ଭାରତରେ ଲଞ୍ଚ ହେଲା Molife Sense 320 ସ୍ମାର୍ଟ ଫୋନ୍, ପ୍ରାରମ୍ଭିକ ମୂଲ୍ୟ ରହିଛି ୨,୭୯୯ ଟଙ୍କା
ନୂଆଦିଲ୍ଲୀ : ଓ୍ଵୟାରଲେସ ବ୍ରାଣ୍ଡ Molife ତରଫରୁ ନୂଆ ସ୍ମାର୍ଟ ଓ୍ଵାଚ୍ Sense 320 ଭାରତରେ ଲଞ୍ଚ ହୋଇଯାଇଛି । ଏଥିରେ ନୂଆ ଡିଜାଇନ ସହ କମାଲ ଫିଚର୍ସ ଦିଆଯାଇଛି । ଏହା ପୂର୍ବରୁ ମଧ୍ୟ କମ୍ପାନୀ ଭାରତରେ କେତକ ସ୍ମାର୍ଟ ଫୋନ ଛାଡ଼ିଥିଲା । ହେଲେ ଏହି ଫୋନ୍ ହାର୍ଟ ରେଟ୍ ସେନ୍ସର ଓ SpO2 ସହ ଆହୁରି ଅନେକ ଫିଚର୍ସ ସହ ଆସୁଛି । ଏଥିରେ ୧୫ ଦିନର ବ୍ୟାଟେରୀ ଲାଇଫ ଥିବା ଜଣାଯାଇଛି ।
ଏହାର ମୂଲ୍ୟ : Molife Sense 320 ସ୍ମାର୍ଟ ଫୋନ୍ର ପ୍ରାରମ୍ଭିକ ଦାମ ରହିଛି ୨,୭୯୯ ଟଙ୍କା । ଏହି ଫୋନ୍ କୁ Molifeworld.com, Amazon ଏବଂ Flipkart ରେ କିଣାଯାଇ ପାରିବ । ବିନା ଇଣ୍ଟ୍ରୋଡକ୍ତରୀ ଅଫର ର ସ୍ମାର୍ଟ ଓ୍ଵାଚ ୩,୪୯୯ ଟଙ୍କା ଓ ୩,୬୯୯ ଟଙ୍କାରେ ମିଳିବ ।