ବିକ୍ରି ହେବ ନାହିଁ ଟିକଟକ, ମାଇକ୍ରୋସଫ୍ଟର ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ବାଇଟଡାନ୍ସ

ଚାଇନିଜ୍ କମ୍ପାନୀ ବାଇଟଡାନ୍ସ ମୋବାଇଲ୍ ଆପ୍ ଟିକଟକ ପରିଚାଳନାର ମାଲିକାନା ଅଧିକାରକୁ ମାଇକ୍ରୋସଫ୍ଟକୁ ବିକ୍ରୟ କରିବ ନାହିଁ । ନିକଟରେ ମାଇକ୍ରୋସଫ୍ଟ ଦ୍ୱାରା ଏହି ସୂଚନା ପ୍ରକାଶ ପାଇଛି । ମାଇକ୍ରୋସଫ୍ଟର କହିବା ଅନୁଯାୟୀ ଟିକଟକକୁ କିଣିବା ପାଇଁ ବାଇଟଡାନ୍ସକୁ ଦିଆଯାଇଥିବା ଅଫରକୁ ସେ ପ୍ରତ୍ୟାଖ୍ୟାନ କରିଛି ।

ସୂଚନା ଅନୁଯାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ତରଫରୁ ଆମେରିକାରେ ଟିକଟକ୍ ପରିଚାଳନା ପାଇଁ ବାଇଟଡାନ୍ସକୁ 15 ସେପ୍ଟେମ୍ବର ସୁଦ୍ଧା ଅଂଶ ବିକ୍ରୟ କରିବାକୁ ସମୟ ଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.