେ ଆପଣ ୪୩,୦୦୦ ଟଙ୍କା ଅଧିକ ସଞ୍ଚୟ କରିପାରିବେ ।
Samsung Galaxy S23 ର ଫିଚର୍ସ :
୧. Samsung Galaxy S23 ରେ ଆପଣଙ୍କୁ ୬.୧ ଇଞ୍ଚର ଡାଇନାମିକ୍ AMOLED ସ୍କ୍ରିନ୍ ମିଳିବ ।
୨. ଡିସପ୍ଲେରେ ଆପଣଙ୍କୁ ୧୨୦Hz ରିଫ୍ରେସ ରେଟ୍, HDR10+, ୧୭୫୦ ନିଟ୍ସର ପିକ୍ ବ୍ରାଇଟନେସ୍ ପାଇପାରିବେ ।
୩. ପ୍ରୋଟେକ୍ସନ ପାଇଁ ଡିସପ୍ଲେରେ Gorilla Glass Victus 2 ର ସପୋର୍ଟ ଦିଆଯାଇଛି ।
୪. ପରଫରମାନ୍ସ ପାଇଁ Samsung ଏହି ଫ୍ଲାଗସିପ୍ ଡିଭାଇସରେ Snapdragon 8 Gen 2 ଚିପସେଟ୍ ବ୍ୟବହାର ହୋଇଛି ।
୫. ଏହି ସ୍ମାର୍ଟଫୋନରେ ଆପଣଙ୍କୁ 8GB ପର୍ଯ୍ୟନ୍ତ RAM ଏବଂ ୫୧୨GB ପର୍ଯ୍ୟନ୍ତ ଷ୍ଟୋରେଜ୍ ଦିଆଯାଇଛି ।
୬. ସ୍ମାର୍ଟଫୋନକୁ ପାୱାର ଦେବା ପାଇଁ ଏଥିରେ ୫୦+୧୦+୧୨ ମେଗାପିକ୍ସେଲର ଟ୍ରିପଲ କ୍ୟାମେରା ସେଟଅପ୍ ରହିଛି ।
୭. ସେଲଫି ଏବଂ ଭିଡିଓ କଲିଂ ପାଇଁ ଫ୍ରଣ୍ଟରେ ୧୨ ମେଗାପିକ୍ସେଲର କ୍ୟାମେରା ଅଛି ।