ଆପଣ କମ ଦାମରେ ଲାପଟପ୍ କିଣିବାକୁ ଚାହୁଁଛନ୍ତି କି ? ତେବେ ଆମେ ଅପଣଙ୍କ ପାଇଁ ନେଇ ଆସିଛୁ ୨୦ ହଜାର ଟଙ୍କା ମଧ୍ୟରେ ମିଳିପାରୁଥିବା ଲାପଟପ୍ ବିଷୟରେ ସୂଚନା ।
Asus APU Quad Core E2
ଏହି ଲାପଟପ୍ର ମଡେଲ ନମ୍ବର ହେଉଛି X540YA-XO760T । ଓଜନ ୨ କେଜି ଓ ସ୍କ୍ରୀନର ସାଇଜ ୧୫.୬ ଇଞ୍ଚ ରହିଛି । ଏହା ସହତି ୪ ଜିବିର ରାମ ଓ ୫୦୦ ଜିବିରHDD ଦିଆଯାଇଛି । ଏହାର ବଜାର ମୂଲ୍ୟ- ୧୮,୯୯୦ ରହିଛି ।
Acer Aspire 3 Celeron Dual Core
ଏହି ଲାପଟପ୍ର ମଡେଲ ନମ୍ବରA315-33 ,ଓଜନ ୨.୧ କେଜି ଓ ସ୍କ୍ରୀନର ସାଇଜ ୧୫.୬ ଇଞ୍ଚ ।ଏହା ସହିତ ଏହି ଲାପଟପ୍ରେ ୬ ଘଣ୍ଟା ବ୍ୟାକଅପ ଦେଇପାରୁଥିବା ବ୍ୟାଟେରୀ ,୨ଜିବିର ରାମ ଓ ୫୦୦GBରHDD ଦିଆଯାଇଛି । ଏହାର ମୂଲ୍ୟ ରହିଛି ୧୬,୯୯୦ ।
Asus Vivo Celeron Dual Core
ଏହି ଲାପଟପ୍ର ମଡେଲ ନମ୍ବରE203MA-FD014TN ଅଟେ ।ଓଜନ ୦,୯୯କେଜି,ସ୍କ୍ରୀନ ସାଇଜ ୧୧.୬ ଇଞ୍ଚି ଦିଆଯାଇଛି । ଏଥିରେ ୨ଜିବି ରାମ ସହିତ ୩୨ ଜିବିର ଷ୍ଟୋରେଜ କାପାସିଟି ମିଳିବ ।ଏହାର ମୂଲ୍ୟ ରହିଛି ୧୫,୯୯୦ ।
iball Compbook Celeron Dual Core
ଏହି ଲାପଟପ୍ର ମଡେଲ ନମ୍ବର Marvel6 V2.0 ଅଟେ । ଏଥିରେ ୩ଜିବି ରାମ ଓ ୩୨ ଜିବିର ଷ୍ଟୋରେଜ ୩ ଘଣ୍ଟା ବ୍ୟାକଅପ ଦେଇପାରୁଥିବା ବ୍ୟାଟେରୀ ମିଳିପାରିବ ।ଏହାର ସ୍କ୍ରୀନ ସାଇଜ ୧୪ ଇଞ୍ଚ ରହିଛି । ଏହାର ମୂଲ୍ୟ ରହିଛି ୧୧.୯୯୦ ।
HP G APU Quad Core A6
ଏହି ଲାପଟପ୍ର ମଡେଲ ନମ୍ବର 245G5 ଅଟେ ।ଏହାର ଓଜନ ୧.୮୨ କେଜି ରହିଛି । ଏଥିରେ ୪ଜିବି ରାମ, ୫୦୦ ଜିବିHDD ଓ ସ୍କ୍ରୀନର ସାଇଜ ୧୪ ଇଞ୍ଚ ରହିଛି ।
Lenovo Series V APU Quad Core A6
ଏହି ଲାପଟପ୍ର ମଡେଲ ନମ୍ବରV110 ଅଟେ । ଏଥିରେ ସ୍କ୍ରୀନୀ ସାଇଜ ୧୫.୬ ଇଞ୍ଚ ରହିଛି । ଏହା ସହିତ ୪ଜିବି ରାମ ଓ 1TB HDD ଦିଆଯାଇଛି ଓ ଏହାର ବ୍ୟାଟେରୀ ବ୍ୟାକଅପ ୫ ଘଣ୍ଟା ମିଳିପାରିବ ।